Bureau
ପ୍ରଥମ ଥର ପାଇଁ ଭାରତୀୟ ରେଳ ବାଂଲାଦେଶକୁ ପଠାଇଲା ସ୍ୱତନ୍ତ୍ର ପାର୍ସଲ ଟ୍ରେନ
- ଦକ୍ଷତାର ସହିତ ମାଲ ପରିବହନ ଉପରେ ରେଳବାଇର ଗୁରୁତ୍ଵ
- ରେଡ୍ଡୀପାଲମ (ଗୁଣ୍ଟୁର) ରୁ ଶୁଖିଲା ଲଙ୍କା ଗଲା ବେନାପୋଲ (ବାଂଲାଦେଶ)
ନୂଆ ଦିଲ୍ଲୀ ୧୩-୭ (ଓଡ଼ିଆ ପୁଅ) ପ୍ରଥମଥର ନିମନ୍ତେ ଭାରତୀୟ ରେଳବାଇ...
ଆତ୍ମନିର୍ଭର ଭାରତ ପ୍ୟାକେଜ- ବର୍ତ୍ତମାନ ସୁଦ୍ଧା ଅଗ୍ରଗତି
ନୂଆ ଦିଲ୍ଲୀ ୧୩-୭ (ଓଡ଼ିଆ ପୁଅ) ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ସହ ଜଡ଼ିତ ‘ଆତ୍ମନିର୍ଭର ଭାରତ ପ୍ୟାକେଜ’ର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର...
ବାସୀ କ୍ଷୀରକୁ ନେଇ ଅସନ୍ତୋଷ ମାଟିରେ କ୍ଷୀର ଢାଳି ବ୍ୟବସାୟୀଙ୍କ ପ୍ରତିବାଦ
ବାଲେଶ୍ୱର, ୧୨ା୭ (ଓଡ଼ିଆ ପୁଅ/ଅଭୟ ଦାସ): ବାସି ଓମଫେଡ କ୍ଷୀରକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ କାରଖାନାର ସମ୍ମୁଖରେ କ୍ଷୀର ବ୍ୟବସାୟୀଙ୍କର ଆଜି ଅଭିନବ ପ୍ରତିବାଦ ସମସ୍ତଙ୍କୁ ସ୍ତବ୍ଧ...
ବାଲେଶ୍ୱର ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୫୧୯ – ୧୫ ତାରିଖ ପର୍ଯ୍ୟନ୍ତ...
ବାଲେଶ୍ୱର, ୧୨ା୭ (ଓଡ଼ିଆ ପୁଅ/ଅଭୟ ଦାସ): ଆଜି ୫୯୫ଜଣଙ୍କୁ ମିଶାଇ ଅଦ୍ୟାବଧି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୩, ୧୨୧ରେ ପହଞ୍ଚିଥିବା ବେଳେ ୩ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୪ରେ...
କୋଭିଡ-୧୯ ସଂକ୍ରାନ୍ତରେ ସବିଶେଷ ସୂଚନା – କୋଭିଡ-୧୯ ଚିକିତ୍ସାକାଳରେ ବିଭିନ୍ନ ମାନକ ପରିଚାଳନା
ନୂଆ ଦିଲ୍ଲୀ ୧୨-୭ (ଓଡ଼ିଆ ପୁଅ) କରୋନାରୁ ଆରୋଗ୍ୟ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବା ଦୃଷ୍ଟିରୁ ଲକ୍ଷଣଯୁକ୍ତ ଚିକିତ୍ସାକୁ ଏହାର ମୁଖ୍ୟ ଅବଲମ୍ବନ ଭାବେ ବିବେଚନା କରାଯାଉଛି। ଲକ୍ଷଣ ଅନୁସାରେ କୋଭିଡ-୧୯କୁ...
କୋଭିଡ-୧୯ର ମୁକାବିଲା ପାଇଁ ଆରସିଏଫ୍ଆଣିଲା ସେଫ୍ରୁଲା ହାତଧୁଆ ଜେଲ୍
ନୂଆ ଦିଲ୍ଲୀ ୧୨-୭ (ଓଡ଼ିଆ ପୁଅ) କେନ୍ଦ୍ର ସରକାରଙ୍କୁ କୋଭିଡ ଲଢେଇରେ ସହାୟତା କରିବା ପାଇଁ ରାଷ୍ଟ୍ରୀୟ କେମିକାଲ ଓ ଫର୍ଟିଲାଇଜର (ଆରସିଏଫ୍) ଏକ ହାତଧୁଆ ଆଇପିଏ ଜେଲ୍ପ୍ରସ୍ତୁତ କରିଛି। ଏହାର ନାମ...
ଅଟଳ ଇନୋଭେସନ୍ମିଶନ ରାଷ୍ଟ୍ରବ୍ୟାପୀ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ କଲା ଆପ୍ଡେଭଲପ୍ମେଣ୍ଟ ମଡ୍ୟୁଲ –...
ନୂଆ ଦିଲ୍ଲୀ ୧୨-୭ (ଓଡ଼ିଆ ପୁଅ) ଦେଶରେ ମୋବାଇଲ ଆପ୍ବିକାଶ କ୍ଷେତ୍ରରେ ନବସୃଜନର ଏକ ବାତାବରଣ ସୃଷ୍ଟି କରିବା ପାଇଁ ନୀତି ଆୟୋଗର ଅଟଳ ଇନୋଭେସନ୍ମିଶନ ପକ୍ଷରୁ ଆଜି ଏଟିଏଲ୍ଆପ୍ଡେଭଲପ୍ମେଣ୍ଟ ମଡ୍ୟୁଲ ସମଗ୍ର...
ନୂଆ ଗିନିଜ ରେକର୍ଡ ପ୍ରତିଷ୍ଠା କଲା ଭାରତର ବ୍ୟାଘ୍ର ଗଣନା
- କ୍ୟାମେରା ମାଧ୍ୟମରେ ବିଶ୍ଵର ସର୍ବବୃହତ୍ତ ବନ୍ୟପ୍ରାଣୀ ସର୍ଭେ- ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀନୂଆ ଦିଲ୍ଲୀ ୧୨-୭ (ଓଡ଼ିଆ ପୁଅ) ସର୍ବଭାରତୀୟ...
କରୋନା ଭୂତାଣୁର ଷ୍ଟେବୁଲ କଲଚର ପ୍ରତିପାଦନରେ ସଫଳ ହେଲା ଆଇଏଲଏସ
- ଔଷଧ ପ୍ରସ୍ତୁତି ଓ ଟିକା ବିକାଶରେ ଉପଯୋଗୀ ସାବ୍ୟସ୍ତ ହେବ- ଏଭଳି ସଫଳତା ପାଇବାରେ ଆଇଏଲଏସ ଦେଶର ଚତୁର୍ଥ ସଂସ୍ଥାନ- ମହାମାରୀ ମୁକାବିଲା ଓ ଭବିଷ୍ୟତ ପ୍ରସ୍ତୁତି ପାଇଁ ହେବ ସହାୟକନୂଆ...
‘ଆଇଟୋଲିଜୁମାବ’ କୋଭିଡ ରୋଗୀଙ୍କ ପାଇଁ ଜରୁରୀ ସ୍ଥିତିରେ ସୀମିତ ବ୍ୟବହାର ହୋଇପାରିବ: ଡିସିଜିଆଇ
ନୂଆ ଦିଲ୍ଲୀ ୧୨-୭ (ଓଡ଼ିଆ ପୁଅ) ଭାରତୀୟ ଭେଷଜ ମହାନିୟନ୍ତ୍ରକ (ଡିସିଜିଆଇ) କୋଭିଡ-୧୯ ଆକ୍ରନ୍ତଙ୍କ ପାଇଁ ‘ଆଇଟୋଲିଜୁମାବ’ ଔଷଧ ଜରୁରୀକାଳୀନ ସୀମିତ ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି। ‘ଆଇଟୋଲିଜୁମାବ’ (ଆରଡିଏନ୍ଏ ଅରିଜିନ) ଏକ...
ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ ସମୀକ୍ଷା ପାଇଁ ବିଜେଡି ସଭ୍ୟଙ୍କ ବିରୋଧର କାରଣ କ’ଣ କେଆର...
ଭୁବନେଶ୍ୱର ୧୨-୭ (ଓଡ଼ିଆ ପୁଅ)କରୋନା ମୁକାବିଲା ନାମରେ ପ୍ରଧାନମନ୍ତ୍ରୀ ପଦବୀକୁ ବ୍ୟବହାର କରି ଏକ ଘରୋଇ ଟ୍ରଷ୍ଟ ଫଣ୍ଡ ଗଠିତ ହୋଇଛି। କେନ୍ଦ୍ରୀୟ ସ୍ତରରେ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ସ୍ୱାଧୀନତା ପରଠାରୁ ଗଠିତ...
୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ – ଦୁଇ ବଙ୍ଗାଳି ଯୁବକ ଗିରଫ
ମୋହନା, ୧୧/୦୭ (ଓଡ଼ିଆ ପୁଅ/ହନୀ ବିଷୋୟୀ) ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡି ଗ୍ରାମ ନିକଟ NH ୩୨୬ ରାସ୍ତା ନିକଟରେ ଏକ ମେକ୍ସପିକ୍ପ ଗାଡ଼ିରୁ ୨୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ...
ତିନି କରୋନା ଯୋଦ୍ଧା ଆଖି ବୁଜିଲେ
ଗଞ୍ଜାମ ୧୨-୭ (ଓଡ଼ିଆ ପୁଅ) ଗଞ୍ଜାମ ଜିଲ୍ଲାରେ ତିନିଜଣ କରୋନା ଯୋଦ୍ଧାଙ୍କର ନିଧନ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି।
ରାଜ୍ୟରେ କରୋନା ସଂକ୍ରମଣରେ ଗଞ୍ଜାମ ଜିଲ୍ଲା ସର୍ବାଗ୍ରେ ଅଛି। ଆଜି ତିନିଜଣ କରୋନା...
ଅମିତାଭ ଏବଂ ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କୁ କରୋନା
ମୁମ୍ବାଇ ୧୨-୭ (ଓଡ଼ିଆ ପୁଅ) : ଅମିତାଭ ବଚ୍ଚନ ଓ ଅଭିଷେକଙ୍କ ପରେ ବୋହୂ ଐଶ୍ବର୍ଯ୍ୟା ରାୟ ଓ ନାତୁଣୀ ଆରାଧ୍ୟାଙ୍କର ନମୁନା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି। କିନ୍ତୁ ଭଲ ଖବରଯେ,...
କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...
ଭୁବନେଶ୍ୱର ୧୩-୭ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୫୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ୧୩୧୨୧କୁ ବୃଦ୍ଧି ହୋଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୯୪ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୦୧ ଆକ୍ରାନ୍ତ...
ପୁଣି ରାଜ୍ୟରେ କରୋନା ନେଲା ୩ ମୁଣ୍ଡ – ମୃତ୍ୟୁ ସଂଖ୍ୟା ୬୪ କୁ...
ଭୁବନେଶ୍ୱର ୧୨-୭ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୩ ମୁଣ୍ଡ। ଗଞ୍ଜାମରୁ (୩ଜଣ) କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି।
କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୬୪ କୁ ବୃଦ୍ଧି ପାଇଛି।
ଏ ନେଇ ଓଡ଼ିଶା...
ରାଜ୍ୟରେ ୫୯୫ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୧୩୧୨୧ କୁ ବୃଦ୍ଧି, ଜାଣନ୍ତୁ କେଉଁ...
ଭୁବନେଶ୍ୱର ୧୨-୭ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୫୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୩୧୨୧କୁ ବୃଦ୍ଧି ହୋଇଛି।
- ନୂଆ ଆକ୍ରାନ୍ତ: ୫୯୫
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୯୪
- ସ୍ଥାନୀୟ...
ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି – ଆଜି ସର୍ବାଧିକ, ଦେଶରେ ୨୮,୬୩୭...
ନୂଆ ଦିଲ୍ଲୀ ୧୦-୭ (ଓଡ଼ିଆ ପୁଅ) ଆଜିବି ଦେଶରେ ୨୮,୬୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୫୫୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ...
ଅମିତାଭ ବଚ୍ଚନଙ୍କ ପରେ ଅଭିଷେକ ବଚ୍ଚନ କରୋନା ଆକ୍ରାନ୍ତ
ମୁମ୍ବାଇ ୧୨-୭ (ଓଡ଼ିଆ ପୁଅ) ଗତକାଲି ସଂଧ୍ୟାରେ ମହାନାୟକ ଅମିତାଭ ବଚ୍ଚନ କରୋନା ଭୂତାଣୁ ଆକ୍ରାନ୍ତ ହୋଇଥିବା କଥା ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ। ତେଣୁ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ...
ଭାରତର ପୂର୍ବତନ କ୍ରିକେଟର ଚେତନ ଚୌହାନ କରୋନା ଆକ୍ରାନ୍ତ
ନୂଆ ଦିଲ୍ଲୀ ୧୧-୭ (ଓଡ଼ିଆ ପୁଅ) ଭାରତର ପୂର୍ବତନ କ୍ରିକେଟର ଚେତନ ଚୌହାନ କରୋନା ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ଦିନ ତାଙ୍କର କୋଭିଡ -୧୯ ଟେଷ୍ଟ କରାଯାଇଥିଲା ଏବଂ ରିପୋର୍ଟ ପଜିଟିଭ୍ ଆସିଛି।
ଚୌହାନଙ୍କୁ...














