Home ଓଡ଼ିଶା ନନ୍ଦନକାନନରେ ହଳଦିଆ ଆନାକୋଣ୍ଡାର ମୃତ୍ୟୁ

ନନ୍ଦନକାନନରେ ହଳଦିଆ ଆନାକୋଣ୍ଡାର ମୃତ୍ୟୁ

980

ଭୁବନେଶ୍ୱର ୨୯-୧୧ (ଓଡ଼ିଆ ପୁଅ) ଗତ ଅକ୍ଟୋବରରେ ଚେନ୍ନାଇ ସ୍ଥିତ କ୍ରୋକୋଡାଇଲ ବ୍ୟାଙ୍କରୁ ଅଣାଯାଇଥିବା ୮ଟି ଆନାକୋଣ୍ଡାଙ୍କ ମଧ୍ୟରୁ ଗୋଟିଏ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତୃପକ୍ଷ। ତେବେ ଆନାକୋଣ୍ଡାର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ସୂଚନାଯୋଗ୍ୟଯେ, ଗତମାସରେ ଚେନ୍ନାଇର କ୍ରୋକୋଡାଇଲ ବ୍ୟାଙ୍କରୁ ଅଣାଯାଇଥିଲା ଏହି ୮ଟି ଆନାକୋଣ୍ଡା। ସରିସୃପ ଉଦ୍ୟାନର ଏମାନଙ୍କୁ ରଖାଯାଇଥିଲା ବୋଲି ସୂଚନା ମିଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.