Home Coronavirus Outbreak ଦେଶରେ ୭୮, ୩୫୭ ନୂଆ କରୋନା ଆକ୍ରାନ୍ତ, ୧୦୪୫ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୬୬, ୩୩୩କୁ...

ଦେଶରେ ୭୮, ୩୫୭ ନୂଆ କରୋନା ଆକ୍ରାନ୍ତ, ୧୦୪୫ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୬୬, ୩୩୩କୁ ବୃଦ୍ଧି

80

ନୂଆ ଦିଲ୍ଲୀ ୦୨-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୭୮, ୩୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧୦୪୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭, ୬୯, ୫୨୪ କୁ ବୃଦ୍ଧି ପାଇଛି ଓ ୮, ୦୧, ୨୮୨ ସକ୍ରୀୟ ଥିବାବେଳେ ଏବଂ ୨୯, ୦୧୯, ୦୯ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୬୬, ୩୩୩ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.