Bureau
ଏଡ଼୍ସ ଆକ୍ରାନ୍ତ ବାଳକକୁ ସହାୟତାର ହାତ ବଢାଇଲେ ଡ଼ାକ୍ତର
ସମ୍ବଲପୁର, ୩୦/୧୧ (ଓଡ଼ିଆ ପୁଅ) ବୁର୍ଲା ଭିମସାର ମେଡ଼ିକାଲର ଡ଼ା. ଶଙ୍କର ରାମଚନ୍ଦାନୀ ତାଙ୍କ ଦୁଇମାସର ଦୁଇ ଶିଶୁକନ୍ୟାଙ୍କ ପାଇଁ କୈାଣସି ଉତ୍ସବ ପାଳନ କରିବା ପରିବର୍ତେ ସେଥି ପାଇଁ ରଖିଥିବା ୫୦...
ଖେଳୁଥିବା ସମୟରେ ଧାନ ଖଳାରେ ନିଆଁଲାଗି ୩ ଶିଶୁ ମୃତ
ଧାନ ଖଳାରେ ନିଆଁରେ ପୋଡି ୩ ଶିଶୁ ମୃତ
କଳାହାଣ୍ଡି ୩୦-୧୧ (ଓଡ଼ିଆ ପୁଅ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବିଜମରା ଗ୍ରାମର ୩ଜଣ ଶିଶୁ ଆଜି ଧାନ ଖଳାରେ ଖେଳୁଥିବା ସମୟରେ ନିଆଁରେ...
ହୀରାକୁଦ ଜଳଭଂଡ଼ାର ଅତିରିକ୍ତ ସ୍ପିଲ ୱେ ପ୍ରକଳ୍ପ ର ଉଦବାସ୍ତୁଙ୍କ ଥଇଥାନ ଚିନ୍ତା
ସମ୍ବଲପୁର, ୩୦/୧୧ (ଓଡ଼ିଆ ପୁଅ) ହୀରାକୁଦ ଡ଼୍ୟାମର ଅତିରିକ୍ତ ସ୍ପିଲ ୱେ (ଫାଟକ) ନିର୍ମାଣ ପ୍ରକଳ୍ପ ପାଇଁ ଉତବାସ୍ତୁ ହେବାକୁ ଯାଉଥିବା ପରିବାର ମାନଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ ଥଇଥାନ କରିବା ପାଇଁ...
ଭିଏସଏସୟୁଟିର ଏକାଦଶ ସମାବର୍ତ୍ତନ ଉତ୍ସବ- ପରିବର୍ତ୍ତନ ଶୀଳ ଦୃଶ୍ୟପଟ ସହିତ ତାଳଦେଇ ଦେଶ...
ସମ୍ବଲପୁର, ତା ୩୦।୧୧ (ଓଡ଼ିଆ ପୁଅ) -ବୁର୍ଲା ବୀର ସୁରେନ୍ଦ୍ର ସାଏ ବ÷÷ଷୟିକ ବିଶ୍ୱବିଦ୍ୟାଳୟର ଏକାଦଶ ସମାବର୍ତ୍ତନ ଉତ୍ସବ ଆଜି ସିଦ୍ଧିବିହାର ସ୍ତିର ସାର ବିଶ୍ୱେସରରାୟ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ...
୩୮, ୪୨୭ କୋଟି ଟଙ୍କାର ହିସାବ ଗାଏବ, ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କାଟିଏ ଦେଲେନାହିଁ, ୩୦୦...
୨୦୧୮ ଆର୍ଥିକ ବର୍ଷର ସିଏଜି ରିପୋର୍ଟ :
ଭୁବନେଶ୍ୱର, ୩୦/୧୧ (ଓଡ଼ିଆ ପୁଅ) : ସଦ୍ୟ ଉପସ୍ଥାପିତ ହୋଇଥିବା ୨୦୧୮ ଆର୍ଥିକ ବର୍ଷର ସିଏଜି ରିପୋର୍ଟ ସ୍ପଷ୍ଟ କରୁଛି କି ରାଜ୍ୟସରକାର ଓଡିଶାବାସୀଙ୍କୁ ବିଭ୍ରାନ୍ତି...
ଝାରଖଣ୍ଡ : ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ : ମାଓବାଦୀମାନେ ବିଷ୍ପୋରଣ କରି ଉଡ଼ାଇଲେ...
ନୂଆ ଦିଲ୍ଲୀ ୩୦-୧୧ (ଓଡ଼ିଆ ପୁଅ) ବିଶୁନପୁରର ଘାଘରା ଜଙ୍ଗଲରେ ମାଓବାଦୀମାନେ ବମ ବିଷ୍ପୋରଣ କରିଥିବାର ଖବର ସୂତ୍ରରୁ ମିଳିଛି। ସୂଚନା ଅନୁସାରେ ବମ୍ ବିଷ୍ପୋରଣ କରି ମାଓବାଦୀମାନେ ଏକ ପୋଲ ଉଡ଼ାଇ...
ଡିସେମ୍ବର ୧୪ରେ ଶାନ୍ତି କମିଟି ନିର୍ବାଚନ : କମିଟିର ପୂର୍ଣ୍ଣାଙ୍ଗ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତି
କଟକ ୨୯.୧୧ (ଓଡ଼ିଆ ପୁଅ) – କଟକ ମହାନଗର ଶାନ୍ତି କମିଟିର ପୂର୍ଣ୍ଣାଙ୍ଗ କାର୍ଯ୍ୟକାରିଣୀ ବୈଠକ ଦରଘାବଜାରସ୍ଥିତ କମିଟିର ସ୍ଥାୟୀ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ କମିଟିର ସଭାପତି ଶ୍ରୀ ଦେବେନ୍ଦ୍ରନାଥ ସାହୁ...
ହିନ୍ଦୀ କାମ ପାଇଁ ଆକାଶବାଣୀ ପୁରସ୍କୃତ
ସମ୍ବଲପୁର, ୨୯/୧୧ (ଓଡ଼ିଆ ପୁଅ) - ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି ସମ୍ବଲପୁରର ବାର୍ଷିକ ବୈଠକରେ ସମ୍ବଲପୁର ଆକାଶବାଣୀ କେନ୍ଦ୍ରକୁ ସରକାରୀ କାମରେ ହିନ୍ଦୀ ଭାଷାର ଉକ୍ରୃଷ୍ଟ ପ୍ରୟୋଗ ପାଇଁ ପ୍ରଥମ ପୁରସ୍କାର...
ଆଶାନୁରୂପ ଅଗ୍ରଗତି ନହେବାରୁ ଅନୁଗୁଳ ଆଲୁମିନିୟମ ପାର୍କ ପ୍ରକଳ୍ପକୁ ବନ୍ଦ କରି ଦିଆଯାଇଛି :...
ଓଡ଼ିଶାରେ ଆଲୁମିନିୟମ କ୍ଲଷ୍ଟର ପାଇଁ କେନ୍ଦ୍ରୀୟ ସହାୟତା ପ୍ରସଙ୍ଗ :
- ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ପ୍ରକଳ୍ପ ଅଗ୍ରଗତି ହୋଇପାରିନାହିଁ
- ପ୍ରକଳ୍ପର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ବିଚାରାଧୀନ
ନୂଆ ଦିଲ୍ଲୀ ୨୯-୧୧...
ଡ଼. ପ୍ରମୋଦ କୁମାର ମିଶ୍ରଙ୍କୁ ଭେଟିଲେ ବରିଷ୍ଟ ନାଗରିକ
ସମ୍ବଲପୁର, ୨୯/୧୧ (ଓଡ଼ିଆ ପୁଅ) ସମ୍ବଲପୁର ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ଼. ପ୍ରମୋଦ କୁମାର ମିଶ୍ରଙ୍କୁ ଆଜି ଏକ ନାଗରିକ ପ୍ରତିନିଧି ଦଳ ସାକ୍ଷାତକରି ବିଭିନ୍ନ ଦାବି ପ୍ରତି ଦୃଷ୍ଟି...
ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୦ତମ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର...
ସମ୍ବଲପୁର ୨୯ ନଭେମ୍ବର, ୨୦୧୯ (ଓଡ଼ିଆ ପୁଅ) ଓଡ଼ିଶାର ରାଜ୍ୟପାଳ ମହାମହିମ ପ୍ରଫେସର ଗଣେଶୀ ଲାଲ, କୁଳପତି ପ୍ରଫେସର ଦୀପକ ବେହେରା, ସିନେଟ, ସିଣ୍ଡିକେଟ ଓ ଏକାଡେମିକ କାଉନସିଲର ସଦସ୍ୟଗଣ, ଅଧ୍ୟାପକ, ଅଧ୍ୟାପିକା...
ତିନି ଦଫା ଦାବି ନେଇ ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା
ବୌଦ୍ଧ ୨୯।୧୧ (ଓଡ଼ିଆ ପୁଅ) କୋଶଳ ସମନ୍ୱୟ ସମିତି ପକ୍ଷରୁ ଆଜି ତିନି ଦଫା ଦାବି ନେଇ ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା ଦିଆଯାଇଛି। ଏହା ଫଳରେ ଦୋକାନ ବଜାର, ସରକାରୀ...
ଭୁବନେଶ୍ୱରରେ ଚାଞ୍ଜଲ୍ୟ : ଆଇଆରସି ଭିଲେଜ ସରକାରୀ ସ୍କୁଲ ପଡିଆରେ ନର କଙ୍କାଳ ଠାବ
ଭୁବନେଶ୍ୱର ୨୯-୧୧ (ଓଡ଼ିଆ ପୁଅ) ଭୁବନେଶ୍ୱର ଆଇଆରସି ଭିଲେଜ ହାଇସ୍କୁଲ ପଛପଟୁ ନର କଙ୍କାଳ ପଡ଼ିରହିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ଏକ ପଲିଥିନ୍ରେ ବନ୍ଧା ହୋଇ ପଡ଼ିଛି ହାଡ଼ ଓ ଖପୁରି। ଘଟଣାସ୍ଥଳରେ...
ଅଗ୍ନିକାଣ୍ଡରେ ଗାଈ,ଛେଳି ଓ କୁକୁଡ଼ା ଜୀବନ୍ତ ଦଗ୍ଧ
ବାଲେଶ୍ବର,୨୯/୧୧-(ଓଡ଼ିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ଅଧିନ ପୁରସ୍ତମପୁର ଓରଫ ଖଇରା ଗ୍ରାମର ଶତ୍ରୁଘନ ସାହୁ ଓ ରଭଜହରି ସାହୁଙ୍କର ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଏକ ବଖରା...
ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ
ବାଲିଗୁଡା ୨୯-୧୧ (ଓଡ଼ିଆ ପୁଅ) କନ୍ଧମାଳରେ ପୁଣି ଲଜ୍ଜା। ତୁମୁଡିବନ୍ଧ ରାମପୁର ଛକ ନିକଟରେ ନବମ ଶ୍ରେଣୀର ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ ଅଭିଯୋଗ ହୋଇଛି। ଘରୁ ଡାକି ନେଇ ଦୁଷ୍କର୍ମ କିଥିବାର...
ହାତୀ ଆକ୍ରମଣ – ୩ ମୃତ
ସୁନ୍ଦରଗଡ଼/ନୟାଗଡ଼/ରାଜଗାଙ୍ଗପୁର ୨୯-୧୧ (ଓଡ଼ିଆ ପୁଅ) : ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ ସିଆଲଯୋର ଗ୍ରାମରେ ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ହାତୀ ଘଉଡାଇବା ବେଳେ ଗୋବିନ୍ଦ ସାଙ୍କୁ ନାମକ ଜଣେ...
ନନ୍ଦନକାନନରେ ହଳଦିଆ ଆନାକୋଣ୍ଡାର ମୃତ୍ୟୁ
ଭୁବନେଶ୍ୱର ୨୯-୧୧ (ଓଡ଼ିଆ ପୁଅ) ଗତ ଅକ୍ଟୋବରରେ ଚେନ୍ନାଇ ସ୍ଥିତ କ୍ରୋକୋଡାଇଲ ବ୍ୟାଙ୍କରୁ ଅଣାଯାଇଥିବା ୮ଟି ଆନାକୋଣ୍ଡାଙ୍କ ମଧ୍ୟରୁ ଗୋଟିଏ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତୃପକ୍ଷ। ତେବେ...
ଆସନ୍ତା କାଲି ଭିତରେ ସାରି ଦିଅନ୍ତୁ ବ୍ୟାଙ୍କ ସମ୍ବନ୍ଧିତ ଏହି କାମ, ନହେଲେ ଫସି...
ନୂଆଦିଲ୍ଲୀ ୨୯-୧୧ (ଓଡ଼ିଆ ପୁଅ) ଚଳିତ ବର୍ଷର ଶେଷ ମାସ ଅର୍ଥାତ୍ ଡିସେମ୍ବର ଏକ ତାରିଖ ପୂର୍ବରୁ ଆପଣଙ୍କୁ ବ୍ୟାଙ୍କରୁ ଉଠାଇବା ପାଇଁ ଆବଶ୍ୟକୀୟ କାଗଜପତ୍ର ଜମା କରିବାକୁ ପଡ଼ିବ। ଏହି ଖବର...
ଅଶାନ୍ତ ଇରାକ : ପ୍ରଦର୍ଶନକାରିଙ୍କ ଉପରେ ସୁରକ୍ଷା ବଳର ଆଖିବୁଜା ଗୁଳିଚାଳନା – ୪୫...
ନୂଆ ଦିଲ୍ଲୀ ୨୯-୧୧ (ଓଡ଼ିଆ ପୁଅ) ବେରୋଜଗାରୀ, ଜନ ସୁବିଧା ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରିଙ୍କ ଉପରେ ଇରାକ ସୁରକ୍ଷା ବଳରଆଖିବୁଜା ଗୁଳିଚାଳନା କରିବା ଫଳରେ ୪୫ଜଣଙ୍କର ମୃତ୍ୟୁ ହୋଇଥିବାର...
ପଶ୍ଚିମ ବଙ୍ଗ ଉପନିର୍ବାଚନ: କାଳିଆଗଞ୍ଜ ଆସନରେ ୨,୩୦୪ ଭୋଟରେ ଜୀତିଲା ତୃଣମୂଳ କଂଗ୍ରେସ :...
ନୂଆ ଦିଲ୍ଲୀ ୨୮-୧୧ (ଓଡ଼ିଆ ପୁଅ) ପଶ୍ଚିମ ବଙ୍ଗ ଉପନିର୍ବାଚନ: କାଳିଆଗଞ୍ଜ ଆସନରେ ୨,୩୦୪ ଭୋଟରେ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ତପନ ଦେବ ସିଙ୍ଘ ବିଜୟୀ ହୋଇଛନ୍ତି। ସେହିପରି କରିମ୍ ପୁର ଏବଂ...






