ad
ଓଡ଼ିଶା

ଆକ୍ରାନ୍ତ ୪୯ ଲକ୍ଷ ପାର, ମୃତ୍ୟୁ ୮୦ ହଜାର ପାର – ଦେଶରେ ୮୩, ୮୦୯ ନୂଆ କରୋନା ଆକ୍ରାନ୍ତ, ୧, ୦୫୪ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୮୦, ୭୭୬ କୁ ବୃଦ୍ଧି

ନୂଆ ଦିଲ୍ଲୀ ୧୫-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୮୩, ୮୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୦୫୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯, ୩୦, ୨୩୭ କୁ ବୃଦ୍ଧି ପାଇଛି ଓ ୯, ୯୦, ୦୬୧ ସକ୍ରୀୟ ଥିବାବେଳେ ଏବଂ ୩୮, ୫୯, ୪୦୦ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୮୦, ୭୭୬ କୁ ବୃଦ୍ଧି ପାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top