Home Authors Posts by Bureau

Bureau

17675 POSTS 0 COMMENTS

ଗତବର୍ଷ ଏପ୍ରିଲଠାରୁ ରେଳ ଦୁର୍ଘଟଣାରେ ଶୂନ୍ୟ ଯାତ୍ରୀ ମୃତ୍ୟୁ

0
ଭାରତୀୟ ରେଳର ସର୍ବଶ୍ରେଷ୍ଠ ନିରାପତ୍ତା ରେକର୍ଡ - ୨୦୧୯-୨୦ରେ ସର୍ବାଧିକ ୧୨୭୪ ଲେବଲ କ୍ରସିଂ ଉଚ୍ଛେଦ ଓ ୫୧୮୧ କିଲୋମିଟର ଦୀର୍ଘ ରେଳରାସ୍ତା ନବୀକରଣ - ୨୦୧୯-୨୦ରେ ନିରାପତ୍ତା ବୃଦ୍ଧି ସ୍ୱରୂପ ୧୩୦୯ ରେଳ ଓଭରବ୍ରିଜ/ଅଣ୍ଡରବ୍ରିଜ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

0
ଓଡ଼ିଶା ରାଜନୈତିକ କ୍ଷେତ୍ର ପାଇଁ ଅପୂରଣୀୟ କ୍ଷତି – ଧର୍ମେନ୍ଦ୍ର ପ୍ରଧାନ - ସ୍ବର୍ଗତ ସେଠୀ ଓଡ଼ିଶାର ରାଜନୈତିକ ଓ ସାମାଜିକ ଜୀବନକୁ ଦୀର୍ଘ ବର୍ଷ ଧରି ପ୍ରଭାବିତ କରିଥିଲେ ଭୁବନେଶ୍ବର, ଜୁନ ୦୮ (ଓଡ଼ିଆ...

ସଟ୍‌ଡାଉନ ସମୟରେ ସହରର ରାସ୍ତାଘାଟ ଖାଁ ଖାଁ ଲାଗୁଥିଲା

0
ପୁରୀ, ୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - କରୋନା ସଂକ୍ରମଣ କୁ ରୋକିବା ପାଇଁ ଚଳିତ ମାସର ସବୁ ଶନିବାର ଓ ରବିବାର ୨ ଦିନ ସଟ୍ ଡାଉନ ଘୋଷଣା କରିଛନ୍ତି ରାଜ୍ୟ...

ମାଲକାନଗିରିଜିଲ୍ଲାରେ ସମସ୍ତ କରୋନା ରୋଗୀ ସୁସ୍ଥ – ଜିଲ୍ଲା ଏବେ କରୋନା ମୁକ୍ତ

0
ମାଲକାନଗିରି ୮-୬ (ଓଡ଼ିଆ ପୁଅ) : ମାଲକାନଗିରିଜିଲ୍ଲାରେ ସମସ୍ତ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନାମୁକ୍ତ ହେଲା ମାଲକାନଗିରି ଜିଲ୍ଲା । ଜିଲ୍ଲାର ସମସ୍ତ ୨୧ କରୋନା ଆକ୍ରାନ୍ତ। ମାଲକାନଗିରି...

ଭଲଖବର – ପୁଣି ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ

0
ଭୁବନେଶ୍ୱର ୮-୬ (ଓଡ଼ିଆ ପୁଅ) ରାଜ୍ୟରେ ସୁସ୍ଥ ହୋଇଛନ୍ତି ପୁଣି ୯୯ କରୋନା ଆକ୍ରାନ୍ତ। ତେବେ ୧୬ ଜଣ ଯାଜପୁର ଜିଲ୍ଲାରୁ, ୧୩ ଜଣ ଖୋର୍ଦ୍ଧା ଜିଲ୍ଲାରୁ, ୧୧ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ,...

କଟକରେ ଧଳା ଜହର – ୨୮ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ

0
କଟକ ୮-୬ (ଓଡ଼ିଆ ପୁଅ) : ଅବକାରୀ ବିଭାଗ ହାତରେ ଲାଗିଛି ସଫଳତା। ଧରାପଡିଛନ୍ତି ଧଳା ଜହର ବେପାରୀ। ଆଜି ସକାଳୁ କଟକର ପୀର ବଜାରରୁ ୨୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର...

ପୁଣି ଦିଲ୍ଲୀରେ ଭୂକମ୍ପ

0
ନୂଆ ଦିଲ୍ଲୀ ୮-୬ (ଓଡ଼ିଆ ପୁଅ) ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ ଆଜି ଦିଲ୍ଲୀରେ ୨.୧ ମ୍ୟାଗ୍ନିଚ୍ୟୁଡର ଏକ ତୀବ୍ର ତୀବ୍ର ଭୂକମ୍ପ ଘଟିଛି। ପଡୋଶୀ ଗୁରୁଗାଓଁଠାରୁ ପ୍ରାୟ ୧୩ କିଲୋମିଟର...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପୃଥକବାସରେ – ଆସନ୍ତାକାଲି ହେବ କୋଭିଡ୍ -୧୯ ଟେଷ୍ଟ

0
ନୂଆ ଦିଲ୍ଲୀ ୮-୬ (ଓଡ଼ିଆ ପୁଅ) ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ଜ୍ୱର ଏବଂ ରବିବାର ଠାରୁ ତାଙ୍କ ଗଳାରେ ଯନ୍ତ୍ରଣା ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ଦିନ କରୋନାଭାଇରସ (କୋଭିଡ -୧୯)...

ବିଜେପି ନେତା ସମ୍ବିତ ପାତ୍ରଙ୍କର କରୋନା ଟେଷ୍ଟ ନେଗେଟିଭ୍

0
ଭୁବନେଶ୍ୱର ୮-୬ (ଓଡ଼ିଆ ପୁଅ) : ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ରବିବାର ଦିନ ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତା ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ସୂଚନାଯୋଗ୍ୟଯେ,...

କ୍ରମାଗତ ଦ୍ୱିତୀୟ ଦିନ ଶୋପିଆନ୍, ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର – ୨୪ ଘଣ୍ଟାରେ ୯...

0
ନୂଆ ଦିଲ୍ଲୀ ୮-୬ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୋମବାର ସକାଳେ ଆରମ୍ଭ ହୋଇଥିବା ଅନ୍ୟ ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀ ଆଉ...

ଦେଶରେ ୨୪ ଘଣ୍ଟାରେ, ପୁଣି ପାଖାପାଖି ୧୦ ହଜାର ନୂଆ କରୋନା ଆକ୍ରାନ୍ତ, ମୋଟ...

0
ନୂଆ ଦିଲ୍ଲୀ ୮-୬ (ଓଡ଼ିଆ ପୁଅ) ଦେଶରେ ଦିନକୁ ଦିନ କରୋନା ଭୂତାଣୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର, ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ବହୁ ସଂଖ୍ୟକ ନୂତନ ରୋଗୀ ଆସୁଛନ୍ତି।...

ଆଜି ପୁଣି ୧୩୮ କରୋନା ଆକ୍ରାନ୍ତ ଚିହ୍ନଟ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

0
ଭୁବନେଶ୍ୱର ୮-୬ (ଓଡ଼ିଆ ପୁଅ) ଆଜି ପୁଣି ୧୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଥିବା ବେଳେ ୧୩ ଜଣ ସ୍ଥାନୀୟ ଅଞ୍ଚଳର। ତେବେ ଆଜି...

ଜୁନ୍ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ଓଡିଶାର ଧାର୍ମିକ ସ୍ଥାନ ଏବଂ ମଲ୍

0
ଭୁବନେଶ୍ୱର ୭-୬ (ଓଡ଼ିଆ ପୁଅ) : ଜୁନ୍ ୮ ରୁ ଧାର୍ମିକପୀଠ ସହିତ ଦେଶର ୮୨୦ ASI ସ୍ମାରକୀ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେବାର ଖିଛି ସମୟ ମଧ୍ୟରେ ରାଜ୍ୟ ସରକାର...

ଜଗତସିଂପୁର ଜିଲ୍ଲାରେ ଦୁଇ କରୋନା ରୋଗୀ ଚିହ୍ନଟ – ଜଣେ ସୁସ୍ଥ ହୋଇ କିମସ୍...

0
ଜଗତସିଂପୁର-୭/୬-(ଓଡିଆ ପୁଅ/ନୃସିଂହ ଚରଣ ବାରିକ)-ଆଜି ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇ କିମସ୍ ରୁ ଫେରିଛନ୍ତି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ...

ତିର୍ତୋଲ ବ୍ଲକର ପୋରଗଦେଇ ପଞ୍ଚାୟତରେ ସରକାରୀ ଯୋଜନା ବାଟବଣା

0
ଜଗତସିଂହପୁର-୭/୬-(ଓଡିଆ ପୁଅ/ନୃସିଂହଚରଣ ବାରିକ୍ )-ତିର୍ତୋଲ ବ୍ଲକର ପୋରଗଦେଇ ପଞ୍ଚାୟତରେ ସରକାରୀ ଯୋଜନା ବାଟବଣା ହୋଇଛି। ନାବାଳକ ଏଠାରେ ପାଉଛି ବାର୍ଦ୍ଧକ୍ୟ ଭତ୍ତା। ସ୍ବଚ୍ଛଳ ବର୍ଗର ଲୋକ ପାଇଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ...

ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ସମେତ ଓଡ଼ିଶାର ୪୬ଟି...

0
ନୂଆ ଦିଲ୍ଲୀ ୭-୬ (ଓଡ଼ିଆ ପୁଅ) ଆସନ୍ତାକାଲି ଠାରୁ ଖୋଲିବ ଉପାସନା ପୀଠ ମାନ୍ୟତାପ୍ରାପ୍ତ ୮୨୦ଟି କିର୍ତ୍ତୀରାଜି : ଶ୍ରୀ ପ୍ରହ୍ଲାଦ ସିଂ ପଟେଲଏସବୁ କିର୍ତ୍ତୀରାଜି କେନ୍ଦ୍ର ସରକାରଙ୍କ ଦ୍ୱାରା ଏଏସଆଇ ଅଧୀନରେ...

କାଲିଠୁ ରାଜ୍ୟ ଭିତରେ ଗଡ଼ିବ ଏହି ସବୁ ସ୍ୱତନ୍ତ୍ର ଟ୍ରେନ୍ – ଜାଣିନିଅନ୍ତୁ ସମୟ...

0
ଭୁବନେଶ୍ୱର ୭-୬ (ଓଡ଼ିଆ ପୁଅ): ଆସନ୍ତା କାଲି ଅର୍ଥାତ୍ ସୋମବାରଠାରୁ ଆସନ୍ତା ଜୁନ୍ ୩୦ ପର୍ଯ୍ୟନ୍ତ ରାଜ୍ୟ ଭିତରେ ଗଡ଼ିବ ଛଅଚି ସ୍ୱତନ୍ତ୍ର ଟ୍ରେନ। ଜାଣି ନିଅନ୍ତୁ କେଉଁ ଟ୍ରେନ କେତେବେଳେ ଗଡ଼ିବ ଭୁବନେଶ୍ୱର-ରାଉରକେଲା ସ୍ୱତନ୍ତ୍ର ଏହି...

‘କୋଭିଡ୍ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ୍‌’ରେ କେଶୁ ଦାସଙ୍କ ନିର୍ଦ୍ଦେଶିତ ଡକ୍ୟୁମେଣ୍ଟାରୀ ପୁରସ୍କୃତ

0
ବାଲେଶ୍ୱର, ୭ା୬ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରର ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ସାମାଜିକ କର୍ମୀ କେଶୁ ଦାସ କୋଭିଡ୍‌-୧୯ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ-୨୦୨୦ (ସିଆଇଏଫ୍‌ଏଫ୍‌)ରେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ଦ୍ଦେଶକ ଭାବେ ପୁରସ୍କୃତ...

ପଟିଦିଅଁ ଅଙ୍କନ ଉତ୍ସବ ଉଦ୍‌ଯାପିତ

0
ବାଲେଶ୍ୱର, ୭ା୬ (ଓଡ଼ିଆ ପୁଅ/ଅଭୟ ଦାସ): ଜଗନ୍ନାଥ ସଂସ୍କୃତିର ଅନନ୍ୟ ଚିତ୍ର ପରମ୍ପରା ଅନୁସାରେ ମଙ୍ଗଳପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଥିବା ପଟିଦିଅଁ ଅଙ୍କନ ଉତ୍ସବ ସ୍ନାନ ପୂର୍ଣ୍ଣିମାରେ ଉଦ୍‌ଯାପିତ ହୋଇଯାଇଛି।...

ବାଲେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୦ – ଜିଲ୍ଲାକୁ ଆସିଲେଣି ୪୦ ହଜାରରୁ ଅଧିକ...

0
ବାଲେଶ୍ୱର, ୭ା୬ (ଓଡ଼ିଆ ପୁଅ/ଅଭୟ ଦାସ): ଦିନଦକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଅଦ୍ୟାବଧି ରାଜ୍ୟରେ...