Home ଓଡ଼ିଶା ଜୁନ୍ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ଓଡିଶାର ଧାର୍ମିକ ସ୍ଥାନ ଏବଂ ମଲ୍

ଜୁନ୍ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ଓଡିଶାର ଧାର୍ମିକ ସ୍ଥାନ ଏବଂ ମଲ୍

113

ଭୁବନେଶ୍ୱର ୭-୬ (ଓଡ଼ିଆ ପୁଅ) : ଜୁନ୍ ୮ ରୁ ଧାର୍ମିକପୀଠ ସହିତ ଦେଶର ୮୨୦ ASI ସ୍ମାରକୀ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେବାର ଖିଛି ସମୟ ମଧ୍ୟରେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଦାରୀ କରିଛନ୍ତି। ରାଜ୍ୟ ସରକାର ପ୍ରକାଶ କରିଛନ୍ତିଯେ, ରାଜ୍ୟର ସମସ୍ତ ଧାର୍ମିକ ସ୍ଥାନ ଏବଂ ମଲ ଜୁନ୍ ୩୦, ୨୦୨୦ ପର୍ଯ୍ୟନ୍ତ ବନ୍ଦ ରହିବ। ଏହା ଫଳରେ ଭକ୍ତମାନଙ୍କ ମନରେ ନିରାଶାଭାବ ଦେଖାଯାଇଛି।

କିନ୍ତୁ ହୋଟେଲ, ରେଷ୍ଟୁରାଣ୍ଟ ଖୋଲିବ ହେଲେ କେବଳ ପାର୍ଶଲ ଦେଇପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.