Bureau
ଆପଣ SBI ଗ୍ରାହାକ ? ATM ରୁ ଟଙ୍କା ଉଠାଉଛନ୍ତି କି ? ସେପ୍ଟେମ୍ବର...
ନୂଆଦିଲ୍ଲୀ ୧୫-୯ (ଓଡ଼ିଆ ପୁଅ) : ଏସବିଆଇ ATM କାର୍ଡ଼ଧାରୀଙ୍କ ପାଇଁ ଏବେ ନୂଆ ନିୟମ। ଆପଣଙ୍କୁ ଏଟିଏମ୍ ରୁ ନଗଦ ଉଠାଣ ବେଳେ ସାଥିରେ କେବଳ ATM ନେଲେ ଚଳିବ ନାହିଁ।...
ଗଛ କାଟୁଥିବାବେଳେ ଗ୍ରାମବାସୀ ଧରାଇଲେ ବନବିଭାଗ ଛାଡ଼ିଦେଲେ
ତିର୍ତ୍ତୋଲ ୧୫/୦୯ (ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାଇଁଲୋ ପଞ୍ଚାୟତ ପୋଷଲ ମହାନଦୀ କଡ଼ରେ ଥିବା ଜଙ୍ଗଲରୁ ବିରାଟ ବିରାଟ ମୁଲ୍ୟବାନ ଗଛ କାଟିନେଇ ବଜାରେ ବିକ୍ରୟ କରି ମାଫିଆମାନେ ମାଲାମାଲ...
ମଦ୍ରାସା ବହେରୁଲ ଓଲୁମରେ ଥିବା ୨ଶିକ୍ଷକଙ୍କୁ ତୁରନ୍ତ ବଦଳି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡା ୧୪/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ରଣପଡାରେ ଥିବା ମଦ୍ରାସା ବହେରୁଲ ଓଲୁମରେ ଶିକ୍ଷକ ଥିବା ସେକ ଫିରୋଜ ଏବଂ ସେକ ଲିଆକତ ଅଲ୍ଲୀ ପାଠପଢାରେ ଖିଲାପ କରୁଥିବା ଜିଲ୍ଲାପାଳଙ୍କ...
ଅର୍ଥନୀତିର ସୁରକ୍ଷା, ସମସ୍ତଙ୍କୁ ଜୀବିକା ଦାବିରେ ସିପିଆଇର ସର୍ବ ଭାରତୀୟ ପ୍ରତିବାଦ ଦିବସ
ଭୁବନେଶ୍ୱର, ୧୪/୦୯ (ଓଡ଼ିଆ ପୁଅ) କରୋନା ଆଳରେ ସାଧାରଣ ମଣିଷ ଜୀବନ ଜୀବିକା ଉପରେ ପ୍ରଚଣ୍ଡ ଆକ୍ରମଣର ପ୍ରତିବାଦରେ ସମସ୍ତଙ୍କ ପାଇଁ ଜୀବିକା, ସମତା ଓ ନ୍ୟାୟ ଦାବିରେ ଆଜି ସଂସଦ ଅଧିବେଶନର...
ଇମ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ପୀଡିତାକୁ ନ୍ୟାୟ ଦାବିରେ ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଳା ଯୁବ...
ଭୁବନେଶ୍ୱର ୧୪-୯ (ଓଡ଼ିଆ ପୁଅ) - ଭୁବନେଶ୍ୱରସ୍ଥିତ ଇମ୍ଫୋସିଟି୍ ଅଂଚଳରେ ହୋଇଥିବା ନାବାଳିକା ଗଣଦୁଷ୍କର୍ମ ପୀଡିତାକୁ ନ୍ୟାୟ ଦାବିରେ ଆଜି ଭୁବେନଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ରଂଜିତ ପାତ୍ର ଓ...
ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିର କୃଷି ଇନ୍ପୁଟ୍ ସବସିଡ୍ ୩ଗୁଣା...
ଭୁବନେଶ୍ୱର, ୧୫/୯ (ଓଡ଼ିଆ ପୁଅ) - ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଷୀ ଫସଲ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଫଳରେ ଜୀବନ ଓ ଜୀବିକା ପାଇଁ ପରବର୍ତ୍ତୀ ଚାଷ କରି ବଂଚିବା...
ଚାଷୀ ରମାକାନ୍ତ ମଳିକଙ୍କ ଆତ୍ମହତ୍ୟା ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଅସଲ ଚେହେରା, ଚରିତ୍ର ଓ...
ଭୁବନେଶ୍ୱର ୧୫-୯ (ଓଡ଼ିଆ ପୁଅ) – ରାଜ୍ୟରେ ୬୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି। ଚଳିତ ମହା ପ୍ରଳୟଙ୍କରୀ ବନ୍ୟା ଚାଷୀର ଝାଳବୁହା ପରିଶ୍ରମକୁ ଖିନ୍ଭିନ୍ କରି ଦେଇଛି। ଅମଳର...
ଚାଇନିଜ୍ ଆପ୍ ଉପରେ ନିଷେଧାଦେଶ ପରେ ବର୍ତ୍ତମାନ ମୋବାଇଲ୍ ହ୍ୟାଣ୍ଡ ସେଟ ଉପରେ ମଧ୍ୟ...
ନୂଆ ଦିଲ୍ଲୀ ୧୫-୯ (ଓଡ଼ିଆ ପୁଅ) ସରକାର ଏବେ ଚାଇନିଜ୍ ଆପ୍ ପରେ ଚାଇନାର ମୋବାଇଲ୍ ହ୍ୟାଣ୍ଡସେଟ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇପାରନ୍ତି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୧୯ ରେ...
ମୌସୁମୀ ଅଧିବେଶନ : ରାଜ୍ୟସଭାରେ ବିମାନ ସଂଶୋଧନ ବିଧେୟକ ପାସ୍
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୫ (ଓଡ଼ିଆ ପୁଅ) : ପୂର୍ବ ଲଦାଖରେ ଭାରତୀୟ ଏବଂ ଚୀନ୍ ସୈନ୍ୟଙ୍କ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲୋକସଭାରେ ଭାଷଣ ଦେବାକୁ ଯାଉଥିବାରୁ...
ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୪୫ ନୂଆ ଆକ୍ରାନ୍ତ ଚିହ୍ନଟ, ୮ ମୃତ –...
ଭୁବନେଶ୍ୱର ୧୫-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୫୮୬୫୦ କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୭...
ବ୍ରିଟେନ ଗଟ୍ ଟ୍ୟାଲେଣ୍ଟ ସେମିଫାଇନାଲରେ ୧୦ ବର୍ଷର ଭାରତୀୟ ଝିଅ ସୁପର୍ନିକା ନାୟାର
ନୂଆ ଦିଲ୍ଲୀ ୧୫ ସେପ୍ଟେମ୍ବର (ଓଡ଼ିଆ ପୁଅ) ବ୍ରିଟେନର ଗଟ୍ ଟ୍ୟାଲେଣ୍ଟର ସେମିଫାଇନାଲରେ ପହଁଚିଛନ୍ତି ୧୦ ବର୍ଷ ବୟସ୍କା ସିଙ୍ଗର ସେନ୍ସେସ୍ ସୁପର୍ନିକା ନାୟାର।
ସୁପର୍ନିକା ନାୟାର, ବ୍ରିଟେନର ଗଟ୍ ଟ୍ୟାଲେଣ୍ଟରେ ସମସ୍ତଙ୍କ ହୃଦୟ...
ରାଜ୍ୟରେ ପୁଣି କରୋନା ନେଲା ୮ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୬୪୫ କୁ...
ଭୁବନେଶ୍ୱର ୧୫-୦୯ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୮ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୬୪୫ କୁ ବୃଦ୍ଧି ପାଇଛି।ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ବୌଦ୍ଦ ଜିଲ୍ଲାରୁ ଜଣେ,କଟକ...
ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୪୫ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ...
ଭୁବନେଶ୍ୱର ୧୫-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୫୮୬୫୦ କୁ ବୃଦ୍ଧି ପାଇଛି।– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ– ଖୋର୍ଦ୍ଧା...
ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ପାଇଁ ଏନଡିଏକୁ ସମର୍ଥନ କରିବା ପରେ ବିଜେଡି ଦଳର ଅସଲ...
ଭୁବନେଶ୍ୱର ୧୪-୯ (ଓଡ଼ିଆ ପୁଅ) – ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ପାଇଁ ଏନ୍ଡିଏକୁ ସମର୍ଥନ କରିବା ବିଜେଡି ଘୋଷଣା କରିବା ପରେ ବିଜେଡି ଦଳର ଅସଲ ରୂପ ପ୍ରକାଶ ପାଇଛି ବୋଲି ପିସିସି...
ଇସ୍ପାତ ପୁଞ୍ଜ
ନୂଆ ଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) ଦେଶରେ ଇସ୍ପାତ ପୁଞ୍ଜର ବିକାଶ ପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ଏକ ଚିଠା ନୀତି ପ୍ରସ୍ତୁତ କରିଛି। ବର୍ତ୍ତମାନର ଇସ୍ପାତ ପୁଞ୍ଜଗୁଡିକର ବିକାଶ ସହ ପରିବେଶ...
ସେପ୍ଟେମ୍ବର ୧୫ରେ ସହରାଞ୍ଚଳ ଭିତ୍ତିଭୂମି ସହ ଜଡିତ ବିହାରର ୭ଟି ପ୍ରକଳ୍ପର ଶିଳାନ୍ୟାସ ଓ...
ନୂଆ ଦିଲ୍ଲୀ ୧୫-୯ (ଓଡ଼ିଆ ପୁଅ) ସହରାଞ୍ଚଳ ଭିତ୍ତିଭୂମି ସହ ଜଡ଼ିତ ବିହାରର ୭ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୫ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ...
ଆସନ୍ତା ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ – ଏହି ଅବସରରେ...
- ସେପ୍ଟେମ୍ବର ୧୪ରୁ ୨୦ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯିବ
- ସପ୍ତାହ ବ୍ୟାପୀ ବିଭିନ୍ନ ସେବାମୁଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ
- ପ୍ରତ୍ୟେକ ବୁଥରେ ୭୦ଟି ଲେଖାଏଁ ବୃକ୍ଷରୋପଣ ଓ ପର୍ଯ୍ୟବରଣ ସୁରକ୍ଷା...
ଓଡିଶାର ଜିଲା ଖଣିଜ ପାଣ୍ଠି (ଡିଏମ୍ଏଫ୍) ଗୁଡିକରୁ ଆୟକର ଟିକସ କଟିବ ନାହିଁ ...
ଭୁବନେଶ୍ୱର: ଚଳିତ ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗେଜେଟ୍ ଅଫ୍ ଇଣ୍ଡିଆ, ଓଡିଶାର ଜିଲ୍ଲା ଖଣିଜ ପାଣ୍ଠିଗୁଡିକୁ ଆଶାନ୍ୱିତ ଆଶ୍ୱସ୍ତି ପ୍ରଦାନ କରିଛି। ଏହା ହେଉଛି...
ବିଶିଷ୍ଟ ଶିଶୁ ସାହିତ୍ୟିକ ନଦିଆ ବିହାରୀ ମହାନ୍ତିଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ
ଭୁବନେଶ୍ୱର, ତା-୧୪/୦୯(ଓଡ଼ିଆ ପୁଅ) :କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ ବିଶିଷ୍ଟ ଶିଶୁ ସାହିତ୍ୟିକ ଶ୍ରୀ ନଦିଆ ବିହାରି ମହାନ୍ତିଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା...
ଆକ୍ରାନ୍ତ ୪୯ ଲକ୍ଷ ପାର, ମୃତ୍ୟୁ ୮୦ ହଜାର ପାର – ଦେଶରେ ୮୩,...
ନୂଆ ଦିଲ୍ଲୀ ୧୫-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୮୩, ୮୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୦୫୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।...














