Home Coronavirus Outbreak ରାଜ୍ୟରେ ୫୭୦ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୧୨୫୨୬କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ...

ରାଜ୍ୟରେ ୫୭୦ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୧୨୫୨୬କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

241

ଭୁବନେଶ୍ୱର ୧୧-୭ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୫୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୨୫୨୬ କୁ ବୃଦ୍ଧି ହୋଇଛି।

– ନୂଆ ଆକ୍ରାନ୍ତ: ୫୭୦

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୮୪

– ସ୍ଥାନୀୟ ଅଞ୍ଚଳରୁ୧୮୬

– ୧୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ

– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ – ୨୧୮

 

– ଜାଣନ୍ତୁ କେଉଁ ଜିଲ୍ଲାରୁ –  କେତେ

 

୧- ଅନୁଗୁଳ ଜିଲ୍ଲାରୁ –  ୧୧

୨- ବାଲେଶ୍ୱର ଜିଲ୍ଲାରୁ –  ୩

୩- ଭଦ୍ରକ ଜିଲ୍ଲାରୁ –  ୨

୪- ବୌଦ୍ଦ ଜିଲ୍ଲାରୁ –  ୩

୫- କଟକ ଜିଲ୍ଲାରୁ –  ୪୬

୬- ଗଜପତି ଜିଲ୍ଲାରୁ –  ୨୫

୭- ଗଞ୍ଜାମ ଜିଲ୍ଲାରୁ –  ୨୧୮

୮- ଜଗତସିଂହପୁର ଜିଲ୍ଲାରୁ –  ୧୬

୯- ଯାଜପୁର ଜିଲ୍ଲାରୁ –  ୪୦

୧୦- ଝାରସୁଗୁଡ଼ା ଜିଲ୍ଲାରୁ –  ୩୧

୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୬

୧୨- କେନ୍ଦୁଝର ଜିଲ୍ଲାରୁ –  ୧୪

୧୩- ଖୋର୍ଦ୍ଧା : ୩୭

୧୪- କୋରାପୁଟ ଜିଲ୍ଲାରୁ –  ୧୧

୧୫- ମୟୁରଭଞ୍ଜ ଜିଲ୍ଲାରୁ –  ୧୦

୧୬- ନୟାଗଡ଼ ଜିଲ୍ଲାରୁ –  ୩୭

୧୭- ପୁରୀ ଜିଲ୍ଲାରୁ –  ୧୫

୧୮- ସମ୍ବଲପୁର ଜିଲ୍ଲାରୁ –  ୧

୧୯- ସୁନ୍ଦରଗଡ଼ ଜିଲ୍ଲାରୁ –  ୪୪

 

– ନୂଆ ସୁସ୍ଥ ହୋଇଥିଲେ ୫୬୫

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୩୨୭୨୮୮

– ମୋଟ ଆକ୍ରାନ୍ତ ୧୨୫୨୬

– ମୋଟ ସୁସ୍ଥ ହେଲେଣି ୭୯୭୨

– ସକ୍ରୀୟ ଆକ୍ରାନ୍ତ –  ୪୪୭୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.