Home Coronavirus Outbreak ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୩୨୧୯ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୦୯୭୮୦...

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୩୨୧୯ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୦୯୭୮୦ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

183

ଭୁବନେଶ୍ୱର ୦୨-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୩୨୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୦୯୭୮୦ କୁ ବୃଦ୍ଧି ପାଇଛି।

–  ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୭୩୧

ନୂଆ ଆକ୍ରାନ୍ତ : ୩୨୧୯

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୯୩୧

– ସ୍ଥାନୀୟ ଅଞ୍ଚଳରୁ୧୨୮୮

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୬୬

୨- ବାଲେଶ୍ୱର ଜିଲ୍ଲାରୁ –  ୧୯୪

୩- ବରଗଡ଼ ଜିଲ୍ଲାରୁ –  ୧୮୫

୪- ଭଦ୍ରକ ଜିଲ୍ଲାରୁ –  ୮୭

୫- ବଲାଙ୍ଗୀର ଜିଲ୍ଲାରୁ –  ୧୦

୬- ବୌଦ୍ଦ ଜିଲ୍ଲାରୁ –  ୩୬

୭- କଟକ ଜିଲ୍ଲାରୁ –  ୪୦୦

୮- ଢେଙ୍କାନାଳ ଜିଲ୍ଲାରୁ –  ୩୭

୯- ଗଜପତି ଜିଲ୍ଲାରୁ –  ୨୭

୧୦- ଗଞ୍ଜାମ ଜିଲ୍ଲାରୁ –  ୧୬୯

୧୧- ଜଗତସିଂହପୁର ଜିଲ୍ଲାରୁ –  ୬୦

୧୨- ଯାଜପୁର ଜିଲ୍ଲାରୁ –  ୧୧୭

୧୩- ଝାରସୁଗୁଡ଼ା ଜିଲ୍ଲାରୁ –  ୬୦

୧୪- କଳାହାଣ୍ଡି ଜିଲ୍ଲାରୁ –  ୩୭

୧୫- କନ୍ଧମାଳ ଜିଲ୍ଲାରୁ –  ୩୨

୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫୭

୧୭- କେନ୍ଦୁଝର ଜିଲ୍ଲାରୁ –  ୧୦୨

୧୮- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୭୩୧

୧୯- କୋରାପୁଟ ଜିଲ୍ଲାରୁ –  ୯୦

୨୦- ମାଲକାନଗିରି : ୧୩

୨୧- ମୟୁରଭଞ୍ଜ ଜିଲ୍ଲାରୁ –  ୧୩୭

୨୨- ନବରଙ୍ଗପୁର ଜିଲ୍ଲାରେ: ୫୫

୨୩- ନୟାଗଡ଼ ଜିଲ୍ଲାରୁ –  ୬୨

୨୪- ନୂଆପଡ଼ା ଜିଲ୍ଲାରୁ –  ୪୯

୨୫- ପୁରୀ ଜିଲ୍ଲାରୁ –  ୨୧୭

୨୬- ରାୟଗଡ଼ା ଜିଲ୍ଲାରୁ –  ୨୫

୨୭- ସମ୍ବଲପୁର ଜିଲ୍ଲାରୁ –  ୭୮

୨୮- ସୋନପୁର ଜିଲ୍ଲାରୁ –  ୨୬

୨୯- ସୁନ୍ଦରଗଡ଼ ଜିଲ୍ଲାରୁ –  ୬୦

– ନୂଆ ସୁସ୍ଥ ହୋଇଥିଲେ୩୪୮୪

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୮୯୧୦୯୯

– ମୋଟ ଆକ୍ରାନ୍ତ ୧୦୯୭୮୦

– ମୋଟ ସୁସ୍ଥ ହେଲେଣି ୮୦୭୭୦

– ସକ୍ରୀୟ ଆକ୍ରାନ୍ତ –  ୨୮୪୪୩

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.