Bureau
ପିଏମ ମୋଦୀଙ୍କ ବ୍ୟକ୍ତିଗତ ୱେବସାଇଟ୍ ଆକାଉଣ୍ଟକୁ ହ୍ୟାକ୍ ହୋଇଥିବା ଟ୍ୱିଟର ନିଶ୍ଚିତ କରିଛି
ବେଙ୍ଗାଲୁରୁ ୩ ସେପ୍ଟେମ୍ବର (ଓଡିଆ ପୁଅ) ଗୁରୁବାର ଦିନ ଟ୍ୱିଟର ନିଶ୍ଚିତ କରିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ୱେବସାଇଟର ଏକ ଆକାଉଣ୍ଟ ହ୍ୟାକ୍ ହୋଇଛି ଏବଂ ଏହାର ଅନୁଗାମୀମାନଙ୍କୁ କ୍ରିପ୍ଟୋକରେନ୍ସି...
ଆଜି ୟୁଏସଆଇଏସପିଏଫର ତୃତୀୟ ବାର୍ଷିକ ନେତୃତ୍ୱ ଶିଖର ସମ୍ମିଳନୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ
ନୂଆ ଦିଲ୍ଲୀ ୩-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୩, ୨୦୨୦ ରାତି ୯ଟା ବେଳେ ଭିଡିଓ କନଫରେନ୍ସ ମାଧ୍ୟମରେ ୟୁଏସଆଇଏସପିଏଫର ତୃତୀୟ ବାର୍ଷିକ ନେତୃତ୍ୱ ଶିଖର ସମ୍ମିଳନୀରେ...
ଆଉ ୧୧୮ଟି ମୋବାଇଲ୍ ଆପ୍ ର ପ୍ରଚଳନ ବନ୍ଦ କଲେ ସରକାର – କାହିଁକି...
- ଏହି ସବୁ ଆପଗୁଡ଼ିକ ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା, ଭାରତର ପ୍ରତିରକ୍ଷା, ରାଷ୍ଟ୍ରର ନିରାପତ୍ତା ଓ ଜନ ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଥିବାରୁ ସରକାର ଏଭଳି ପଦକ୍ଷେପ...
ଛାପା କାର୍ଯ୍ୟ ସଂକୋଚନ ସମ୍ପର୍କିତ ନିର୍ଦ୍ଦେଶାବଳୀ
- ପୂର୍ବରୁ ଯେଉଁସବୁ କ୍ୟାଲେଣ୍ଡର, ଡାଏରୀ, ସିଡୁଲର ଏବଂ ଅନୁରୂପ ଧରଣର ସାମଗ୍ରୀ କାଗଜରେ ଛପା ଯାଉଥିଲା, ଏବେ ସେସବୁ ବିଭିନ୍ନ ମନ୍ତ୍ରଣାଳୟ/ ବିଭାଗ/ ପିଏସୟୁ/ ପିଏସବିମାନଙ୍କ ଦ୍ୱାରା ଡିଜିଟାଲ ଫର୍ମାଟରେ ପ୍ରସ୍ତୁତ...
ଭାରତ-ଜାପାନ ବୟନ ସହଯୋଗ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ
ନୂଆ ଦିଲ୍ଲୀ ୨-୯ (ଓଡ଼ିଆ ପୁଅ)ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଜାପାନ, ଭାରତ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ବୟନ ସହଯୋଗ ସଂକ୍ରାନ୍ତ ବୁଝାମଣାପତ୍ରକୁ...
ଭାରତ-ଫିନ୍ଲ୍ୟାଣ୍ଡ ଭୂତତ୍ତ୍ୱ ଓ ଖଣିଜ ସମ୍ପଦ ବୁଝାମଣା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ
ନୂଆ ଦିଲ୍ଲୀ ୨-୯ (ଓଡ଼ିଆ ପୁଅ) ଖଣି, ଭୂତତ୍ତ୍ୱ ଓ ଖଣିଜ ସମ୍ପଦର ଉତ୍ତୋଳନ ଓ ବିକାଶ ପାଇଁ ମିଳିତଭାବେ କାର୍ଯ୍ୟ କରିବାକୁ ଭାରତ ଏବଂ ଫିନ୍ଲ୍ୟାଣ୍ଡ ରାଜି ହୋଇଛନ୍ତି। ଏଥିପାଇଁ ଦୁଇ...
ସିଭିଲ ସେବା ଦକ୍ଷତା ନିର୍ମାଣ ଜାତୀୟ କାର୍ଯ୍ୟକ୍ରମ ‘ମିଶନ କର୍ମଯୋଗୀ’କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ
ସିଭିଲ ସେବା ଦକ୍ଷତା ବୃଦ୍ଧି ପାଇଁ ନୂଆ ଜାତୀୟ ଢାଞ୍ଚା- ବ୍ୟକ୍ତିଗତ, ଆନୁଷ୍ଠାନିକ ଓ ପ୍ରକ୍ରିୟା ସ୍ତରରେ ଦକ୍ଷତା ନିର୍ମାଣ ପାଇଁ ବ୍ୟାପକ ସଂସ୍କାର ଆଣି ଲୋକସେବା ଯୋଗାଣ ବ୍ୟବସ୍ଥାକୁ ସୁଦକ୍ଷ କରିବାକୁ...
ଆତ୍ମନିର୍ଭର ଭାରତ ଅଭିଯାନରେ ସହଯୋଗୀ ହେବାକୁ ଆମେରିକୀୟ କମ୍ପାନୀଙ୍କୁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...
ୟୁଏସଆଇଏସପିଏଫ୍ ତୃତୀୟ ବାର୍ଷିକ ନେତୃତ୍ୱ ଶିଖର ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ
- ଆତ୍ମନିର୍ଭର ଭାରତ ଅଭିଯାନ କୋଭିଡ୍-୧୯ର ଆହ୍ୱାନକୁ ସୁଯୋଗରେ ପରିଣତ କରିବ- ଏକବିଂଶ ଶତାବ୍ଦୀରେ ଭାରତକୁ ଉତ୍ପାଦନ କ୍ଷେତ୍ରରେ ପେଣ୍ଠସ୍ଥଳି କରିବାର ଲକ୍ଷ୍ୟ- ଦେଶର...
ମାନସ ମଙ୍ଗରାଜଙ୍କୁ କରୋନା
ଭୁବନେଶ୍ୱର ୨-୯ (ଓଡ଼ିଆ ପୁଅ) : ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଟୁଇଟରରେ ସୂଚନା ଦେଇଛନ୍ତି।
ସେ ଟୁଇଟ କରି ଲେଖିଛନ୍ତି, “ମୋର...
ଭାରତରେ PUBG ନିଷେଧ : ଭାରତୀୟ ଖେଳାଳିଙ୍କ ପାଇଁ ବିକଳ୍ପ ଖେଳ – ପଢ଼ନ୍ତୁ
ନୂଆ ଦିଲ୍ଲୀ ୨-୯ (ଓଡ଼ିଆ ପୁଅ) ବୁଧବାରଦିନ ସରକାର ଲୋକପ୍ରିୟ ଗେମିଂ ଆପ୍ PUBG ସମେତ ୧୧୮ ଟି ମୋବାଇଲ୍ ଆପ୍ସକୁ ବ୍ୟାନ କରାଯାଇଛି। PUBG ର ବିକଳ୍ପ ଭାବରେ ଏବେ ଆପଣ...
ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ର ଅନୁମୋଦନ
ଭୁବନେଶ୍ୱର ୨-୯ (ଓଡ଼ିଆ ପୁଅ) ଆମ ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକ ଓଡ଼ିଶା ବିଶ୍ବବିଦ୍ୟାଳୟ ଅନିୟମ, ୧୯୮୯ ରେ ସ୍ଥାପିତ ବ୍ୟବସ୍ଥା ଅନୁସାରେ ପରିଗଳିତ ହୁଅନ୍ତି। ଆଜି ଦିନରେ, ଉକ୍ତ ଅଧିନିୟମର କିଛି...
ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା...
ଭୁବନେଶ୍ୱର, ୨ା୯(ଓଡ଼ିଆ ପୁଅ): ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ...
PUBG ସମେତ ୧୧୮ ଅଧିକ ଚାଇନିଜ୍ ଆପ୍ ବ୍ୟାନ
ନୂଆ ଦିଲ୍ଲୀ ୨-୯ (ଓଡ଼ିଆ ପୁଅ) ବୁଧବାରଦିନ ଚାଇନାର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ମଧ୍ୟରେ ବିବାଦ ମଧ୍ୟରେ କେନ୍ଦ୍ର ସରକାର PUBG ସମେତ ୧୧୮ ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ...
ଦେଶରେ ୭୮, ୩୫୭ ନୂଆ କରୋନା ଆକ୍ରାନ୍ତ, ୧୦୪୫ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୬୬,...
ନୂଆ ଦିଲ୍ଲୀ ୦୨-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୭୮, ୩୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧୦୪୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ...
କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...
ଭୁବନେଶ୍ୱର ୦୨-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୩୨୧୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୦୯୭୮୦ କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୩୧...
ରାଜ୍ୟରେ ପୁଣି କରୋନା ନେଲା ୧୧ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୫୧୪ କୁ...
ଭୁବନେଶ୍ୱର ୦୨-୦୯ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୧ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୫୧୪ କୁ ବୃଦ୍ଧି ପାଇଛି।ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ବାଲେଶ୍ୱର ଜିଲ୍ଲାରୁ...
ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୩୨୧୯ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ...
ଭୁବନେଶ୍ୱର ୦୨-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୩୨୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୦୯୭୮୦ କୁ ବୃଦ୍ଧି ପାଇଛି।– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ– ଖୋର୍ଦ୍ଧା...
ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକଙ୍କୁ...
ନୂଆ ଦିଲ୍ଲୀ ୧-୯ (ଓଡ଼ିଆ ପୁଅ) ସୋମବାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ମୋଡ଼ ଆସିଛି। ଡ୍ରଗ୍ସ ଆଙ୍ଗଲ୍ ଆସିବା ପରଠାରୁ ରିୟା ଏବଂ ତାଙ୍କ ଭାଇ ସୌଭିକ...
ଏକଲବ୍ୟ ଓ ଆଶ୍ରମ ସ୍କୁଲ୍ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ନ କଲେ ଗଣ...
ସମ୍ବଲପୁର, ୦୧/୦୯ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଠାରେ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ନିର୍ମିତ ଜ଼ିଲ୍ଲା ର ଏକ ମାତ୍ର ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ରହିଛି। ଏହି...
ପ୍ଲାଜ୍ମା ଦାନରେ ଓଡିଶା ପୋଲିସର ୧୦୦ ସଂଖ୍ୟା ଅତିକ୍ରମ
ଭୁବନେଶ୍ୱର ୧-୯ (ଓଡ଼ିଆ ପୁଅ) ଆଜି ସୁଦ୍ଧା ଓଡିଶା ପୋଲିସରେ କାର୍ଯ୍ୟରତ ୧୦୭ ଜଣ କରୋନା ଯୋଦ୍ଧା କୋଭିଡ୍ କୁ ହରାଇବା ପରେ ପ୍ଲାଜ୍ମା ଦାନ କରି ଓଡିଶା ପୋଲିସକୁ ଗୌରାବାନ୍ୱୀତ କରିଛନ୍ତି।...








