Home Coronavirus Outbreak ରାଜ୍ୟରେ ୫୬୧ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୮୧୦୬ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ...

ରାଜ୍ୟରେ ୫୬୧ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୮୧୦୬ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

151

– ନୂଆ ଆକ୍ରାନ୍ତ: ୫୬୧

– ୧୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ  ୨୮୩

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୨୫

– ସ୍ଥାନୀୟ ଅଞ୍ଚଳରୁ୧୩୬

ଜିଲ୍ଲାୱାରୀ ତଥ୍ୟ –

୧- ବରଗଡ଼ ଜିଲ୍ଲାରୁ –  ୨୧

୨- ଭଦ୍ରକ ଜିଲ୍ଲାରୁ –  ୧

୩- ବଲାଙ୍ଗୀର ଜିଲ୍ଲାରୁ : ୧୯

୪- କଟକ ଜିଲ୍ଲାରୁ –  ୮୧

୫- ଢେଙ୍କାନାଳ ଜିଲ୍ଲାରୁ –  ୩

୬- ଗଞ୍ଜାମ ଜିଲ୍ଲାରୁ –  ୨୮୩

୭- ଜଗତସିଂହପୁର ଜିଲ୍ଲାରୁ –  ୬

୮- ଯାଜପୁର ଜିଲ୍ଲାରୁ –  ୩

୯- ଝାରସୁଗୁଡ଼ା ଜିଲ୍ଲାରୁ –  ୨

୧୦- କଳାହାଣ୍ଡି ଜିଲ୍ଲାରୁ –  ୫

୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨

୧୨- କେନ୍ଦୁଝର ଜିଲ୍ଲାରୁ –  ୬

୧୩- ଖୋର୍ଦ୍ଦା ଜିଲ୍ଲାରୁ –  ୨୬

୧୪- କୋରାପୁଟ ଜିଲ୍ଲାରୁ –  ୪

୧୫- ମୟୁରଭଞ୍ଜ ଜିଲ୍ଲାରୁ –  ୧୦

୧୬- ପୁରୀ ଜିଲ୍ଲାରୁ –  ୧

୧୭- ରାୟଗଡ଼ା ଜିଲ୍ଲାରୁ –  ୭୬

୧୮- ସମ୍ବଲପୁର ଜିଲ୍ଲାରୁ –  ୮

୧୯- ସୁନ୍ଦରଗଡ଼ ଜିଲ୍ଲାରୁ –  ୩

୨୦- – NDRF କର୍ମଚାରୀ (ଯେଉଁମାନେ ଅମ୍ଫାନ୍ ଡ୍ୟୁଟି ସାରି ପଶ୍ଚିମବଙ୍ଗରୁ ଆସିଥିଲେ ): ୧

 

– ନୂଆ ସୁସ୍ଥ ହୋଇଥିଲେ ୧୪୯

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୨୮୧୫୨୩

– ମୋଟ ଆକ୍ରାନ୍ତ ୮୧୦୬

– ମୋଟ ସୁସ୍ଥ ହୋଲେଣି ୫୫୦୨

– ସକ୍ରୀୟ ଆକ୍ରାନ୍ତ –  ୨୫୬୭

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.