Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୪୫ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୫୮୬୫୦...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୪୫ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୫୮୬୫୦ କୁ ବୃଦ୍ଧି

189

ଭୁବନେଶ୍ୱର ୧୫-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୫୮୬୫୦ କୁ ବୃଦ୍ଧି ପାଇଛି।


– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୫୧୭

– ନୂଆ ଆକ୍ରାନ୍ତ : ୩୬୪୫

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୧୫୧

– ସ୍ଥାନୀୟ ଅଞ୍ଚଳରୁ୧୪୯୪

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୩୯

୨- ବାଲେଶ୍ୱର ଜିଲ୍ଲାରୁ –  ୧୫୬

୩- ବରଗଡ଼ ଜିଲ୍ଲାରୁ –  ୧୫୭

୪- ଭଦ୍ରକ ଜିଲ୍ଲାରୁ –  ୧୪୩

୫- ବଲାଙ୍ଗୀର ଜିଲ୍ଲାରୁ –  ୩୯

୬- ବୌଦ୍ଦ ଜିଲ୍ଲାରୁ –  ୩୦

୭- କଟକ ଜିଲ୍ଲାରୁ –  ୩୫୭

୮- ଦେବଗଡ଼ ଜିଲ୍ଲାରୁ –  ୧୫

୯- ଢେଙ୍କାନାଳ ଜିଲ୍ଲାରୁ –  ୬୮

୧୦- ଗଜପତି ଜିଲ୍ଲାରୁ –  ୯

୧୧- ଗଞ୍ଜାମ ଜିଲ୍ଲାରୁ –  ୪୬

୧୨- ଜଗତସିଂହପୁର ଜିଲ୍ଲାରୁ –  ୯୫

୧୩- ଯାଜପୁର ଜିଲ୍ଲାରୁ –  ୧୧୬

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୯୧

୧୫- କଳାହାଣ୍ଡି ଜିଲ୍ଲାରୁ –  ୭୯

୧୬- କନ୍ଧମାଳ ଜିଲ୍ଲାରୁ –  ୯୫

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭୫

୧୮- କେନ୍ଦୁଝର ଜିଲ୍ଲାରୁ –  ୫୬

୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୫୧୭

୨୦- କୋରାପୁଟ ଜିଲ୍ଲାରୁ –  ୯୫

୨୧- ମାଲକାନଗିରି : ୩୩

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୧୩୭

୨୩- ନବରଙ୍ଗପୁର ଜିଲ୍ଲାରେ: ୯୦

୨୪- ନୟାଗଡ଼ ଜିଲ୍ଲାରୁ –  ୩୮

୨୫- ନୂଆପଡ଼ା ଜିଲ୍ଲାରୁ –  ୯୦

୨୬- ପୁରୀ ଜିଲ୍ଲାରୁ –  ୨୪୬

୨୭- ରାୟଗଡ଼ା ଜିଲ୍ଲାରୁ –  ୭୯

୨୮- ସମ୍ବଲପୁର ଜିଲ୍ଲାରୁ –  ୧୨୭

୨୯- ସୋନପୁର ଜିଲ୍ଲାରୁ –  ୯୯

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୮୪

୩୧- State Pool: ୩୪୪

– ନୂଆ ସୁସ୍ଥ ହୋଇଥିଲେ୩୩୮୨

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୫୧୬୪୫୭

– ମୋଟ ଆକ୍ରାନ୍ତ ୧୫୮୬୫୦

– ମୋଟ ସୁସ୍ଛ ହୋଲେଣି ୧୨୨୦୨୪

ସକ୍ରୀୟ  ଆକ୍ରାନ୍ତ: ୩୫୯୨୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.