Bureau
ଅତି ଭୟଙ୍କର ବାତ୍ୟା ଅମ୍ଫାନର ତାଜା ସ୍ଥିତି – ପଢ଼ନ୍ତୁ ଓଡ଼ିଶାର କେଉଁ ଜିଲ୍ଲାରେ...
ନୂଆ ଦିଲ୍ଲୀ ୧୯-୫ (ଓଡ଼ିଆ ପୁଅ) ଅତି ଭୟଙ୍କର ବାତ୍ୟା ଅମ୍ଫାନ୍ ଗତ ୦୬ ଘଣ୍ଟା ଧରି ୧୮ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତି କରୁଛି। ବଙ୍ଗୋପସାଗରରେ ଏହା ବର୍ତ୍ତମାନ ପାରାଦୀପର...
ପୁରୀରେ ଆକାଶ ମେଘାଚ୍ଛନ୍ନ ରହିବା ସହିତ ଝିପିଝିପି ବର୍ଷା ଚାଲିଛି
ପୁରୀ, ୧୯/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ବାତ୍ୟା ଅମ୍ଫନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯିବା ସହ ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି।...
ପୁରୀରେ କରୋନା ପଜେଟିଭଙ୍କ ସଂଖ୍ୟା ୩୩କୁ ବୃଦ୍ଧି
ପୁରୀ, ୧୯/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଆଜି ପୁରୀଜିଲ୍ଲାର ୪ଟି କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ଏମାନେ ସମସ୍ତେ କ୍ୱରେଟାଂଇନ ସେଂଟରର ରହିଥିଲେ।...
କନ୍ଧମାଳ – ଦୁଇ କରୋନା ପଜିଟିଭି ଘଟଣା – ସାନିଟାଇଜ ହେଲା ରତଙ୍ଗ କ୍ୱାରେନଟାଇନ...
ବାଲିଗୁଡା ୧୯-୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଗ୍ରୀନ ଜୋନ୍ କନ୍ଧମାଳ ଜିଲାରେ କରୋନା ପହଞ୍ଚିଛି। ତାମିଲନାଡୁରୁ ଫେରି କ୍ୱାରାଣ୍ଟାଇନ୍ରେ ଥିବା ୨ ପ୍ରବାସୀଙ୍କ ସ୍ବାବ୍ ନମୁନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ...
ଲକ୍ଷେ ଟେଷ୍ଟରେ ପାଖାପାଖି ହଜାରେ ଆକ୍ରାନ୍ତ – ଆକ୍ରାନ୍ତ ହାର ଏକ ପ୍ରତିଶତରୁ କମ୍
ଭୁବନେଶ୍ୱର ୧୯-୫ (ଓଡ଼ିଆ ପୁଅ) ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଟେଷ୍ଟ ୧୦୦୩୦୨ ଜଣଙ୍କର ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହି କରୋନା ପରୀକ୍ଷା ହାରରୁ ଜଣାଯୋଏଯେ, ରାଜ୍ୟରେ କରୋନା...
ପ୍ରାକୃତିକ ବିପର୍ଯ୍ୟୟ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ କୃଷି ଇନ୍ପୁଟ୍ ସହାୟତା ଦୁଇଗୁଣା ଦିଆଯାଉ- କିଷାନ...
ଭୁବନେଶ୍ୱର, ୧୮/୫ (ଓଡ଼ିଆ ପୁଅ) - କୃଷି ଦେଶ ଅର୍ଥନୀତିର ଚାବିକାଠି। କୃଷି ଭିତ୍ତିଭୂମି ସୁଦୃଢ ହେଲେ ହିଁ ଦେଶର ଅର୍ଥନୀତି ମଜଭୂତ ହେବ। ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଚାଷ...
କରୋନା ନେଲା ଆଉ ଏକ ମୁଣ୍ଡ : ରାଜ୍ୟରେ ମୃତକ ସଂଖ୍ୟା ୫
ଭୁବନେଶ୍ୱର, ୧୯।୫ (ଓଡ଼ିଆ ପୁଅ): ରାଜ୍ୟରେ ଆଜି ଆସିଛି ପୁଣି ଏକ ଦୁଃଖଦ ଖବର। ଆଜି ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛିଛି। ମୃତକ ଜଣଙ୍କ ହେଲେ କଟକ ଜିଲାର ୭୫ ବର୍ଷୀୟ...
ରାଜ୍ୟରେ ପୁଣି ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ...
ଭୁବନେଶ୍ୱର,୧୯।୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ମଙ୍ଗଳବାରେ ସକାଳେ ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ରେ ପହଞ୍ଚିଛି। ଏନେଇ ସ୍ବାସ୍ଥ୍ୟ ଓ...
କରୋନା ମହାମାରୀ ସମୟରେ ଭୁବନେଶ୍ୱର ଏମ୍ସର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅବିରତ ଉଦ୍ୟମ
- ୨୦ଟି ଆଇସିୟୁ ସହିତ ୧୮୨ ଶଯ୍ୟାବିଶିଷ୍ଟ ପୃଥକ ଆଇସିୟୁ ୱାର୍ଡ
- ନୂଆ କୋଭିଡ-୧୯ କେନ୍ଦ୍ର ପାଇଁ ଅନୁମତି ପ୍ରଦାନ ଦାୟିତ୍ୱ ନିର୍ବାହ
- ନମୁନା ପରୀକ୍ଷା ପାଇଁ ଅନୁମତି ଓ ପ୍ରଶିକ୍ଷଣ ଦେଉଛି...
ବାହାର ରାଜ୍ୟରୁ ଜଗତସିଂହପୁର ଆସିଛନ୍ତି ୬୮୫ ଜଣ ପ୍ରବାସୀ
ଜଗତସିଂହପୁର- ୧୮.୫ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ୍) -ଗତକାଲି ମେ ୧୭ ତାରିଖ ଓ ଆଜି ୧୮ ତାରିଖ ସକାଳ ୭ଟା ସୁଦ୍ଧା ବିଭିନ୍ନ ରାଜ୍ୟରୁ ଜଗତସିଂହପୁର ଜିଲ୍ଲାକୁ ୬୮୫ଜଣ ପ୍ରବାସୀ ଆସିଛନ୍ତି।...
ଶିକ୍ଷା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ପଦକ୍ଷେପର ଘୋଷଣା କଲେ କେନ୍ଦ୍ର ଅର୍ଥ...
- ମାନବ ପାଇଁ ପୁଞ୍ଜି ଉପଯୋଗ ଦେଶର ଉତ୍ପାଦନ ଓ ସମୃଦ୍ଧି ପାଇଁ ବିନିଯୋଗ – ନିର୍ମଳା ସୀତାରମଣ
- “ଗୋଟିଏ ଦେଶ, ଗୋଟିଏ ସାଂକ୍ଷିକ ପ୍ଲାଟଫର୍ମ ଏବଂ ଗୋଟିଏ ଶ୍ରେଣୀ ଗୋଟିଏ ଚାନେଲ”...
ଦଶମ ଓ ଦ୍ଵାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ପାଇଁ ତାରିଖ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ
ନୂଆ ଦିଲ୍ଲୀ ୧୮-୫ (ଓଡ଼ିଆ ପୁଅ) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ଵାରା ପରିଚାଳିତ ଦଶମ ଓ ଦ୍ଵାଦଶ ଶ୍ରେଣୀ ପାଇଁ ବାକି ରହିଥିବା ପରୀକ୍ଷାଗୁଡିକର ତାରିଖ ଘୋଷଣା କରାଯାଇଛି। କେନ୍ଦ୍ର...
ଲକଡାଉନ ୪.୦ : ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଜାରି କଟକଣାକୁ ବଦଳାଇ ପାରିବେ ନାହିଁ...
- ସ୍ଥାନୀୟ ଆକଳନ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁସାରେ କଟକଣାକୁ ଆବଶ୍ୟକ ସ୍ଥଳେ ଅଧିକ କଠୋର କରିପାରିବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର
ନୂଆ ଦିଲ୍ଲୀ ୧୮-୫ (ଓଡ଼ିଆ ପୁଅ) କୋଭିଡ-୧୯ର...
‘ଅମ୍ଫାନ’ ଘୂର୍ଣ୍ଣିବାତ୍ୟା ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ – ପରିସ୍ଥିତିର ମୁକାବିଲା ଲାଗି ୨୫...
ନୂଆ ଦିଲ୍ଲୀ ୧୮-୫ (ଓଡ଼ିଆ ପୁଅ) ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ‘ଅମ୍ଫାନ’କୁ ସାମନା କରିବା ଲାଗି ନିଆଯିବାକୁ ଥିବା...
ଉତ୍କଳ ଗୌରବ, କୁଳବୃଦ୍ଧଙ୍କ ପାଇଁ ଏକ ସମ୍ମାନ ଓ ସ୍ମୃତିଚାରଣ
ଭୁବନେଶ୍ୱର ୧୮ ମେ, ୨୦୨୦ (ଓଡ଼ିଆ ପୁଅ) : ୮୬ ବର୍ଷ ତଳେ ଏହି ମହାନ ଆତ୍ମା ସ୍ୱର୍ଗଗାମୀ ହୋଇଥିଲେ, ଯାହା ଏବେବି ଓଡିଶାରେ ଏକ ଶୂନ୍ୟସ୍ଥାନ, ଭାରତର ଏକ ରାଜ୍ୟ ଓଡିଶା...
ଜଗତସିଂପୁର ଜିଲ୍ଲାରେ ୨୦ କରୋନା ରୋଗୀ ଚିହ୍ନଟ
ଜଗତସିଂପୁର ୧୮/୫ (ଓଡିଆ ପୁଅ/ନୃସିଂହ ଚରଣ ବାରିକ)- ଆଜି ଜଗତସିଂପୁର ଜିଲ୍ଲାର ନାଉଗାଁ ଅଞ୍ଚଳରେ ୧୯ଜଣ ଏବଂ କୁଜଙ୍ଗ ବ୍ଲକର ପଣ୍ଡୁଆ ପଞ୍ଚାୟତରେ ଜଣେ ପ୍ରବାସୀଙ୍କଠାରେ କରୋନା ପଜିଟିଭ ବାହାରିଥିବା ଜଣାପଡିଛି। ଏମାନେ...
ସମ୍ଭାବ୍ୟ ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ଓଡିଶାବାସୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା – ଧୈର୍ଯ୍ୟ...
ନୂଆଦିଲ୍ଲୀ/ଭୁବନେଶ୍ୱର, ମଇ ୧୮ (ଓଡ଼ିଆ ପୁଅ) – ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ଧୈର୍ଯ୍ୟ ଓ ସାହାସର ସହ ମୁକାବିଲା କରିବା ପାଇଁ ଓଡିଶାବାସୀଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଫେସବୁକରେ ଏକ ଭିଡିଓ...
ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ୨ୟ ପର୍ଯ୍ୟାୟ ଗଦ୍ୟ ସାହିତ୍ୟ ପ୍ରତିଯୋଗିତାରେ...
ବାଲେଶ୍ଵର, ୧୮/୫ (ଓଡ଼ିଆ ପୁଅ) - ବର୍ତ୍ତମାନ ସମାଜରେ ଦିନକୁ ଦିନ ହଜି ହଜି ଯାଉଥିବା ସାହିତ୍ୟର ଉନ୍ନତି ନିତ୍ଯାନ୍ତ ଆବଶ୍ୟକତା ଦେଖାଦେଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସାହିତ୍ୟ ଅନୁଷ୍ଠାନମାନ ଗଢିଉଠୁଛି।...
ଭଲ ଖବର – ୫୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେ – ଭୁବନେଶ୍ୱର ଏବଂ...
ଭୁବନେଶ୍ୱର ୧୮-୫ (ଓଡ଼ିଆ ପୁଅ) : ରାଜ୍ୟରୁ ପୁଣି ଆସିଛି ଭଲ ଖବର। ଆଜି ୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ଥାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା...
ସିବିଏସ୍ଇ ବୋର୍ଡ ଦଶମ-ଦ୍ୱାଦଶ ପରୀକ୍ଷା ତାରିଖ ଘୋଷିତ ହୋଇଛି, ଜାଣନ୍ତୁ କେଉଁ ଦିନ କେଇଁ...
ନୂଆଦିଲ୍ଲୀ ୧୮-୫ (ଓଡ଼ିଆ ପୁଅ) ସିବିଏସ୍ଇ ବୋର୍ଡ ପରୀକ୍ଷା ତାରିଖ ରମେଶ ପୋଖରିଆଲ୍ ନିଶଙ୍କ ପ୍ରକାଶ କରିଛନ୍ତି। ସିବିଏସଇ ଅଧୀନରେ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ CBSE ବୋର୍ଡର ଅବଶିଷ୍ଟ ପରୀକ୍ଷା...








