Home ଓଡ଼ିଶା ଆକ୍ରାନ୍ତ ୪୯ ଲକ୍ଷ ପାର, ମୃତ୍ୟୁ ୮୦ ହଜାର ପାର – ଦେଶରେ ୮୩, ୮୦୯...

ଆକ୍ରାନ୍ତ ୪୯ ଲକ୍ଷ ପାର, ମୃତ୍ୟୁ ୮୦ ହଜାର ପାର – ଦେଶରେ ୮୩, ୮୦୯ ନୂଆ କରୋନା ଆକ୍ରାନ୍ତ, ୧, ୦୫୪ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୮୦, ୭୭୬ କୁ ବୃଦ୍ଧି

78

ନୂଆ ଦିଲ୍ଲୀ ୧୫-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୮୩, ୮୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୦୫୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯, ୩୦, ୨୩୭ କୁ ବୃଦ୍ଧି ପାଇଛି ଓ ୯, ୯୦, ୦୬୧ ସକ୍ରୀୟ ଥିବାବେଳେ ଏବଂ ୩୮, ୫୯, ୪୦୦ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୮୦, ୭୭୬ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.