Home Coronavirus Outbreak ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୦,୯୦୩ କରୋନା ଆକ୍ରାନ୍ତ, ୩୭୯ ମୃତ – ମୋଟ ଆକ୍ରାନ୍ତ...

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୦,୯୦୩ କରୋନା ଆକ୍ରାନ୍ତ, ୩୭୯ ମୃତ – ମୋଟ ଆକ୍ରାନ୍ତ ୬,୨୫,୫୪୪, ମୋଟ ମୃତ – ୧୮୨୧୩

142

ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ,

– ଦେଶରେ ୨୪ ଘଣ୍ଟାରେ ୨୦,୯୦୩ ନୂଆ କରୋନା କେସ୍

– ୩୭୯ ଲୋକଙ୍କ ମୃତ୍ୟୁ

– ବର୍ତ୍ତମାନ ଦେଶରେ କରୋନାଭାଇରସ୍‌ର ୨,୨୭,୪୩୯ ସକ୍ରିୟ ମାମଲା ଅଛି।

– କରୋନା ମହାମାରୀ କାରଣରୁ ଏପର୍ଯ୍ୟନ୍ତ ୧୮,୨୧୩ ରୋଗୀଙ୍କ ମୃତ୍ୟୁ ଘଟିଛି

– ୩,୭୯,୮୯୨ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

– ମୋଟ ଆକ୍ରାନ୍ତ – ୬,୨୫,୫୪୪ କୁ ବୃଦ୍ଧି

– ମହାରାଷ୍ଟ୍ର କରୋନା ଭୂତାଣୁ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.