Home ଓଡ଼ିଶା ଆଜିଠୁ ଗଞ୍ଜାମରେ ୧୯ ଘଣ୍ଟିଆ ସଟ୍‌ଡାଉନ୍ – ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ସାରନ୍ତୁ...

ଆଜିଠୁ ଗଞ୍ଜାମରେ ୧୯ ଘଣ୍ଟିଆ ସଟ୍‌ଡାଉନ୍ – ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ସାରନ୍ତୁ କାମ

242

ଗଞ୍ଜାମ ୧୫-୬ (ଓଡ଼ିଆ ପୁଅ) :ଆଜିଠୁ ଗଞ୍ଜାମରେ ଆରମ୍ଭ ହୋଇଛି ୧୯ ଘଣ୍ଟିଆ ସଟ୍‌ଡାଉନ୍‌।
– ଜୁନ୍‌ ୩୦ ତାରିଖ ଯାଏଁ ରହିବ ବଳବତ୍ତର।
– ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ।
– କେବଳ ପରିବା, ତେଜରାତି ଓ ଫଳ ଦୋକାନ ଖୋଲିବ।
– ଦିନ ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌।
– ଏହି ସମୟରେ କୌଣସି ଲୋକ ଘରୁ ବାହାରକୁ ବାହାରିବେ ନାହିଁ।
– ଶନିବାର ଓ ରବିବାର ସଂପୂର୍ଣ୍ଣ ସଟ୍‌ଡାଉନ୍‌।
– ଲକ୍‌ଡାଉନ୍‌ ସମୟରେ ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ।
– ବସ୍, କାର, ଅଟୋ ଚଳାଚଳ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ।
– ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
– ଆଇନ୍ ଉଲ୍ଲଘଂନ କରିବେ ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
– ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ।
ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆସନ୍ତା ୧୪ ଦିନ ପାଇଁ କଟକଣା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.