Bureau
କେନ୍ଦ୍ରାପଡା: ଜୁଲାଇ ମାସର ପ୍ରତ୍ୟେକ ଶନିବାର ଓ ରବିବାରକୁ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ
କେନ୍ଦ୍ରାପଡା ୩/୭(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ) - ମହାମାରୀ କରୋନାର ପ୍ରତିରୋଧ ତଥା ଜାତୀୟ ବିପତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଜାରି ରହିଛି। ବାହାର ରାଜ୍ୟମାନଙ୍କରୁ ଆସୁଥିବା...
କୋଟାରେ ସିଜିଡି ପ୍ରକଳ୍ପର ଅଗ୍ରଗତି ନେଇ ଲୋକସଭା ବାଚସ୍ପତିଙ୍କ ସହ ମିଳିତ ଭାବେ ସମୀକ୍ଷା...
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୦୩ (ଓଡ଼ିଆ ପୁଅ) – ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ସହଯୋଗରେ ରାଜସ୍ଥାନ କୋଟାରେ କ୍ରିୟାନ୍ୱିତ ହେଉଥିବା ସିଟି ଗ୍ୟାସ ବିତରଣ(ସିଜିଡି) ପ୍ରକଳ୍ପର ଅଗ୍ରଗତି ନେଇ ନୂଆଦିଲ୍ଲୀରୁ ଲୋକସଭା ବାଚସ୍ପତି ଓମ୍...
କାଳିଆପରେ ବଳିଆ ଯୋଜନା ହେଉଛି ସରକାରଙ୍କର ପୁଣି ଏକ ନିର୍ବାଚନୀ ଧୂଆଁବାଣ – ନିରଞ୍ଜନ
ଭୁବନେଶ୍ୱର ୩-୭ (ଓଡ଼ିଆ ପୁଅ) - ଓଡ଼ିଶା ସରକାର ଭୂମିହୀନ ଚାଷୀଙ୍କପାଇଁ ପୁଣି ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାରେ ଆଗାମୀ ୨ ବର୍ଷ ଭିତରେ ୭ଲକ୍ଷ ଚାଷୀ ପରିବାର...
ବିରମିତ୍ରପୁର ଥାନାରେ ନାବଳିକାଙ୍କୁ ଦୁଷ୍କର୍ମ ଓ ପରେ ଗର୍ଭପାତ ମାମଲା ପ୍ରସଙ୍ଗ – ତତ୍କାଳୀନ...
ଭୁବନେଶ୍ୱର ୩-୭ (ଓଡ଼ିଆ ପୁଅ) – ଜଣେ ତେର ବର୍ଷର ନାବାଳିକାଙ୍କୁ ବିରମିତ୍ରପୁର ଥାନାର ତତ୍କାଳନୀନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ଲଗାତର ପ୍ରାୟ ତିନିମାସ ଧରି ଦୁଷ୍କର୍ମ କରିବା ଓ ନାବଳିକାର...
୩ ଜୁଲାଇ ଦେଶବ୍ୟାପୀ ପ୍ରତିବାଦ ଦିବସ ଅବସରରେ ସିପିଆଇ(ଏମ୍-ଏଲ୍) ରେଡ୍ଷ୍ଟାର ପକ୍ଷରୁ ପ୍ରତିବାଦ ଧାରଣା
ଭୁବନେଶ୍ୱର, ୦୩/୦୭ (ଓଡ଼ିଆ ପୁଅ) - କୋଭିଡ୍ ବାହାନାରେ କେନ୍ଦ୍ର ଓ ରାଜ୍ୟ ସରକାର ଲାଗୁ କରିଥିବା ସମସ୍ତ ଜନ ବିରୋଧୀ ଅଧ୍ୟାଦେଶ ପ୍ରତ୍ୟାହାର ଦାବିରେ ଏବଂ କରୋନା ମୁକାବିଲାର ବିଫଳତା ପ୍ରତିବାଦରେ...
ପୁଣି ଭୂକମ୍ପରେ ଥରିଲା ଦିଲ୍ଲୀ
ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ପୁଣି ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ ଏବଂ ଏନ୍ସିଆର୍ର ଲୋକମାନେ ଘରୁ ବାହାରକୁ ଆସିଯାଇଥିଲେ ଏହା ପ୍ରାୟ ସନ୍ଧ୍ୟା ୭ ଟା ସମୟରେ ଅନୁଭୂତ...
ରାଜ୍ୟରେ ପୁଣି ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହେଲେ
ଭୁବନେଶ୍ୱର ୩-୭ (ଓଡ଼ିଆ ପୁଅ) ରାଜ୍ୟରେ ପୁଣି ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ତେବେ କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି ଜାଣନ୍ତୁ।
୩୮ ଜଣ ଗଞ୍ଜାମ ଜିଲ୍ଲାରୁ
୩୭ ଜଣ ଖୋର୍ଦ୍ଧା ଜିଲ୍ଲାରୁ
୧୯ ଜଣ...
କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...
ଭୁବନେଶ୍ୱର ୦୩-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୫୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୯ ଜିଲ୍ଲାରୁ...
ରାଜ୍ୟରେ ପୁଣି ଦୁଇ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ
ଭୁବନେଶ୍ୱର ୩-୭ (ଓଡ଼ିଆ ପୁଅ) ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
ମୃତକ ଦ୍ୱୟ ଗଞ୍ଜାମ ଜିଲ୍ଲାର। ଜଣେ ୬୬ ବର୍ଷ ବୟସ୍କ ପୁରୁଷ, ଯିଏ ଉଚ୍ଚ ରକ୍ତଚାପର ରୋଗୀ ମଧ୍ୟ...
ରାଜ୍ୟରେ ୫୬୧ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୮୧୦୬ କୁ ବୃଦ୍ଧି, ଜାଣନ୍ତୁ କେଉଁ...
- ନୂଆ ଆକ୍ରାନ୍ତ: ୫୬୧
- ୧୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
- ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ୨୮୩
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୨୫
- ସ୍ଥାନୀୟ ଅଞ୍ଚଳରୁ୧୩୬
ଜିଲ୍ଲାୱାରୀ ତଥ୍ୟ -
୧- ବରଗଡ଼ ଜିଲ୍ଲାରୁ -...
ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୦,୯୦୩ କରୋନା ଆକ୍ରାନ୍ତ, ୩୭୯ ମୃତ – ମୋଟ...
ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ,
– ଦେଶରେ ୨୪ ଘଣ୍ଟାରେ ୨୦,୯୦୩ ନୂଆ କରୋନା କେସ୍
– ୩୭୯ ଲୋକଙ୍କ ମୃତ୍ୟୁ
– ବର୍ତ୍ତମାନ ଦେଶରେ କରୋନାଭାଇରସ୍ର ୨,୨୭,୪୩୯ ସକ୍ରିୟ...
କାନପୁରରେ କୁଖ୍ୟାତ ଅପରାଧିର ସନ୍ଧାନ କରିବା ସମୟରେ, ୮ ପୋଲିସ୍ ସହିଦ୍
କାନପୁର ୩-୭ (ଓଡ଼ିଆ ପୁଅ) ଉତ୍ତରପ୍ରଦେଶର କାନପୁରରେ କୁଖ୍ୟାତ ଅପରାଧି ବିକାଶ ଦୁବେର ଖୋଜ କରିବା ପାଇଁ ଯାଇଥିବା ପୋଲିସ ଦଳକୁ ଗତକାଲି ରାତିରେ ଆକ୍ରମଣ କରାଯାଇଥିଲା। ଅପରାଧୀଙ୍କ ପ୍ରତି ଗୁଳିରେ ୮...
ଅଗଷ୍ଟ ୧୫ ରେ ଆରମ୍ଭ ହୋଇପାରେ, ଦେଶରେ କରୋନା ଟିକା COVAXIN
ନୂଆଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ଭୂତାଣୁ ସଂକ୍ରମଣ ମଧ୍ୟରେ ଦେଶରେ ଏକ ଖୁସି ଖବର ମଧ୍ୟ ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, ଅଗଷ୍ଟ ୧୫...
ଖ୍ୟାତନାମା ବଲିଉଡ କୋରିଓଗ୍ରାଫର ସରୋଜ ଖାନଙ୍କ ୭୧ ବର୍ଷରେ ନିଧନ
ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ଖ୍ୟାତନାମା ବଲିଉଡ କୋରିଓଗ୍ରାଫର ସରୋଜ ଖାନଙ୍କ ହୃଦଘାତ କାରଣରୁ ନିଧନ ହୋଇଯାଇଛି। ମୃତ୍ୟୁ ବୋଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ତିନିଥର ଜାତୀୟ ପୁରସ୍କାର ସରୋଜ...
ଭଉଣୀ ମୋବାଇଲ ନଦେବାରୁ ସାନ ଭାଇର ଆତ୍ମହତ୍ୟା
ପାଟଣା ୨-୭ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣିଘାଟି ଗ୍ରାମରେ ଗୁରୁବାର ଶୋଇବାଘରୁ ଜଣେ ୧୪ ବର୍ଷ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳକ...
କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...
ଭୁବନେଶ୍ୱର ୦୨-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୨୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୯ ଜିଲ୍ଲାରୁ...
ପୁନ୍ଦାଳ କେନାଲ ଉପରେ ମକନ୍ଦର ଠାରେ ଜବରଦଖଲ କରାଯାଇ ସ୍ଥାୟୀ ଗୃହ ନିର୍ମାଣ ଅଭିଯୋଗ
କେନ୍ଦ୍ରାପଡା ୨/୭ (ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ପୁନ୍ଦାଳ କେନାଲର ମକନ୍ଦର ନିକଟରୁ ନଦୀବନ୍ଧ ଗଡା କେନାଲ ପୋଲ ତଳକୁ ଅରଖକୁଦ ଗ୍ରାମର କୃଷ୍ଣଚନ୍ଦ୍ର ଦଳାଇଙ୍କ ପୁଅ ନିରୋଜ...
ବାଇକ ଧକ୍କାରେ ଯୁବକ ଗୁରୁତର :ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି
ବାଲିଗୁଡା, ୨/୭ - (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଜାର ଉପରେ ଏକ ଅଭାବନୀୟ ଘଟଣା ଘଟିଛି। ବାଇକ ଧକ୍କାରେ ସିକରମାହା...
ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ୨୮ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କଲେ, ପଢ଼ନ୍ତୁ ତାଲିକା
ଭୋପାଳ ୨-୭ (ଓଡ଼ିଆ ପୁଅ) ସମସ୍ତ କଳ୍ପନା ଜଳ୍ପନ ପରେ ଶେଷରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କ କ୍ୟାବିନେଟ ବିସ୍ତାର କରିଛନ୍ତି। ସପ୍ତାହେ ଧରି ଏହି ବିଷୟରେ କଳ୍ପନାଜଳ୍ପନା ଚାଲିଥିଲା। ଜ୍ୟୋତିରାଦିତ୍ୟ...
ରାଜ୍ୟରେ ପୁଣି କରୋନା ନେଲା ୨ ଜୀବନ
ଭୁବନେଶ୍ୱର ୨-୭ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ ଦୁଇ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ତେବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଗଞ୍ଜାମ ଜିଲ୍ଲାର ୪୯...













