Bureau
କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩ କରୋନା ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...
କେନ୍ଦ୍ରାପଡ଼ା ୧୪-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...
ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ୍ ଉପରେ ଅର୍ଥନୀତି ସମୀକ୍ଷକଙ୍କ ପ୍ରତିକ୍ରିୟା -ପଦକ୍ଷେପ ସ୍ୱାଗତଯୋଗ୍ୟ, କିନ୍ତୁ ପାଣ୍ଠି...
ଭୁବନେଶ୍ୱର ୧୪-୫ (ଓଡ଼ିଆ ପୁଅ) କୋଭିଭ୍ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଆତ୍ମନିର୍ଭର ଭାରତ ରିଲିଫ୍ ପ୍ୟାକେଜ୍ ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମଧରଣର ଶିଳ୍ପସଂସ୍ଥା ପାଇଁ ବେଶ୍ ସହାୟକ ହେବ ବୋଲି...
ନିରଞ୍ଜନ କହିଲେ ପଇସା ଆସିବ କେଉଁଠୁ
ଭୁବନେଶ୍ୱର ତା ୧୩/୫ (ଓଡ଼ିଆ ପୁଅ) - ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ପ୍ରେସବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ ଗତକାଲି ପ୍ରଧାନମନ୍ତ୍ରୀ ମହାଶୟ ଆତ୍ମନିର୍ଭରଶୀଳ ଭାରତ...
ପ୍ରବାସୀ ଶ୍ରମିକ
- ପଙ୍କଜ ପାଣିଗ୍ରାହୀ
ଉପଯୁକ୍ତ ଭିତ୍ତିଭୂମିର ଅଭାବ ସାଙ୍ଗକୁ ନିଜସ୍ୱ ସମ୍ବଳରେ ରୋଜଗାର ପନ୍ଥାର ସୁଯୋଗ ନଥିବା ହେତୁ ସାଧାରଣତଃ ମଣିଷ ନିଜ ପେଟକୁ ଗଣ୍ଡେ ଦାନା, ଶରୀରକୁ ଖଣ୍ଡିଏ କନା ଓଢ଼େଇ ବଞ୍ଚିରହିବା...
ବଡ ଖବର: ଜୁନ୍ ୩୦ ପର୍ଯ୍ୟନ୍ତ କୌଣସି ନିୟମିତ ଟ୍ରେନ୍ ଚାଲିବ ନାହିଁ –...
ନୂଆଦିଲ୍ଲୀ ୧୩-୫ (ଓଡ଼ିଆ ପୁଅ) : ଏକ ବଡ ନିଷ୍ପତ୍ତି ନେଇ ଭାରତୀୟ ରେଳବାଇ ଜୁନ୍ ୩୦ ପର୍ଯ୍ୟନ୍ତ ବୁକ୍ ହୋଇଥିବା ସମସ୍ତ ଟିକେଟ୍ ବାତିଲ୍ କରିଛି। ଅର୍ଥାତ୍ ନିୟମିତ ଟ୍ରେନ୍ ୩୦...
ରାଜ୍ୟରେ ପୁଣି ୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...
ଭୁବନେଶ୍ୱର ୧୩-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ଆଜି ଆଉ ୭୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ରେ ପହଁଞ୍ଚିଛି।...
ଦେଶରେ ୭୮, ୦୦୦ ଅତିକ୍ରମ କଲା କରୋନା ଆଖ୍ରାନ୍ତଙ୍କ ସଂଖ୍ୟା – ୨୪ ଘଣ୍ଟାରେ...
ନୂଆ ଦିଲ୍ଲୀ ୧୩-୫ (ଓଡ଼ିଆ ପୁଅ) ଭାରତରେ କରୋନା ଭାଇରସ୍ କାରଣରୁ ଲକ୍ଡାଉନ୍ ୪.୦ ଆରମ୍ଭ ହେବାକୁ ଯାଉଛି। ଗୁରୁବାର ଦିନ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୮, ୦୦୩ ରେ ପହଞ୍ଚିଛି।...
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣାକୁ ରାଜ୍ୟ ବିଜେପିର...
ଭୁବନେଶ୍ୱର, ୧୩/୦୫ (ଓଡ଼ିଆ ପୁଅ) : ଦେଶକୁ ଆତ୍ମନିର୍ଭରଶୀଳ ତଥା ସ୍ୱାବଲମ୍ବୀ କରିବା ପାଇଁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିବା...
ପ୍ରବାସୀ ଶ୍ରମିକ ବସ୍ ରେ ଫେରୁଥିବା ବେଳେ ଟ୍ରକ ସହ ଧକ୍କା – ୮...
ନୂଆ ଦିଲ୍ଲୀ ୧୪-୫ (ଓଡ଼ିଆ ପୁଅ) ବୁଧବାର ରାତିରେ ମଧ୍ୟପ୍ରଦେଶର ଗୁନାରେ ଏକ ବସ୍ ସହ ଟ୍ରକ ଧକ୍କା ଦେବା ଫଳରେ ଆଠ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ୫୦ ଜଣ ଆହତ...
ପଞ୍ଜାବରୁ-ବିହାର ଚାଲିଚାଲି ଯାଉଥିବା ଶ୍ରମିକଙ୍କ ଉପରେ ବସ ଚଢ଼ିଗଲା ୬ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ
ନୂଆ ଦିଲ୍ଲୀ ୧୪-୫ (ଓଡ଼ିଆ ପୁଅ) ଉତ୍ତରପ୍ରଦେଶର ମୁଜାଫରନଗର-ସାହାରନପୁର ରାଜ୍ୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରାତି ପ୍ରାୟ ଗୋଟାଏ ସମୟରେ ୮ ଜଣ ପ୍ରବାସୀ...
ଗଜପତି ଜିଲ୍ଲାରେ ଚୋରା ବାଇକ୍ ଚାଲାଣ ରାକେଟ ସକ୍ରୀୟ, ୧୭ଟି ବାଇକ୍ ଜବତ ଓ...
ମୋହନା,୧୩/୦୫(ଓଡ଼ିଆ ପୁଅ/ହନୀ ବିଷୋୟୀ) ଅଡବା ଥାନା ପୋଲିସ ଗଜପତି ଜିଲ୍ଲା ରେ ଚୋରା ବାଇକ୍ ରାକେଟ କାରୋବାରରେ ସକ୍ରୀୟ ଥିବା ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ୧୭ଟି ବାଇକ୍...
କୋଭିଡ-୧୯ ମୁକାବିଲା ଲାଗି ଭାରତୀୟ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ ବୃହତ ଆର୍ଥିକ ପ୍ୟାକେଜ –...
ଏମଏସଏମଇ ସମେତ ବ୍ୟବସାୟିକ ସଂସ୍ଥାଗୁଡ଼ିକ ପାଇଁ ୩ ଲକ୍ଷ କୋଟି ଟଙ୍କାର ଜରୁରିକାଳୀନ ଚଳନ୍ତି ପୁଞ୍ଜି ସୁବିଧା
ଚାପଗ୍ରସ୍ତ ଏମଏସଏମଇଗୁଡ଼ିକ ପାଇଁ ୨୦ ହଜାର କୋଟି ଟଙ୍କାର ଋଣ ସହାୟତା
ଏମଏସଏମଇ ପାଣ୍ଠି ଜରିଆରେ ୫୦ହଜାର...
ଭାରତ ଆତ୍ମନିର୍ଭରଶୀଳ ହେବା ଦିଗରେ ବଡ ପଦକ୍ଷେପ – ଧର୍ମେନ୍ଦ୍ର ପ୍ରଧାନ
ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜର ବିସ୍ତୁତ ସୂଚନାକୁ ସ୍ୱାଗତ -
- ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ
- ଏମଏସଏମଇ ପାଇଁ ୩ ଲକ୍ଷ କୋଟି ଟଙ୍କାର ବନ୍ଧକବିହୀନ...
ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ – ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ...
ଭୁବନେଶ୍ୱର,୧୩ା୫ (ଓଡ଼ିଆ ପୁଅ): ରାଜ୍ୟରେ ଆଇଏଏସ ସ୍ତରରେ ଅଦଳ ବଳଦ ହୋଇଛି। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କିନ୍ତୁ କରୋନା ମୁକାବିଲା ମଧ୍ୟରେ ଏପରି...
କରୋନାକୁ ହରାଇଲେ ୮୫ ବର୍ଷର ବୃଦ୍ଧା
ଭୁବନେଶ୍ୱର, ୧୩/୦୫ (ଓଡ଼ିଆ ପୁଅ) : କୋଭିଡ-୧୯ ପୀଡ଼ିତ ଜଣେ ୮୫ ବର୍ଷୀୟା ବୃଦ୍ଧା ଏହି ମହାମାରୀ ସହ ଲଢ଼ି ବିଜୟୀ ହେବା ଫଳରେ ଅନ୍ୟ ରୋଗୀ ମାନଙ୍କ ମନରେ ନୂତନ ଆଶା...
କୋଭିଡ ପରୀକ୍ଷା ନିମନ୍ତେ ସମ ରାଜ୍ୟର ପ୍ରଥମ ଘରୋଇ ମେଡିକାଲ କଲେଜ ଭାବେ ମନୋନୀତ
ଭୁବନେଶ୍ୱର, ମେ ୧୨ (ଓଡ଼ିଆ ପୁଅ) : ଆଇଏମଏସ ଓ ସମ ହସ୍ପିଟାଲ ସହ ଯୋଡି ହୋଇଯାଇଛି ଆଉ ଏକ ବଡ ସଫଳତା। ଓଡ଼ିଶାରେ କୋଭିଡ ପରୀକ୍ଷା ନିମନ୍ତେ ଇଣ୍ଡିଆନ୍ କାଉନସିଲ୍ ଫର୍...
ଜନଜାତି ଜୀବିକା ଓ ନିରାପତ୍ତା ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ସହିତ କେନ୍ଦ୍ର...
- ସଂଶୋଧିତ ସହାୟକ ମୂଲ୍ୟରେ ବନଜାତ ଦ୍ରବ୍ୟ କ୍ରୟ ଆରମ୍ଭ କରିଥିବାରୁ ରାଜ୍ୟଗୁଡ଼ିକୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ- ବନଧନ କାର୍ଯ୍ୟକ୍ରମ ଏବଂ କୋଭିଡ-୧୯ କାରଣରୁ ଫେରୁଥିବା ଜନଜାତି ପ୍ରବାସୀ/ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟଗୁଡ଼ିକ ଗ୍ରହଣ...
କରଦାତାମାନଙ୍କୁ ଆଶ୍ୱସ୍ତି – ଆୟକର ରିଟର୍ଣ୍ଣ ଦାଖଲ କରିବାର ତାରିଖ ନଭେମ୍ବର ୩୦ କୁ...
ନୂଆଦିଲ୍ଲୀ ୧୩-୫ (ଓଡ଼ିଆ ପୁଅ) ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ଲୋକମାନଙ୍କ ପାଇଁ ଭଲ ଏବଂ ଆଶ୍ୱସ୍ତିକର ଖବର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ଆର୍ଥିବ ବର୍ଷର ଆୟକର ରିଟର୍ଣ୍ଣର ଶେଷ ତାରିଖ...
ଏମଏସଏମଇ କ୍ଷେତ୍ର ପାଇଁ ବଡ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ – ଟିକସ...
ନୂଆ ଦିଲ୍ଲୀ ୧୩-୫ (ଓଡ଼ିଆ ପୁଅ) କୋରୋନା ଭୂତାଣୁ ସଂକ୍ରମଣ ସମୟରେ ଦେଶର ବିଭିନ୍ନ କ୍ଷେତ୍ରକୁ ସଂଜୀବନୀ ଦେଇ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ ଲକ୍ଷ କୋଟି ଟଙ୍କାର...
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା
ଭୁବନେଶ୍ୱର ୧୩-୫ (ଓଡ଼ିଆ ପୁଅ) : ଆଉ ଏକ ବାତ୍ୟାର ସଂକେତ ଦେଇଛି ଭାରତୀୟ ପାଣିପାଗ ବିଭାଗ। ତେବେ ଆଜି ସକାଳେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ଦକ୍ଷିଣ ଦକ୍ଷିଣ ଆଣ୍ଡାମାନ ସାଗର...











