Home Coronavirus Outbreak ମାନସ ମଙ୍ଗରାଜଙ୍କୁ କରୋନା

ମାନସ ମଙ୍ଗରାଜଙ୍କୁ କରୋନା

186

ଭୁବନେଶ୍ୱର ୨-୯ (ଓଡ଼ିଆ ପୁଅ) : ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଟୁଇଟରରେ ସୂଚନା ଦେଇଛନ୍ତି।
ସେ ଟୁଇଟ କରି ଲେଖିଛନ୍ତି, “ମୋର କୋଭିଡ଼ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇପଡିବାରୁ କୋଭିଡ଼ ହସ୍ପିଟାଲରେ ଭର୍ତି ହୋଇଛି। ନିକଟ ଅତୀତରେ ମୋର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ନିଜ ନିଜର କୋଭିଡ଼ ଟେଷ୍ଟ କରାଇ ନେବାକୁ ଅନୁରୋଧ । ମୋର ଆରୋଗ୍ୟ କାମନା କରିଥିବା ସହୃଦୟ ବ୍ୟକ୍ତିବିଶେଷଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.