Bureau
କୋଭିଡ୍ କେୟାର୍ ଗାଡିରେ ମାତାଲ୍ ଡ୍ରାଇଭର, ଭାରସାମ୍ୟ ହରାଇ ଗଛକୁ ପିଟିଲା ଭ୍ୟାନ
କୋଦଳା ୧୧ ଜୁଲାଇ (ଓଡ଼ିଆ ପୁଅ/ ସୁଶାନ୍ତ କୁମାର ପଟ୍ଟନାୟକ) ମାତାଲ୍ ଡ୍ରାଇଭର ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହେଲା କୋଭିଡ୍ ୧୯ କେୟାର୍ ଗାଡି।ଏଭଳି ଏକ ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ...
ବଲିଉଡ ମହାନାୟକ ଅମିତାଭ ବଚ୍ଚନ କରୋନା ଆକ୍ରାନ୍ତ
ମୁମ୍ୱାଇ ୧୧-୭ (ଓଡ଼ିଆ ପୁଅ) : ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି।
ବଲିଉଡ ମହାନାୟକ ଅମିତାଭ...
ପୁଣି ୩୮୮ ସୁସ୍ଥ ହେଲେ
ଭୁବନେଶ୍ୱର ୧୧-୭ (ଓଡ଼ିଆ ପୁଅ) ରାଜ୍ୟରେ ପୁଣି ୩୮୮ ଜଣ ସୁସ୍ଥ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁରୁ କେତେ -
୧୮୭ ଜଣ ଗଞ୍ଜାମ ଜିଲ୍ଲାରୁ
୩୭ ଜଣ ଖୋର୍ଦ୍ଧା ଜିଲ୍ଲାରୁ
୩୧ ଜଣ କେନ୍ଦୁଝର ଜିଲ୍ଲାରୁ
୨୭...
କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...
ଭୁବନେଶ୍ୱର ୧୧-୭ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୫୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୨୫୨୬ କୁ ବୃଦ୍ଧି ହୋଇଛି।
ପୁଣି କରୋନା ନେଇଛି ୫ ମୁଣ୍ଡ। ପୁରୀ, କଟକ,...
ପୁଣି ରାଜ୍ୟରେ କରୋନା ୫ ନେଲା ମୁଣ୍ଡ – ମୃତ୍ୟୁ ସଂଖ୍ୟା ୬୧ କୁ...
ଭୁବନେଶ୍ୱର ୧୧-୭ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୫ ମୁଣ୍ଡ। ପୁରୀ, କଟକ, ଖୋର୍ଦ୍ଧା (ଭୁବନେଶ୍ୱର), ଏବଂ କେନ୍ଦ୍ରାପଡା ଜିଲ୍ଲାରୁ ଜଣେ ଲେଖାଏଁ, ଗଞ୍ଜାମ (୨ଜଣ) କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି।
କରୋନା...
ରାଜ୍ୟରେ ୫୭୦ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୧୨୫୨୬କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ...
ଭୁବନେଶ୍ୱର ୧୧-୭ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୫୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୨୫୨୬ କୁ ବୃଦ୍ଧି ହୋଇଛି।
- ନୂଆ ଆକ୍ରାନ୍ତ: ୫୭୦
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୮୪
-...
ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଅସୀମ ଡିଜିଟାଲ ପ୍ଲାଟଫର୍ମର ଶୁଭାରମ୍ଭ
- ବିଭିନ୍ନ କ୍ଷେତ୍ରରେ କୁଶଳୀ ଶ୍ରମିକମାନଙ୍କ ଚାହିଦା ମୁତାବକ ଯୋଗାଣ ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ପୋର୍ଟାଲ- ପୋର୍ଟାଲରେ ରହିବ କ୍ଷେତ୍ରୀୟ ଏବଂ ସ୍ଥାନୀୟ ଶିଳ୍ପର ଚାହିଦା ଆଧାରରେ ଶ୍ରମିକଙ୍କ ବିବରଣୀ -...
ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି – ଆଜି ସର୍ବାଧିକ, ଦେଶରେ ୨୭,୧୧୪...
ନୂଆ ଦିଲ୍ଲୀ ୧୦-୭ (ଓଡ଼ିଆ ପୁଅ) ଆଜିବି ଦେଶରେ ୨୭,୧୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୫୧୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ...
ଏ-ଆଇ-ଏସ୍-ଏଫ୍ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ
ଭୁବନେଶ୍ୱର, ୧୦ା୭ (ଓଡ଼ିଆ ପୁଅ) : ୟୁ-ଜି-ସି-ର ଛାତ୍ରବିରୋଧି ପରୀକ୍ଷା ପରିଚାଳନା ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଅଖିଳ ଭାରତ ଛାତ୍ରସଂଘ ପକ୍ଷରୁ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ କୁମାର ସାହୁଙ୍କୁ ଦାବିପତ୍ର...
କରୋନା ବାଣ୍ଟୁଛି ବାଲେଶ୍ୱର ସବ-ରେଜିଷ୍ଟ୍ରାର ଅଫିସ
ବାଲେଶ୍ୱର, ୧୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର ହାତଧୁଆ ଏବଂ ପରିବେଶ ବିଶୋଧନ, ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଉଥିଲେ...
ଗଣମାଧ୍ୟମ ପ୍ରତିନିଧିଙ୍କୁ କୋଭିଡ୍ ଟେଷ୍ଟ ପରାମର୍ଶ
ବାଲେଶ୍ୱର, ୧୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ୱାବ ଟେଷ୍ଟ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇଛି। କେତେକ ଦୂରଦୃଷ୍ଟି...
କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନର କଡ଼ା ପଦକ୍ଷେପ
ବାଲେଶ୍ୱର, ୧୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲାରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଟକଣା ଆହୁରି କଡ଼ାକଡ଼ି ହୋଇଛି। ବିଶେଷ କରି ସପ୍ତାହ ଅନ୍ତ ଦୁଇଦିନିଆ ସଟ୍...
ଟ୍ୟାକ୍ସ ହ୍ରାସରେ ଆଶ୍ୱସ୍ତ ମଦ ଉପଭୋକ୍ତା ବିକ୍ରି ପରିମାଣ ବଢ଼ିବା ଆଶାରେ ଦୋକାନୀ
ବାଲେଶ୍ୱର, ୧୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଦୀର୍ଘଦିନ ଧରି ବନ୍ଦ ରହିଥିବା ସରକାରୀ ପଞ୍ଜୀକୃତ ମଦ ଦୋକାନ ଖୋଲିଥିଲେ ବି ସରକାରଙ୍କ ୫୦ ପ୍ରତିଶତ ଅଧିକ...
୫୦୦ ଟପିଲା ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା
ବାଲେଶ୍ୱର, ୧୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): ସମ୍ପ୍ରତି କରୋନା ସଂକ୍ରମଣ କ୍ଷେତ୍ରରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ପହଞ୍ଚିଥିବା ବେଳେ ଆଗାମୀ ଦିନରେ ଏହା ଅଧିକ ମାରାତ୍ମକ ସ୍ଥିତି ସୃଷ୍ଟି କରିବ ବୋଲି...
ମୋହନାରେ ୨୨ଜଣ କରୋନା ଆକ୍ରାନ୍ତ, ନାରାୟଣ ନଗର ନିଷିଦ୍ଧାଅଞ୍ଚଳ ଘୋଷଣା
ମୋହନା, ୧୦/୦୭ (ଓଡ଼ିଆ ପୁଅ/ହନୀ ବିଷୋୟୀ) ଗଜପତି ଜିଲ୍ଲା ମୋହନା ବ୍ଲକ ରେ କରୋନା ଆକ୍ରାନ୍ତ ଙ୍କୁ ଦେଖିବାକୁ ମିଳିଛି। ଆଜି ମୋହନା ବ୍ଲକ ରେ ୨୨ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।...
୫ ବାଇକ୍ ସହ ଦେଶୀମଦ ଜବତ୍ – ୨ ଯୁବକ ଗିରଫ
ବାଲେଶ୍ୱର, ୧୦ା୭(ଓଡ଼ିଆ ପୁଅ/ଅଭୟ ଦାସ): ପୁରୁଣା ବାଲେଶ୍ୱରରୁ ସୋର ଅଞ୍ଚଳକୁ ଚାଲାଣ ହେଉଥିବା ବିପୁଳ ପରିମାଣର ଦେଶୀମଦ ଓ ୫ ଗୋଟି ବାଇକ୍ ଜବତ୍ ସହ ଅବକାରୀ ବିଭାଗ ୨ ଜଣ ଅଭିଯୁକ୍ତଙ୍କୁ...
‘ଉତ୍କଳମଣି ନିଃସ୍ୱାର୍ଥ ସେବା ସଂଗଠନ’ପକ୍ଷରୁ ରକ୍ତଦାନ ଶିବିର
ବାଲେଶ୍ୱର, ୧୦ା୭(ଓଡ଼ିଆ ପୁଅ/ଅଭୟ ଦାସ): ଉତ୍କଳମଣି ନିଃସ୍ୱାର୍ଥ ସେବା ସଂଗଠନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆଜି ନୀଳଗିରି ହସପିଟାଲରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ପ୍ରତିଷ୍ଠାତା ଇଂଜିନିୟର ଅମୂଲ୍ୟ କୁମାର ଜେନା...
ଆଇନ ଶୃଙ୍ଖଳା ସ୍ଥିତି ସଜାଡ଼ିବାକୁ ପ୍ରୟାସ ୩ ଜିଲ୍ଲାର ଇନ୍ସ୍ପେକ୍ଟର ସ୍ତରରେ ଅଦଳବଦଳ
ବାଲେଶ୍ୱର, ୧୦ା୭(ଓଡ଼ିଆ ପୁଅ/ଅଭୟ ଦାସ): କେବଳ ବାଲେଶ୍ୱର ନୁହେଁ ବରଂ ପୂର୍ବାଞ୍ଚଳ ଜୋନ୍ ଉତ୍ତର ଓଡ଼ିଶାର ୩ ଜିଲ୍ଲାରେ ଅଣଆୟତ୍ତ ଆଇନ୍ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଆଇଜି ଦୀପ୍ତେଶ ପଟ୍ଟନାୟକ ଆଜି...
ନିଯୁକ୍ତି ନେଇ ଶ୍ୱେତପତ୍ର ଜାରି କରନ୍ତୁ ସରକାର : ଡ ସ୍ମୃତିରଞ୍ଜନ ଲେଙ୍କା
ଭୁବନେଶ୍ୱର, ୧୦।୭ (ଓଡ଼ିଆ ପୁଅ) : ରାଜ୍ୟ ସରକାର ଆଗାମୀ ଦୁଇବର୍ଷ ପାଇଁ କରୋନା ଆଳରେ ଆର୍ଥିକ କଟକଣା ଲଗାଇ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ବନ୍ଦ କରିବା ପାଇଁ ଯେଉଁ ନିଷ୍ପତି ନେଇଛନ୍ତି...
୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ
ଭୁବନେଶ୍ୱର ୧୦-୭ (ଓଡ଼ିଆ ପୁଅ): ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି।
୨୦୧୫ ପାଇଁ କେଉଁମାନେ ହେବେ ପୁରସ୍କୃତ
ବିଭାଗ
ପୁସ୍ତକର ନାମ
ଲେଖକଙ୍କର ନାମ
ଉପନ୍ୟାସ ବିଭାଗ
‘ଗୋଟିଏ ଯୋଡି ଗାଁର କାହାଣୀ’
ନିତ୍ୟାନନ୍ଦ...













