Home Authors Posts by Bureau

Bureau

17675 POSTS 0 COMMENTS

ସର୍ବାଧିକ କ୍ଷତିଗ୍ରସ୍ତ ୧୩ଟି କରୋନା ସଂକ୍ରମିତ ସହର ଉପରେ କ୍ୟାବିନେଟ ସଚିବଙ୍କ ସମୀକ୍ଷା

0
ନୂଆଦିଲ୍ଲୀ ୨୯-୫ (ଓଡ଼ିଆ ପୁଅ) ଦେଶର ସର୍ବାଧିକ ସଂକ୍ରମିତ ୧୩ଟି ମହାନଗରୀର କୋଭିଡ-୧୯ ସ୍ଥିତି ସମ୍ପର୍କରେ ପୌରାୟୁକ୍ତ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ କ୍ୟାବିନେଟ ସଚିବ ସମୀକ୍ଷା କରିଛନ୍ତି। ଏଥିରେ ସମ୍ପୃକ୍ତ ରାଜ୍ୟ...

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶକ୍ତି, ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର କାର୍ଯ୍ୟ ସମୀକ୍ଷା ବୈଠକ

0
ନୂଆ ଦିଲ୍ଲୀ ୨୮-୫ (ଓଡ଼ିଆ ପୁଅ) କେନ୍ଦ୍ର ଶକ୍ତି, ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର କାର୍ଯ୍ୟକାରିତା, ସଂଶୋଧିତ ଶୁଳ୍କ ନୀତି ତଥା ବିଦ୍ୟୁତ ସଂଶୋଧନ ବିଲ ୨୦୨୦ ଦ୍ଵାରା ଉପୁଜୁଥିବା ସମସ୍ୟାର...

କୋଭିଡ ଯୋଦ୍ଧାଙ୍କ ସହିତ କଥାହେଲେ ମୁଖ୍ୟମନ୍ତ୍ରୀ – ପ୍ରଶଂସା ସହିତ ଆଶୁ ଆରୋଗ୍ୟ କାମନା...

0
ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ଯୁଦ୍ଧରେ ସାମିଲ ହୋଇ ରୋଗରେ ସଂକ୍ରମିତ ସରପଞ୍ଚ, ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ଆଦି ଅଗ୍ରଣୀ କୋଭିଡ ଯୋଦ୍ଧା...

କରୋନା ଯୋଦ୍ଧା କବରାପାଲି ସବ ସେଣ୍ଟର ଏଏନମ ଜ୍ୟୋସ୍ନା ମହନ୍ତଙ୍କ ଅକାଳ ବିୟୋଗ

0
ସମ୍ବଲପୁର ୨୮-୫ (ଓଡ଼ିଆ ପୁଅ/ସରୋଜ ସାହୁ): ସରକାରୀ ଚାକିରୀ କୁ ଆଉ ୫ ବର୍ଷ ଥିବା ବେଳେ ଅକାଳରେ ଆଜି ଜଣେ କରୋନା ଯୋଦ୍ଧାଙ୍କ ଦେହାନ୍ତ ହୋଇଛି। ସମ୍ବଲପୁର ଜ଼ିଲ୍ଲା ଯୁଜୋମୁରା ବ୍ଲକ...

ମୁଖ୍ୟମନ୍ତ୍ରୀଙ୍କ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ଆହ୍ୱାନକୁ ବିଜେପିର ସ୍ୱାଗତ

0
- ଦଳର ସମସ୍ତ କାର୍ଯ୍ୟକର୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ସାମିଲ ହେବାକୁ ଆହ୍ୱାନ କଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଭୁବନେଶ୍ୱର, ୨୮/୦୫ (ଓଡ଼ିଆ ପୁଅ) : ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ...

ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୦ହଜାର ଟଙ୍କା ଓ କୃଷି ଋଣ ଛାଡ଼ ଦାବିରେ କିଷାନ...

0
ଭୁବନେଶ୍ୱର, ୨୭/୫ (ଓଡ଼ିଆ ପୁଅ) ବିଶ୍ୱ ମହାମାରୀ କରୋନା ତାଲାବନ୍ଦ କଟକଣା, ଅଦିନିଆ ବର୍ଷା ଓ ଝଡ଼ବାତ୍ୟା ଫଳରେ ଗତ ରବି ଓ ଖରାଦିନିଆ ଫସଲ ଉତ୍ପାଦନ ଓ ବିପଣନରେ ଚାଷୀ ବହୁ...

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା – ମଇ ୩୦, ଶନିବାର ସଂଧ୍ୟା ୫.୩୦ରେ ବନ୍ଦେ ଉତ୍କଳ...

0
ଭୁବନେଶ୍ୱର ୨୮.୫ (ଓଡ଼ିଆ ପୁଅ) ଦୁଇ ମାସ ଧରି ସାରା ଦୁନିଆ ଏକ ବହୁତ ବଡ ଜଟିଳ ପରିସ୍ଥିତିର ସାମନା କରୁଛି। ବଡ ବଡ ଧନୀ ଦେଶ, ଶକ୍ତିଶାଳୀ ଦେଶରେ ବି କୋଭିଡ...

ରେଙ୍ଗାଲିରେ ଆଜି ଠାରୁ ଅନ ଲାଇନ ମଦ ବିକ୍ରି ଆରମ୍ଭ

0
ସମ୍ବଲପୁର, ୨୮-୫ (ଓଡ଼ିଆ ପୁଅ/ସରୋଜ ସାହୁ): କରୋନା ମହାମାରି ପାଇଁ ଆଜକୁ ପ୍ରାୟ ଦୁଇ ମାସ ହେବ ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ଅଂଚଳରେ ସଂପୂର୍ଣ୍ଣ ବନ୍ଦ ଥିବା ବିଦେଶୀ ମଦ ଦୋକାନ ଗୁଡିକରେ...

ହୀରାକୁଦ ଠାରେ ବିଜୁ ଜନତା ଦଳ ତରଫରୁ କରୋନା ସଚେତନତା, ଜନ ଅଭିଯୋଗ ଶୁଣାଣି

0
ସମ୍ବଲପୁର, ୨୮-୫ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ ଲରପଙ୍କ ନିକଟସ୍ଥ ଭଙ୍ଗାମୁଣ୍ଡା ଠାରେ ଆଜି ବିଜୁ ଜନତା ଦଳ ତରଫ ରୁ କରୋନା ସଚେତନତା, ଜନ ଅଭିଯୋଗ...

ସମ୍ବଲପୁରରେ ପୁଣି ୨ କରୋନା ପଜିଟିଭ ଚି଼ହ୍ନଟ

0
ସମ୍ବଲପୁର, ୨୮-୫ (ଓଡ଼ିଆ ପୁଅ/ସରୋଜ ସାହୁ) : ଆଜି ସମ୍ବଲପୁରରେ ପୁଣି ୨ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଉଭୟ ପୁରୁଷ ଏବଂ ବୟସ ୨୨ ଏବଂ ୨୬ ବୋଲି ଜଣାପଡିଛି।...

ସମ୍ବଲପୁର ଶୀତଳଷଷ୍ଠୀ : ମନ୍ଦିର ପରିସରରେ ଦେବ ଦମ୍ପତିଙ୍କ ନିରାଡ଼ମ୍ବର ବିବାହ

0
ସମ୍ବଲପୁର ୨୮-୫ (ଓଡ଼ିଆ ପୁଅ/ସରୋଜ ସାହୁ): ପାରମ୍ପରିକ ଶୀତଳଷଷ୍ଠୀରେ ରୀତିନୀତିରେ ପ୍ରଥମ ଥର ପାଇଁ ଦେବଦେବ ମହାଦେବଙ୍କ ବିବାହ ନିଜ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ମହାଦେବ ଏଥର ବରଯାତ୍ରୀ ଶୋଭାଯାତ୍ରାରେ କନ୍ୟାଘରକୁ...

ପରଲୋକର ବରିଷ୍ଠ ଗାନ୍ଧୀ ବାଦୀ ନେତା ଘାଶିରାମ ମହନ୍ତ

0
ସମ୍ବଲପୁର, ୨୮-୫ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଗଣେଶନଗର ନିବାସୀ ବରିଷ୍ଠ ଗାନ୍ଧୀ ବାଦୀ ନେତା ଘାଶିରାମ ମହନ୍ତଙ୍କ ୭୪ ବୟସରେ ବୁଧବାର ରାତ୍ରି ୧୧ଟା ସମୟରେ ବୁର୍ଲା ଡାକ୍ତରଖାନାରେ...

ଲଜ୍ଜା : ଲଇଡାରେ ୧୮ବର୍ଷର ଦିବ୍ୟାଙ୍ଗ ଝିଅଙ୍କୁ ଦୁଷ୍କର୍ମ

0
ସମ୍ବଲପୁର, ୨୮-୫ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜିଲ୍ଲା କତରବଗା ଥାନା ଲଇଡା ଫାଣ୍ଡି ଅନ୍ତର୍ଗତ ରଙ୍ଗଟିକ୍ରା ଗ୍ରାମରେ ବୁଧବାରଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦିନ ୯ଟା ସମୟରେ ରଙ୍ଗଟିକ୍ରା ରେ...

ସାକ୍ଷୀଗୋପୀନାଥ ମଣ୍ଡଳ ବିଜେପି ପକ୍ଷରୁ ସ୍ଵଚ୍ଛସାଥି ଓ ସଫେଇ କର୍ମଚାରୀ ଙ୍କୁ ସମ୍ମାନ

0
ସମ୍ବଲପୁର, ୨୮-୫ (ଓଡ଼ିଆ ପୁଅ/ସରୋଜ ସାହୁ): କୋଭିଡ-୧୯ ପାଇଁ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତି ପାଇଁ ସମଗ୍ର ଦେଶ ଲକଡାଉନ ରେ। ଘରେ ରହିବା, ସାମାଜିକ ଦୂରତା, ସ୍ୱଚ୍ଛତା ହିଁ ଏହି କରୋନା ଭୁତାଣୁ...

ବିଜୁ ଜନତା ଦଳ ତରଫରୁ ସାମାଜିକ ସଚେତନତା କାର୍ଯ୍ୟକ୍ରମ

0
ସମ୍ବଲପୁର, ୨୮-୫ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଚେରୁଆପଡା ଠାରେ ବିଜୁ ଜନତା ଦଳ ତରଫ ରୁ ସାମାଜିକ ସଚେତନତା କାର୍ଯ୍ୟକ୍ରମ, ଜନ ଅଭିଯୋଗ ଶୁଣାଣି ତଥା ମାସ୍କ,...

ନାଉଗାଁରେ ଦୁଇ କରୋନା ରୋଗୀ ଚିହ୍ନଟ ଏଣିକି ସ୍ବାବ୍ ଟେଷ୍ଟ ନଆସିବା ପର୍ଯ୍ୟନ୍ତ ପ୍ରବାସୀଙ୍କୁ...

0
ଜଗତସିଂପୁର-୨୮-୫ (ଓଡିଆ ପୁଅ/ନୃସିଂହ ଚରଣ ବାରିକ)-ତିର୍ତୋଲ ଅଞ୍ଚଳରେ ଗତକାଲି ୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ନାଉଗାଁ ରୁ ଦୁଇ ଜଣ ଚିହ୍ନଟ ହୋଇଛନ୍ତି। ଏହି ଦୁଇ...

ଶୁକ୍ରବାର ଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ହ୍ରାସ ପାଇବ ରୌଦ୍ରତାପ

0
ଭୁବନେଶ୍ୱର, ୨୮/୦୫ (ଓଡ଼ିଆ ପୁଅ) : ଟାଣ ଖରାରୁ ମିଳିପାରେ ଆଶ୍ୱସ୍ତି। ଶୁକ୍ରବାର ଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା ଧିରେ ଧିରେ ହ୍ରାସ ପାଇବ ବୋଲି ଆକଳନ କରିଛି ଶିକ୍ଷା ଓ...

ସମସ୍ତ ଗରିବ ପରିବାରକୁ ମାସିକ ୭୫୦୦ଟଙ୍କା ଦେବା ପାଇଁ କଂଗ୍ରେସର ଦାବି

0
ଭୁବନେଶ୍ୱର ୨୮/୫ (ଓଡ଼ିଆ ପୁଅ) – ନିଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନିଷ୍ପତିକ୍ରମେ ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ...

ବିଜେପି ନେତା ସମ୍ବିତ ପାତ୍ରଙ୍କୁ କରୋନା ଲକ୍ଷଣ – ହସ୍ପିଟାଲରେ ଭର୍ତ୍ତି

0
ନୂଆଦିଲ୍ଲୀ ୨୮-୫ (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟି (ବିଜେପି) ମୁଖପାତ୍ର ସମ୍ବିତ୍ ପାତ୍ରଙ୍କଠାରେ କରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳିଛି। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମ୍ବିତ୍ ପାତ୍ରଙ୍କୁ...

ପୁଣି ୬୭ ଜଣ କରୋନା ପଜିଟିଭ ଚିହ୍ନଟ – ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...

0
ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) : ଆଜି ରାଜ୍ୟରେ ପୁଣି ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ...