Bureau
ନୂଆଦିଲ୍ଲୀରୁ ୩ଟି ସ୍ଵତନ୍ତ୍ର ଟ୍ରେନ ପୁନଃ ଚଳାଚଳ ଆରମ୍ଭ କରିବ ଭାରତୀୟ ରେଳବାଇ
- ନୂଆଦିଲ୍ଲୀ-ବିଳାସପୁର ଟ୍ରେନରେ ୧୧୭୭ ଯାତ୍ରୀ, ନୂଆଦିଲ୍ଲୀ-ଦିବ୍ରୁଗଡ଼ ଟ୍ରେନରେ ୧୧୨୨ ଯାତ୍ରୀ ଏବଂ ନୂଆଦିଲ୍ଲୀ-ବେଙ୍ଗାଲୁରୁ ସ୍ଵତନ୍ତ୍ର ଟ୍ରେନରେ ୧୧୬୨ ଯାତ୍ରୀ କଲେ ଟିକେଟ ବୁକିଂ- ଆଜିଠାରୁ ଦିଲ୍ଲୀ ଛାଡ଼ିବେ ମୋଟ ୩୪୬୧ ଜଣ...
ମେ ୧୨ ପୂର୍ବାହ୍ନ ୯.୩୦ ସୁଦ୍ଧା ଭାରତୀୟ ରେଳବାଇ ପକ୍ଷରୁ ଦେଶବ୍ୟାପୀ ୫୪୨ ଶ୍ରମିକ...
- ମୋଟ ୬.୪୮ ଲକ୍ଷ ଯାତ୍ରୀଙ୍କୁ ପରିବହନ ସେବା ମିଳିଛି
- ଓଡିଶାରେ ପହଞ୍ଚିଛି ୨୯ଟି ଟ୍ରେନ
- ସବୁ ଯାତ୍ରୀଙ୍କୁ ମାଗଣା ଖାଦ୍ୟ ଓ ପାନୀୟ ଦିଆଯାଉଛି
- ଟ୍ରେନ ଚଳାଚଳ ସମୟରେ ସାମାଜିକ ଦୂରତ୍ୱ...
ବନ୍ଦେ ଭାରତ ଅଭିଯାନରେ ୩୧ଟି ବିମାନରେ ୬୦୩୭ ଭାରତୀୟଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ
ନୂଆଦିଲ୍ଲୀ ୧୨-୫ (ଓଡ଼ିଆ ପୁଅ) ମେ ୭, ୨୦୨୦ ତାରିଖଠାରୁ ପାଞ୍ଚ ଦିନ ମଧ୍ୟରେ ୩୧ଟି ବିମାନରେ ୬୦୩୭ ଜଣ ଭାରତୀୟଙ୍କୁ ବିଦେଶରୁ ଭାରତ ଅଣାଯାଇଛି। ବନ୍ଦେ ଭାରତ ଅଭିଯାନରେ ବିଶ୍ୱର ବିଭିନ୍ନ...
ଗଞ୍ଜାମର ୫୨ କରୋନା ଆକ୍ରାନ୍ତ କ୍ୱାରେଣ୍ଟାଇନ୍ ସେଣ୍ଟରରୁ
ଭୁବନେଶ୍ୱର ୧୩-୫ (ଓଡ଼ିଆ ପୁଅ) ଆଜି ସକାଳୁ ରାଜ୍ୟରେ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଜାରି କରିଛନ୍ତି ରାଜ୍ୟ ସରକାର। ଏହି ୧୦୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର...
ସୁନ୍ଦରଗଡ଼ ଜିଲ୍ଲାରୁ ୭ କରୋନା ଆକ୍ରାନ୍ତ – ରାଉରକେଲା କଣ୍ଟେନମେଣ୍ଟ ଜୋନରୁ
ଭୁବନେଶ୍ୱର ୧୩-୫ (ଓଡ଼ିଆ ପୁଅ) ଆଜି ସକାଳୁ ରାଜ୍ୟରେ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଜାରି କରିଥିଲେ। ଏହି ୧୦୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୫୨ଟି ଥିବା...
ରାଜ୍ୟରେ ପୁଣି ୧୦୧ ନୂଆ କରୋନା ଆକ୍ରାନ୍ତ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮...
ଭୁବନେଶ୍ୱର ୧୩-୫ (ଓଡ଼ିଆ ପୁଅ) : ଆଜି ସକାଳୁ ରାଜ୍ୟରେ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର...
ପୁଣି ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ – ୫୩୮ରେ ପହଁଚିଲା ମୋଟ ସଂଖ୍ୟା
ଭୁବନେଶ୍ୱର ୧୩-୫ (ଓଡ଼ିଆ ପୁଅ) : ଆଜି ସକାଳୁ ରାଜ୍ୟରେ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର...
୨ ଦିନ ପାଇଁ ସିଲ୍ ହେଲା ଏୟାର ଇଣ୍ଡିଆ ମୁଖ୍ୟ କାର୍ଯ୍ୟାଳୟ
ନୂଆଦିଲ୍ଲୀ ୧୨-୫ (ଓଡ଼ିଆ ପୁଅ) : ଏୟାର ଇଣ୍ଡିଆ କର୍ମଚାରୀ କରୋନା ପଜିଟିଭ୍ ହେବା କାରଣରୁ ଦିଲ୍ଲୀରେ ଥିବା ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରିଦିଆଯାଇଛି।
ଗୁରୁଦ୍ୱାରା ରକାବ୍ଗଞ୍ଜ ରୋଡ୍ ବିଲ୍ଡିଂରେ ନିଯୁକ୍ତି...
ଲକ୍ଡାଉନ -୪.୦ ଏକ ନୂଆ ରୂପରେ ଏବଂ ନୂଆ ଧାରାରେ – ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ ୧୨-୫ (ଓଡ଼ିଆ ପୁଅ) : ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ ଲାଗୁ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଲକଡାଉନ୍ ଏକ ନୂଆ ରୂପରେ ଏବଂ ନୂଆ ଧାରାରେ ଆସିବ...
୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ର ମୋଦୀ
ନୂଆଦିଲ୍ଲୀ ୧୨-୫ (ଓଡ଼ିଆ ପୁଅ) : ଆଜି ରାତି ୮ ଟାରେ କରୋନା ଭାଇରସ ଏବଂ ଲକଡାଉନ୍ ପ୍ରସଙ୍ଗରେ ପିଏମ ମୋଦୀ ଦେଶକୁ ସମ୍ବୋଧିତ କରିଛନ୍ତି। ଏହାପୂର୍ବରୁ ମାର୍ଚ୍ଚ ଏବଂ ଏପ୍ରିଲରେ ପ୍ରଧାନମନ୍ତ୍ରୀ...
ଭଲଖବର – ସୁସ୍ଥ ହେଲେ ୩୧ କରୋନା ଆକ୍ରାନ୍ତ – ସବୁ ଯାଜପୁର ଜିଲ୍ଲାରୁ
ଭୁବନେଶ୍ୱର ୧୨-୫ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୩୧ କୋରୋନା ଆକ୍ରାନ୍ତ ସୁସ୍ଥ, ସୁସ୍ଥ ହୋଇଛନ୍ତି। ସମସ୍ତ ରୋଗୀ ଯାଜପୁର ଜିଲ୍ଲାର ସୁସ୍ଥ ହୋଇଛନ୍ତି।
ତେବେ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬କୁ...
କେନ୍ଦୁଝର : କରୋନା ସଂକ୍ରମଣର ପ୍ରତିହତ ପାଇଁ ପ୍ରତ୍ୟେକ ଦୋକାନରେ ମେଣ୍ଟେନ ହେବ ଭିଜିଟର...
କେନ୍ଦୁଝର, ୧୨ ମେ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ମହାମାରୀ କରୋନା କୋଭିଡ -୧୯ ର ସଂକ୍ରମଣକୁ ପ୍ରତିରୋଧ କରିବା ତଥା ନିୟନ୍ତ୍ରଣ କରିବା ପାଇିଁ ଏବଂ କରୋନା ସଂକ୍ରମିତ ବ୍ୟକ୍ତିଙ୍କ...
କରୋନା ସଙ୍କଟ ମଧ୍ୟରେ ଆସାମରେ ବ୍ୟାପିଲା ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ, ୧୪, ୦୦୦ ରୁ...
ଗୌହାଟି ୧୨-୫ (ଓଡ଼ିଆ ପୁଅ) ଭାରତରେ କରୋନାଭାଇରସ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ଅତି ମଧ୍ୟରେ ଆସାମରେ ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ ବ୍ୟାପିବାରେ ଲାଗିଛି। ଏ ଏପର୍ଯ୍ୟନ୍ତ ୧୦ ଟି ଜିଲ୍ଲାରେ ୧୪, ୦୦୦...
ଜୁନ ୨୨ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ଓଡ଼ିଶା ହାଇକୋର୍ଟ ଦେଲେ ନିର୍ଦ୍ଦେଶ
କଟକ ୧୨-୫ (ଓଡ଼ିଆ ପୁଅ) : ଜୁନ୍ ୨୩ରେ ପଡ଼ୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ଜୁନ ୨୨ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଓଡ଼ିଶା ହାଇକୋର୍ଟରେ ଦାଖଲ...
କୋଭିତ ମୁକାବିଲା – ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ସଙ୍ଗରୋଧ କେନ୍ଦ୍ରରେ ଉପଯୁକ୍ତ ପରିଚାଳନା ଏବଂ...
- ଆଗାମୀ ଏକ ସପ୍ତାହ ମଧ୍ୟରେ କୋଭିଡ କେୟାର ସେଣ୍ଟର ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ
ଭୁବନେଶ୍ୱର, ୧୨.୫.୨୦ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସି ଜରିଆରେ ରାଜ୍ୟରେ...
ସୁସ୍ଥ ହୋଇ ଏମ୍ସରୁ ଡିସ୍ଚାର୍ଜ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ
ନୂଆଦିଲ୍ଲୀ ୧୨-୫ (ଓଡ଼ିଆ ପୁଅ) : ସୁସ୍ଥ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ। ଦିଲ୍ଲୀସ୍ଥିତ ଏମ୍ସରୁ ସୁସ୍ଥ ହେବା ପରେ ମଙ୍ଗଳବାର ଦିନ ଡିସଚାର୍ଜ ହୋଇଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା...
ବଡ଼ ଖବର – ଚାହିଦା ଅଧିକ – ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନରେ ୫ ଟି...
ଭୁବନେଶ୍ୱର ୧୨-୫ (ଓଡ଼ିଆ ପୁଅ) ପୂର୍ବତଟ ରେଳବାଇ ପକ୍ଷରୁ ଏବେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତା କାଲି ଠାରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଯିବାକୁ ଥିବା ସ୍ପେଶାଲ ଏସି ଟ୍ରେନରେ ଲୋକଙ୍କ ସୁବିଧାକୁ...
୧୨ଘଣ୍ଟାକୁ ଶ୍ରମ ଦିବସ ବୃଦ୍ଧି ବିରୋଧରେ ଏଆଇଟିୟୁସିର ବିକ୍ଷୋଭ
ଭୁବନେଶ୍ୱର, ୧୧/୫ (ଓଡ଼ିଆ ପୁଅ) – ଦୈନିକ ଶ୍ରମ ନିର୍ଘଣ୍ଟ ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି, କର୍ପୋରେଟ୍ ସ୍ୱାର୍ଥରେ ଶ୍ରମିକଶ୍ରେଣୀ ବିରୋଧରେ ଶ୍ରମ ଆଇନ ସଂଶୋଧନ, ଟ୍ରେଡ଼ ୟୁନିୟନମାନଙ୍କୁ ନିଷିଦ୍ଧ ଘୋଷଣା...
ସରକାର ସଂକ୍ରମଣ ସମ୍ଭାବନା ଥିବା ଜିଲ୍ଲାରେ ଯୁଦ୍ଧକାଳୀନ ଭିତିରେ ପଦକ୍ଷେପ ନ ନେଲେ ପରିସ୍ଥିତି...
ଭୁବନେଶ୍ୱର ୧୨/୫ (ଓଡ଼ିଆ ପୁଅ) - ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରେସବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ ଗତକାଲି ଓଡିଶାର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ...
ରାଜ୍ୟରେ ପୁଣି ୨୩ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି
ଭୁବନେଶ୍ୱର ୧୨-୫ (ଓଡ଼ିଆ ପୁଅ) : ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା। ପୁଣି ରାଜ୍ୟରେ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା...











