Home ଓଡ଼ିଶା କରୋନା ସଙ୍କଟ ମଧ୍ୟରେ ଆସାମରେ ବ୍ୟାପିଲା ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ, ୧୪, ୦୦୦ ରୁ ଅଧିକ...

କରୋନା ସଙ୍କଟ ମଧ୍ୟରେ ଆସାମରେ ବ୍ୟାପିଲା ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ, ୧୪, ୦୦୦ ରୁ ଅଧିକ ଘୁଷୁରି ମୃତ

184

ଗୌହାଟି ୧୨-୫ (ଓଡ଼ିଆ ପୁଅ) ଭାରତରେ କରୋନାଭାଇରସ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ଅତି ମଧ୍ୟରେ ଆସାମରେ ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ ବ୍ୟାପିବାରେ ଲାଗିଛି। ଏ ଏପର୍ଯ୍ୟନ୍ତ ୧୦ ଟି ଜିଲ୍ଲାରେ ୧୪, ୦୦୦ ରୁ ଅଧିକ ଘୁଷୁରିଙ୍କର ମୃତ୍ୟୁ ହୋଇସାରିଲାଣି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଘୁଷୁରିଙ୍କର ଶବକୁ ଗଭୀରରେ ଖାଲରେ ପୋତିବା ପାଇଁ ରାଜ୍ୟ ସରକାର କୃଷକମାନଙ୍କୁ ପରାମର୍ଶ ଦେଇଛନ୍ତି। ଘୁଷୁରିଗୁଡିକ ଜନବହୁଳ ଅଞ୍ଚଳରେ ପ୍ରବେଶ ନକରିବା ପାଇଁ ଏହି କେନାଲ ଖୋଳା ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.