Bureau
ପଂଚାୟତର ଜି.ଆର.ଏସ, କରୋନା ଆକ୍ରାନ୍ତ ଚିହ୍ନଟ ପରେ ଅଞ୍ଚଳରେ ଛନକା
ବଲାଙ୍ଗୀର, ୩୧-୦୭, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗଡଶଙ୍କର ଡୁଙ୍ଗରିପାଲି ପଞ୍ଚାୟତର ଜିଆରଏସ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ବଲାଙ୍ଗୀର କୋଭିଡ ହସସ୍ପିଟାଲରେ ଭର୍ତ୍ତି କରାଯାଇଛି।...
ଦିନକରେ ୩୩ ସ୍ଥାନୀୟ ସଂକ୍ରମଣ: ୯୭୨ ଛୁଇଁଲା ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା
ବାଲେଶ୍ୱର, ୩୧ା୭ (ଓଡ଼ିଆ ପୁଅ/ଅଭୟ ଦାସ) : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ଅତିକ୍ରମ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୩୫ହଜାର ଟପିଛି। ଅନୁରୂପ ଭାବେ ଓଡ଼ିଶାରେ ଗତ...
ମ୍ୟାଟ୍ରିକ୍ ପରୀକ୍ଷାରେ ଦେବର୍ଷି ଶିକ୍ଷା ନିକେତନକୁ ସଫଳତା ବିଦ୍ୟାଳୟ ପକ୍ଷରୁ କୃତୀ ଛାତ୍ରଛାତ୍ରୀଙ୍କୁ...
ବାଲେଶ୍ୱର, ୩୧ା୭ (ଓଡ଼ିଆ ପୁଅ/ଅଭୟ ଦାସ) : ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ଶତପ୍ରତିଶତ ସଫଳତା ଶତ ପ୍ରତିଶତ ସଫଳତା ପାଇଥିବା ବାଲେଶ୍ୱର ସହରର ଖପରାପଦାସ୍ଥିତ ଦେବର୍ଷି ଶିକ୍ଷା ନିକେତନରେ କୃତୀ ଛାତ୍ରଛାତ୍ରୀଙ୍କୁ...
ସରକାରଙ୍କ ଅଗଷ୍ଟମାସ କୋଭିଡ୍ ଗାଇଡଲାଇନ୍ ଜାରି – ବାଲେଶ୍ୱରରେ ଜିଲ୍ଲାପାଳଙ୍କ ଅତିରିକ୍ତ ନିର୍ଦ୍ଦେଶକୁ ଅପେକ୍ଷା
ବାଲେଶ୍ୱର, ୩୧ା୭ (ଓଡ଼ିଆ ପୁଅ/ଅଭୟ ଦାସ) : ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣକୁ ନେଇ ଅଗଷ୍ଟ ମାସ ପାଇଁ ନୂଆ ଗାଇଡ୍ ଲାଇନ୍ ଆଜି ଜାରି ହୋଇଥିଲେ ବି ବାଲେଶ୍ୱରରେ ଏହାର...
ବିନା ଏନଓସିରେ ଜନବସତିରେ ଗ୍ୟାସ୍ ଷ୍ଟକ୍ ପଏଣ୍ଟ ସ୍ଥାପନ : ସ୍ଥାନାନ୍ତର ଦାବିରେ କସିପଦା...
ବାଲେଶ୍ୱର, ୩୧ା୭ (ଓଡ଼ିଆ ପୁଅ/ଅଭୟ ଦାସ) : ଜନବସତି ମଧ୍ୟରେ ଉଜ୍ଜ୍ୱଳା ଗ୍ୟାସ୍ ସିଲିଣ୍ଡର ଗୋଦାମ ସ୍ଥାପନକୁ ବିରୋଧ କରି ସଦର ବ୍ଲକ କସିପଦା ସରପଞ୍ଚଙ୍କ ସମେତ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ...
ରିଲାଏନ୍ସ ଜିଓର ଏପ୍ରିଲ୍ ରୁ ଜୁନ୍ ପ୍ରଥମ ତ୍ରୟମାସ ନିଟ୍ ଲାଭ ୧୮୩% ବୃଦ୍ଧି...
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପ୍ରଥମ ତ୍ରୟମାସ ନିଟ୍ ଲାଭ ଗତ ବର୍ଷ ତୁଳନାରେ ୩୦-୬ ପ୍ରତିଶତ ବୃଦ୍ଧି ପାଇ ୧୩, ୨୪୮ କୋଟି ଟଙ୍କାରେ ପହଞ୍ଚିଛିମୁମ୍ବାଇ ୩୧-୭ (ଓଡ଼ିଆ ପୁଅ) : ଚଳିତ...
ମୀରାମ୍ବିକା ଆବାସିକ ବିଦ୍ୟାଳୟରେ ଶତପ୍ରତିଶତ ମ୍ୟାଟ୍ରିକ୍ ରେଜଲ୍ଟ
ବାଲେଶ୍ୱର, ୩୧-୭ (ଓଡ଼ିଆ ପୁଅ/ଅଭୟ ଦାସ): ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ଶତପ୍ରତିଶତ ସଫଳତା ପାଇଥିବା ବାଲେଶ୍ୱର ମଠସାଇସ୍ଥିତ ମୀରାମ୍ବିକା ଆବାସିକ ବିଦ୍ୟାଳୟରେ ଗୁରୁବାରଦିନ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି...
ଆଇନଜୀବୀଙ୍କ ବିୟୋଗରେ ଶୋକ
ବାଲେଶ୍ୱର, ୩୧-୭ (ଓଡ଼ିଆ ପୁଅ/ଅଭୟ ଦାସ): ବରିଷ୍ଠ ଆଇନ୍ଜୀବୀ ବିଭୁରଂଜନ ମିଶ୍ରଙ୍କ ଦେହାନ୍ତରେ ଟ୍ୟାକ୍ସ ବାର ଆସୋସିଏସନ ସମେତ ବାଲେଶ୍ୱର ଜିଲ୍ଲାର ଆଇନଜୀବୀ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି। ଗତକାଲି ରାତି...
ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି – ଏସପିଙ୍କଠାରେ ବିଧବାଙ୍କ ଫେରାଦ
ବାଲେଶ୍ୱର, ୩୧-୭ (ଓଡ଼ିଆ ପୁଅ/ଅଭୟ ଦାସ): ଅବହେଳା ଯୋଗୁଁ ଡାକ୍ତରଖାନାରେ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ ପୁଲିସର ଶୂନ୍ୟ କାର୍ଯ୍ୟାନୁଷ୍ଠାନକୁ ନେଇ ବାଲେଶ୍ୱର ଏସପିଙ୍କଠାରେ ଫେରାଦ ହୋଇଛନ୍ତି ଅଭିଯୋଗକାରିଣୀ...
ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ବିବାଦ – ଚାକିରି ହାତେଇବା ପାଇଁ ସୁଚିନ୍ତିତ...
ବାଲେଶ୍ୱର, ୩୧-୭ (ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଚତୁର୍ଥ ଶ୍ରେଣୀ କର୍ମଚାରୀ ବସନ୍ତ କୁମାର ବିନ୍ଧାଣୀ(୪୪)ଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଉଠିଛି ବିବାଦ। ତାଙ୍କର କାମଳ ରୋଗରେ ମୃତ୍ୟୁ ହୋଇଥିବା...
ଦୁର୍ଘଟଣାରେ‘ସମାଜ’ବାଲେଶ୍ୱର ସଂସ୍କରଣ ପରିଚାଳକ ଗୁରୁତର
ବାଲେଶ୍ୱର, ୩୧-୭ (ଓଡ଼ିଆ ପୁଅ/ଅଭୟ ଦାସ): ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ସମାଜ’ ବାଲେଶ୍ୱର ସଂସ୍କରଣ ପରିଚାଳକ ମଧୁସୂଦନ ଦାସ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ...
ଜାତୀୟ ଶିକ୍ଷାନୀତିକୁ ଏଆଇଏସ୍ଏଫ୍ର ବିରୋଧ
ଭୁବନେଶ୍ୱର ୩୧-୦୭ (ଓଡ଼ିଆ ପୁଅ) ସମଗ୍ର ଦେଶ ଜୀବନ ଓ ଜୀବିକାକୁ ମହାମାରୀ କବଳରୁ ବଂଚାଇବା ପାଇଁ ସଘଂର୍ଷ କଲାବେଳେ କେନ୍ଦ୍ର ସରକାର ଏହାର ସୁଯୋଗ ନେଇ ଜାତୀୟ ଶିକ୍ଷାନୀତି ପ୍ରଣୟନ କରିଛନ୍ତ...
ଚାଷୀଙ୍କ କୃଷି ବୀମା ଦାଖଲ ସମୟ ସୀମା ବୃଦ୍ଧି ପାଇଁ ପିସିସି ସଭାପତିଙ୍କ ଦାବି
ଭୁବନେଶ୍ୱର-୩୧/୭ (ଓଡ଼ିଆ ପୁଅ) -ସାମ୍ପ୍ରତିକ କରୋନା ପରିସ୍ଥିତି ରେ ରାଜ୍ୟର ଚାଷୀମାନେ ଅନାହାରକୁ ଗତି କରୁଥିବା ବେଳେ କୃଷି ବୀମା ଦାଖଲ କରିବା ପାଇଁ ଜୁଲାଇ ୩୧ ତାରିଖ ସମୟସୀମା ଧାର୍ଯ୍ୟ କରିବା...
୫ଲକ୍ଷ ଟଙ୍କାର ଭାଙ୍ଗ ଜବତ ଦୁଇ ଗିରଫ
ଗଜପତି/ମୋହନା, ୩୧/୦୭ (ଓଡ଼ିଆ ପୁଅ/ହନୀ ବିଷୋୟୀ) ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରାଣୀଖମା ନିକଟ ଜଙ୍ଗଲରେ ମୋହନା ପୋଲିସ ପେଟ୍ରୋଲିଙ୍ଗ ବେଳେ ଏକ ମେକ୍ସପିକ୍ପ ଗାଡ଼ି ରୁ ୩୮ବସ୍ତା ଭାଙ୍ଗ ଜବତ...
ଦିଲ୍ଲୀ ସରକାରଙ୍କୁ ଅନୁକରଣ କରନ୍ତୁ ନବୀନ-ନିରଞ୍ଜନ
ଭୁବନେଶ୍ୱର -୩୧/୭ (ଓଡ଼ିଆ ପୁଅ) -ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମହାଶୟ ଡିଜେଲର ୩୦ % ଭ୍ୟାଟକୁ କମେଇ ୧୬.୭୫ % କୁ ନେଇଆସିବା ଫଳରେ ଆଜି ଡିଜେଲ ତୈଳଦର ମୂଲ୍ୟ ଲିଟର ପିଛା ୮...
ଭାରତ ମାଟିରେ ରାଫେଲ ଯୁଦ୍ଧ ବିମାନ ଅବତରଣକୁ ‘ଗେମ୍ଚେଞ୍ଜର’ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ
- ରାଫେଲ ପହଞ୍ଚିବା ଆମ ଶକ୍ତିଶାଳୀ ବାୟୁସେନା ପାଇଁ ଏକ ଐତିହାସିକ ଦିବସ ଏବଂ ଦେଶ ପାଇଁ ଗୌରବର ମୁହୂର୍ତ୍ତ : ଶ୍ରୀ ଶାହ- ସ୍ୱରାଷ୍ଟ୍ରମନ୍ତ୍ରୀ କହିଲେ ଯେ ଏହି ନୂଆ ପିଢିର...
ଆଦିବାସୀଙ୍କ ବ୍ୟବସାୟ ବାଣିଜ୍ୟକୁ ଡିଜିଟାଲ କରିବା ପାଇଁ ଟ୍ରାଇଫେଡ୍ଓ ଆଦିବାସୀ ମନ୍ତ୍ରଣାଳୟର ପ୍ରୟାସ
- ଆଦିବାସୀ ହାଟରୁ ବିକ୍ରି ହୋଇନଥିବା ଲକ୍ଷାଧିକ ସାମଗ୍ରୀ କିଣିଲା ଟ୍ରାଇଫେଡ୍, ସେସବୁକୁ ଅନ୍ଲାଇନରେ ରିହାତି ଦରରେ ବିକ୍ରି କରିବ ନୂଆଦିଲ୍ଲୀ ୩୧-୭ (ଓଡ଼ିଆ ପୁଅ) କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ଅଧୀନ ଟ୍ରାଇଫେଡ୍ସଂସ୍ଥା...
ଆସନ୍ତା କାଲିଠୁ ଅନଲକ-୩ – ପଢ଼ନ୍ତୁ ମାର୍ଗଦର୍ଶିକା
- ଆବଦ୍ଧାଞ୍ଚଳ ବାହାରେ କେତେକ କାର୍ଯ୍ୟକଳାପ ପାଇଁ ଅନୁମତି
- ଅଗଷ୍ଟ ୩୧ ପର୍ଯ୍ୟନ୍ତ ଆବଦ୍ଧାଞ୍ଚଳରେ କଡାକଡି ଭାବେ କାର୍ଯ୍ୟକାରୀ ହେବ ଲକଡାଉନ
କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆବଦ୍ଧାଞ୍ଚଳ ବାହାରେ କେତେକ କାର୍ଯ୍ୟକ୍ରମ...
ରୁପେ ପ୍ଲାଟଫର୍ମରେ ଆଇଆରସିଟିସି-ଏସ୍ବିଆଇର ନୂଆ କୋ-ବ୍ରାଣ୍ଡେଡ କଣ୍ଟାକ୍ଟଲେସ୍କ୍ରେଡିଟକାର୍ଡ଼
- ରେଳବାଇକୁ ଆମେ ସବୁ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାକୁ ଦୃଢ ପ୍ରତିଜ୍ଞ ଏବଂ ପ୍ରଧାନମନ୍ତ୍ରୀଙ୍କ ମେକ୍ଇନ୍ଇଣ୍ଡିଆ ଲକ୍ଷ୍ୟ ପୂରଣ ପାଇଁ ଉଦ୍ୟମରତ : ରେଳବାଇ ମନ୍ତ୍ରୀ ଶ୍ରୀ ଗୋଏଲନୂଆ ଦିଲ୍ଲୀ ୩୧-୭ (ଓଡ଼ିଆ...
ବାୟୁସେନାରେ ରାଫେଲ ଜେଟ
ନୂଆ ଦିଲ୍ଲୀ ୩୧-୭ (ଓଡ଼ିଆ ପୁଅ) ପ୍ରଥମ ୫ଟି ରାଫେଲ ଏୟାର କ୍ରାଫ୍ଟ ଅମ୍ବାଲାସ୍ଥିତ ବାୟୁ ସେନା ଷ୍ଟେସନରେ ପହଞ୍ଚିଛି। ଫ୍ରାନ୍ସର ମେରିଗନାକସ୍ଥିତ ଡାସଲ୍ଟ ଆଭିଏସନ କେନ୍ଦ୍ରରୁ ଗତ ୨୭ ତାରିଖ ସକାଳୁ...











