Home Authors Posts by Bureau

Bureau

17675 POSTS 0 COMMENTS

ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ପାସ୍ ହେବେ – ଗଣଶିକ୍ଷା...

0
ଭୁବନେଶ୍ୱର ୧୫-୫ (ଓଡ଼ିଆ ପୁଅ) : ରାଜ୍ୟରେ ତଥା ଦେଶରେ କରୋନା ବାଇରସ୍ କାରଣରୁ ଚାଲିଛି ଲକ୍‌ଡାଉନ୍। ଶିକ୍ଷାକେନ୍ଦ୍ରଗୁଡ଼ିକ ଲକ୍‌ଡାଉନ୍ କରାଣରୁ ଖୋଲାଯାଇପାରୁନାହିଁ। ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ। ଏହାକୁ ଦୃଷ୍ଟିରେ...

ମତ୍ସ୍ୟଜୀବୀମାନଙ୍କ ପାଇଁ ୨୦ହଜାର କୋଟିର ଯୋଜନା ଘୋଷଣା – ୫୫ ଲକ୍ଷ ବ୍ୟକ୍ତିଙ୍କ ରୋଜଗାର...

0
ନୂଆଦିଲ୍ଲୀ ୧୫-୫ (ଓଡ଼ିଆ ପୁଅ) : ଶୁକ୍ରବାର ଦିନ କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (PMMSY) ମାଧ୍ୟମରେ ମତ୍ସ୍ୟଜୀବୀଙ୍କ ପାଇଁ ୨୦, ୦୦୦ କୋଟି ଟଙ୍କା ଆବଣ୍ଟନ କରିଛି।...

ଇପିଏଫ୍ ଏବଂ ଏମ୍‌ପି ଅଧିନିୟମ, ୧୯୫୨ ଅଧୀନରେ ଥିବା ପ୍ରତିଷ୍ଠାନଗୁଡିକରେ ଲକଡାଉନ୍ ସମୟରେ ବକେୟା...

0
ନୂଆ ଦିଲ୍ଲୀ ୧୫-୫ (ଓଡ଼ିଆ ପୁଅ) ଇପିଏଫ୍ ଏବଂ ଏମ୍‌ପି ଅଧିନିୟମ, ୧୯୫୨ ଅଧୀନରେ ଥିବା ପ୍ରତିଷ୍ଠାନଗୁଡିକ କୋଭିଡ -୧୯ ର ସଂକ୍ରମଣକୁ ରୋକିବା ପାଇଁ ତଥା ସରକାରଙ୍କ ଦ୍ୱାରା ଦୀର୍ଘ ଦିନ...

କୃଷି ଭିତ୍ତିଭୂମି ପାଇଁ ଏକ ଲକ୍ଷ କୋଟି ଟଙ୍କା – କେନ୍ଦ୍ର ଅର୍ଥମନ୍ତ୍ରୀ

0
ନୂଆଦିଲ୍ଲୀ ୧୫-୫ (ଓଡ଼ିଆ ପୁଅ) : ଆର୍ଥିକ ପ୍ୟାକେଜରେ କୃଷକ ଏବଂ ଗ୍ରାମୀଣ ଭାରତକୁ ଦିଆଯାଇଥିବା ରିଲିଫ ବିଷୟରେ ଅର୍ଥମନ୍ତ୍ରୀ ଆଜି ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ କୃଷିର...

କଂଗ୍ରେସ ଭବନରେ ସ୍ୱାଧିନତା ସଂଗ୍ରାମୀ ଭବାନୀ ପଟ୍ଟନାୟକଙ୍କ ମରଶରୀରକୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

0
ଭୁବନେଶ୍ୱର ୧୫/୫ (ଓଡ଼ିଆ ପୁଅ) ବର୍ଷୀୟାନ ସ୍ୱାଧିନତା ସଂଗ୍ରାମୀ, ପୂର୍ବତନ ସାଂସଦ, ଓଡିଶା ସ୍ୱାଧିନତା ସଂଗ୍ରାମୀ ପରିଷଦର ପୂର୍ବତନ ସଭାପତି, କଂଗ୍ରେସ ଦଳର ପୂର୍ବତନ ପ୍ରଦେଶ ସେବାଦଳ ମୁଖ୍ୟ ତଥା ସାଧାରଣ ସଂପାଦକ...

ଓଡ଼ିଶାର ତିନୋଟି ଜିଲ୍ଲାରେ ଅର୍ଦ୍ଧାଧିକ କରୋନା ଆକ୍ରାନ୍ତ – ବାଲେଶ୍ୱରରେ ଶତାଧିକ

0
ଭୁବନେଶ୍ୱର ୧୫-୫ (ଓଡ଼ିଆ ପୁଅ) ଓଡ଼ିଶାରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଗଞ୍ଜାମ ଜିଲ୍ଲା ସର୍ବୋଚ୍ଚରେ ଥିବା ବେଳେ ବାଲେଶ୍ୱର ଜିଲ୍ଲା ଏବେ ଯାଜପୁରକୁ ପଛରେ ପକାଇ ଦେଇଛି। ଏହା ପରେ...

ଦିଲ୍ଲୀରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ

0
ନୂଆ ଦିଲ୍ଲୀ ୧୫-୫ (ଓଡ଼ିଆ ପୁଅ) ଦିଲ୍ଲୀ ଏନ୍‌ସିଆରରେ ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ୧୧ ଟା ୩୮ ମିନିଟ୍ ସମୟରେ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ରିକ୍ଚର ସ୍କେଲରେ ୨.୨ ଥିଲା...

ଭାରତର ପ୍ରବାସୀ ଶ୍ରମିକ ଏବଂ ଗରିବଙ୍କ ପାଇଁ ବିଶ୍ୱବ୍ୟାଙ୍କରୁ ୧ ବିଲିୟନ ଡଲାରର ଆର୍ଥିକ...

0
ୱାଶିଂଟନ୍ ଡିସି/ନୂଆ ଦିଲ୍ଲୀ ୧୫-୫ (ଓଡ଼ିଆ ପୁଅ) ଗରିବ ଏବଂ ଅଣସଂଗଠିତ ଶ୍ରମିକଙ୍କୁ ସାମାଜିକ ସହାୟତା ଯୋଗାଇବାରେ ଭାରତର ପ୍ରୟାସକୁ ସମର୍ଥନ କରିବା ପାଇଁ ବିଶ୍ୱ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଜି ଏକ...

ଆଉ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨

0
ଭୁବନେଶ୍ୱର ୧୫-୫ (ଓଡ଼ିଆ ପୁଅ) : ରାଜ୍ୟରେ ଆଜି ସକାଳୁ ସକାଳୁ ଆଉ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଁଞ୍ଚିଛି। ଏନେଇ...

ଦ୍ୱିତୀୟ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା : କୃଷକ, ପ୍ରବାସୀ ଶ୍ରମିକ ଓ ଛୋଟ...

0
ଭୁବନେଶ୍ୱର, ୧୪/୦୫ (ଓଡ଼ିଆ ପୁଅ) : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦେଶର ପ୍ରବାସୀ ଶ୍ରମିକ, ରାସ୍ତାକଡ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ ଓ ଛୋଟ କୃଷକ ମାନଙ୍କ ପାଇଁ ଯେଉଁ ସହାୟତା...

ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ସାଂସଦ ତଥା ଗାନ୍ଧିବାଦୀ ନେତା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ...

0
ଭୁବନେଶ୍ୱର, ୧୪/୦୫ (ଓଡ଼ିଆ ପୁଅ) : ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଗାନ୍ଧିବାଦୀ ନେତା ପଦ୍ମଶ୍ରୀ ଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର...

ଦ୍ୱିତୀୟ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ମୋଦି ସରକାରଙ୍କ ପଦକ୍ଷେପ ଗରିବଙ୍କ ପ୍ରତି ଥିବା...

0
- ୨.୫ କୋଟି - ଷୀଙ୍କୁ ଲୋନ ଦିଆଯିବାର ବ୍ୟବସ୍ଥା ଦେଶର ଅନ୍ନଦାତାଙ୍କୁ ସଶକ୍ତ କରିବ - ରାସ୍ତାକଡ ଦୋକାନୀଙ୍କ ପାଇଁ ୫ ହଜାର କୋଟି ଘୋଷଣା ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବ - ପ୍ରବାସୀ...

ଗରିବ, ପ୍ରବାସୀ, କୃଷକ, କ୍ଷୁଦ୍ର ବ୍ୟବସାୟୀ ଓ ଉଠାଦୋକାନୀଙ୍କ ପାଇଁ ସ୍ୱଳ୍ପ ଓ ଦୀର୍ଘକାଳୀନ...

0
- ଦୁଇ ମାସ ପାଇଁ ପ୍ରବାସୀ ଶ୍ରମିକଙ୍କୁ ମାଗଣା ଖାଦ୍ୟଶସ୍ୟ - ଏକ ରାଷ୍ଟ୍ର ଓ ଏକ ରାସନ କାର୍ଡ- ମାର୍ଚ୍ଚ ୨୦୨୧ ସୁଦ୍ଧା ଭାରତର ଯେକୌଣସି ପିଡିଏସ କେନ୍ଦ୍ରରୁ ପ୍ରବାସୀଙ୍କୁ ପିଡିଏସ ରାସନ...

ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

0
ନୂଆ ଦିଲ୍ଲୀ ୧୪-୫ (ଓଡ଼ିଆ ପୁଅ) ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ପ୍ରକଟ କରିଛନ୍ତି। ଧର୍ମେନ୍ଦ୍ର ତାଙ୍କ ଶୋକବାର୍ତ୍ତାରେ ଲେଖିଛନ୍ତିଯେ, "ଶତାୟୁ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ...

କ୍ୱାରେଣ୍ଟ।ଇନ ସେଣ୍ଟରରେ ସାପ କାମୁଡି ଦେଲା – ଜଣେ ପ୍ରବାସୀ ଗୁରୁତର

0
ବଲାଙ୍ଗୀର ୧୪-୫ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଗ୍ରାମ କ୍ୱାରେଣ୍ଟ।ଇନ ସେଣ୍ଟର ରେ ଏକ ସାପ କାମୁଡାରେ ଜଣେ ପ୍ରବାସୀ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶଯେ ଯୁବକ ଜଣକ ଗତ...

ପରଲୋକରେ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ

0
ଭୁବନେଶ୍ୱର ୧୪-୫ (ଓଡ଼ିଆ ପୁଅ) : ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ପରଲୋକ ଗମନ କରିଛନ୍ତି। ସେ ଅସୁସ୍ଥ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ...

ଇ-ଲର୍ଣ୍ଣିଂ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପୂର୍ବ ଭାରତର ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ କ୍ୟୁଏସ୍ ଆଇଗଜ...

0
ଭୁବନେଶ୍ୱର, ୧୪/୦୫ (ଓଡ଼ିଆ ପୁଅ) : କରୋନା ମହାମାରୀର ଘୋର ପ୍ରଭାବ ଶିକ୍ଷା କ୍ଷେତ୍ରରେ ପଡ଼ିଥିବାବେଳେ ଇ-ଲର୍ଣ୍ଣିଂ ଏବଂ ଅନଲାଇନ ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ...

ଶ୍ରମିକ, କୃଷକ ଏବଂ ଉଠାଦୋକାନୀ ଏବଂ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା...

0
ନୂଆଦିଲ୍ଲୀ ୧୪-୫ (ଓଡ଼ିଆ ପୁଅ) କ୍ରମାଗତଭାବେ ଦ୍ୱିତୀୟ ଦିନ ଅର୍ଥାତ୍ ଗୁରୁବାର ଦିନ କେନ୍ଦ୍ର ସରକାର ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜ୍ ବ୍ୟବହାର ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା...

କେନ୍ଦ୍ରଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା କେବଳ ଋଣ ବିକ୍ରି ବିଜ୍ଞାପନ- ନିରଞ୍ଜନ ପଟ୍ଟନାୟକ

0
ଭୁବନେଶ୍ୱର ୧୪/୫ (ଓଡ଼ିଆ ପୁଅ) - ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଶୁଣି ନିଜର ପ୍ରତିକ୍ରିୟା ପ୍ରକାଶ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ...

କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩ କରୋନା ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...

0
କେନ୍ଦ୍ରାପଡ଼ା ୧୪-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...