Home ଓଡ଼ିଶା ଖେଳୁଥିବା ସମୟରେ ଧାନ ଖଳାରେ ନିଆଁଲାଗି ୩ ଶିଶୁ ମୃତ

ଖେଳୁଥିବା ସମୟରେ ଧାନ ଖଳାରେ ନିଆଁଲାଗି ୩ ଶିଶୁ ମୃତ

628

ଧାନ ଖଳାରେ ନିଆଁରେ ପୋଡି ୩ ଶିଶୁ ମୃତ
କଳାହାଣ୍ଡି ୩୦-୧୧ (ଓଡ଼ିଆ ପୁଅ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବିଜମରା ଗ୍ରାମର ୩ଜଣ ଶିଶୁ ଆଜି ଧାନ ଖଳାରେ ଖେଳୁଥିବା ସମୟରେ ନିଆଁରେ ପୋଡି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଭର୍ତ୍ତିହୋଇଥିଲେ। ସଙ୍କଟାପନ୍ନ ରହିଛି । ସାମାନେ ୮୦ ପ୍ରତିଶତ ପୋଡିଯାଇଥିବା ବେଳେ ସେମାନଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକମାନେ ବିଜମରା ଗାଁର ହେମରାଜ ଦିଶାରୀଙ୍କ ଦୁଇ ଯାଆଁଳା ଝିଅ ରୋଜି ଓ ଡେଜୀ ଦିଶାରୀ ଏବଂ ଅନ୍ୟଜଣେ ରଚନା ରାଉତ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.