Home Authors Posts by Bureau

Bureau

17676 POSTS 0 COMMENTS

ବିଶିଷ୍ଟ ଅଭିନେତା ରବି ମିଶ୍ରଙ୍କ ପରଲୋକ

0
ଭୁବନେଶ୍ୱର ୨୦-୧ (ଓଡ଼ିଆ ପୁଅ) ବିଶିଷ୍ଟ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ହୃଦଘାତରେ ପରଲୋକ ହୋଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରବିମିଶ୍ର। ଅନେକ ଧାରାବାହିକ,...

ସଡ଼କ ସୁରକ୍ଷା ସପ୍ତାହ ପାଳନ ପ୍ରଥମ ଦିନ ୫୦ଟି ମାମଲାରେ ୧ ଲକ୍ଷ ୮୫...

0
ପୁରୀ, ୧୯/୦୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଅମାନିଆ ଗାଡ଼ିଚାଳକଙ୍କ ପ୍ରତି ପୁରୀ ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଗତକାଲି ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ପୁରୀ ଟ୍ରାଫିକ ପୋଲିସ ଓ...

ସମଲେଶ୍ବରୀ ମନ୍ଦିରର ପାରିପାର୍ଶିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ସକାଶେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ମରୀୟ...

0
ସମ୍ବଲପୁର,୧୯/୦୧(ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁରର ଅଧୃଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ...

ସମ୍ବଲପୁରରେ ଚଳଚ୍ଚିତ୍ର ନିର୍ମାଣ ଓ ସମ୍ପାଦନା ଉପରେ କର୍ମଶାଳା

0
ସମ୍ବଲପୁର,୨୦/୦୧(ଓଡ଼ିଆ ପୁଅ/ସରୋଜ ସାହୁ): ସ୍ଥାନୀୟ ସାଂସ୍କୃତିକ ସମାଜର ସ୍ଵାଧୀନତା ସଂଗ୍ରାମୀ ହଲ ଠାରେ ତ୍ରିଦିବସୀୟ ଚଳଚ୍ଚିତ୍ର ପ୍ରସ୍ତୁତି ଓ ରୂପେଲୀ ପରଦାରେ ଅଭିନୟ ସମ୍ପର୍କୀତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ...

କୁହୁଡ଼ି ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୧୩ ମୃତ

0
କୋଲକାତା ୨୦-୧ (ଓଡ଼ିଆ ପୁଅ) କୁହୁଡ଼ିରେ ଦୃଶ୍ୟମାନତା ହ୍ରାସ ହେତୁ ଦୁର୍ଘଟଣାରେ ଘଟିଛି। ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ମଙ୍ଗଳବାର...

ଆଜି କୃଷକଙ୍କ ସହ ଦଶମ ରାଉଣ୍ଡ ଆଲୋଚନା

0
ନୂଆଦିଲ୍ଲୀ ୨୦-୧ (ଓଡିଆ ପୁଅ) ତିନୋଟି କୃଷି ନିୟମ ବିରୁଦ୍ଧରେ କୃଷକ ଆନ୍ଦୋଳନ ସମାପ୍ତ କରିବାର ନାମ ନେଉନାହାଁନ୍ତି। ବୁଧବାର ଦିନ କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦଶମ ରାଉଣ୍ଡ...

ଆଜି ଜୋ ବିଡେନ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ

0
ନୂଆ ଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) ଜୋ ବିଡେନ-କମଲା ହାରିସ ଆଜି ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବିଡେନ ଏବଂ ନବ ନିର୍ବାଚିତ...

୫୦ ବର୍ଷ ପରେ ବଡ଼ ପରିବର୍ତ୍ତନ : ସଂସ୍କୃତ ସହିତ ବିଜ୍ଞାନ ପରୀକ୍ଷା ଦେଇପାରିବେ...

0
କାନପୁର : ୨୦ ଜାନୁଆରୀ (ଓଡିଆ ପୁଅ) ଆସନ୍ତା ଶିକ୍ଷା ବର୍ଷରୁ ଉତ୍ତରପ୍ରଦେଶ ସଂସ୍କୃତ ବିଦ୍ୟାଳୟ ଗୁଡ଼ିକରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବାସ୍ତବରେ, ୨୦୨୧ ମସିହାରେ, ଛାତ୍ର ବୋର୍ଡ ପରୀକ୍ଷା ସଂସ୍କୃତ...

ଆହ୍ଲାବାଦ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ : ବିବାହିତ ହୋଇ, ଛାଡ଼ପତ୍ର ନ ଦେଇ ଲିଭ୍...

0
ପ୍ରୟାଗରାଜ/ନୂଆ ଦିଲ୍ଲୀ ୧୯-୧ (ଓଡିଆ ପୁଅ) ଲିଭ୍‌ଇନ୍ ରିଲେସନ୍‌ରେ ରହିବା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ଆହ୍ଲାବାଦ ହାଇକୋର୍ଟ। କୋର୍ଟ କହିଛନ୍ତି ଯେ, ବିବାହିତା ଛାଡ଼ପତ୍ର ନଦେଇ ଅନ୍ୟଜଣେ ବ୍ୟକ୍ତିଙ୍କ ସହିତ...

ଦଳବିରୋଧୀ କାର୍ଯ୍ୟ କାରଣରୁ ବିଜେପି ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ

0
ମୟୁରଭଞ୍ଜ ଜିଲ୍ଲା (ରାଇରଙ୍ଗପୁର ସାଂଗଠନିକ ଜିଲ୍ଲା) କରଞ୍ଜିଆ (ବିଜ୍ଞାପିତ) ନଗର ସଭାପତି ରୋହିତ୍ ପୃଷ୍ଟି ଏବଂ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଗିରିଧାରୀ ପୃଷ୍ଟିଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ ଭୁବନେଶ୍ୱର ୧୯/୦୧ (ଓଡ଼ିଆ ପୁଅ)...

୨ ବାଇକ୍ ମୁହାଁମୁହିଁ ଧକ୍କା ୩ ମୃତ

0
ମାଲକାନଗିରି ୧୯-୧ (ଓଡ଼ିଆ ପୁଅ) ମାଲକାନଗିରି ଜୟପୁର ଜାତୀୟ ରାଜପଥ ବିଜାଘଟିରେ ଆଜି ରାତ୍ରରେ ୨ ଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ତିନିଜଣ ମୃତ୍ୟୁ ହୋଇଛି। ପରିଚୟ ମିଳିନଥିବାବେଳେ ମାଲକାନଗିରି...

ଉତ୍ତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ – ଧର୍ମେନ୍ଦ୍ର ପ୍ରଧାନ

0
କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଇଣ୍ଡିଆନ୍ ଅଏଲ ଓ ଏନଡ଼ିଏମସି ମଧ୍ୟରେ ଏମଓୟୁ - ଇଣ୍ଡିଆନ ଅଏଲ ଏବଂ ଏନଡ଼ିଏମସିକୁ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଶୁଭେଚ୍ଛା - ଇଣ୍ଡିଆନ ଅଏଲର ସହଯୋଗରେ ଉତର ଦିଲ୍ଲୀର ରାଣିଖେରାରେ ନିର୍ମାଣ ହେବ...

ସମଲେଶ୍ବରୀ ମନ୍ଦିରର ପାରିପାର୍ଶିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ଖୁବଶୀଘ୍ର ଆରମ୍ଭ କରାଯିବ

0
ସମ୍ବଲପୁର ୧୯.୧ (ଓଡ଼ିଆ ପୁଅ) ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ...

ପ୍ରସ୍ତାବିତ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ପ୍ରକଳ୍ପ ସ୍ଥାନ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ...

0
ଭୁବନେଶ୍ୱର, ୧୯-୦୧ (ଓଡ଼ିଆ ପୁଅ) ଆଜି ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫T), ଶ୍ରୀ ଭି.କେ. ପାଣ୍ଡିଆନ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର ସ୍ବତନ୍ତ୍ର ସଚିବ...

ଚିକିତ୍ସା ଓ ପାର୍ଥିବ ଶରୀରକୁ ଫେରାଇବାରେ ସହୟତା କଲା ଓଡ଼ିଶା-ମୋ ପରିବାର

0
ଭୁବନେଶ୍ୱର ୧୯.୧ (ଓଡ଼ିଆ ପୁଅ) ବରଗଡ ଜିଲ୍ଲା ଅନ୍ତର୍ଗତ ଦିପ୍ତିପୁର ସ୍ଥିତ ତାଳ ଗ୍ରାମର ଶୋଭାଙ୍ଗିନୀ ଗରତିଆଙ୍କର ଗତ ୧୭ ତାରିଖରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ତାଙ୍କୁ ବରଗଡ...

ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

0
ଭୁବନେଶ୍ୱର ୧୯.୧ (ଓଡ଼ିଆ ପୁଅ) ସ୍ବାସ୍ଥ୍ୟ ସେବାକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଇଆସିଛନ୍ତି। ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ତଥା ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ...

କୃଷକଙ୍କ ପାଇଁ ଆନ୍ନା ବସିବେ ଅନସନରେ, କଲେ ଘୋଷଣା

0
ନୂଆ ଦିଲ୍ଲୀ ୧୯-୧ (ଓଡ଼ିଆ ପୁଅ) : ସ୍ୱାମୀନାଥନ ଆୟୋଗର ସୁପାରିଶ ଅନୁଯାୟୀ ଚାଷୀଙ୍କୁ ତାଙ୍କର ହକ୍ ମିଳୁ ସେଥିପାଇଁ ଆନ୍ନା ହାଜାରେ ଅନସନ କରିବାକୁ ଯାଉଛନ୍ତି ଏବଂ ଚାଷୀଙ୍କୁ ସେମାନଙ୍କ ଚାଷର...

ଡ୍ୟାନସିଂ ମଇଁଷି : ସିନେମା ଗୀତ ବାଜିଲେ ସମ୍ଭାଳି ପାରେନି, ନାଚିବା ଆରମ୍ଭ କରିଦିଏ...

0
ନୂଆ ଦିଲ୍ଲୀ ୧୯-୧ (ଓଡ଼ିଆ ପୁଅ) ସିନେମା ଗୀତ ବାଜିଲେ ପ୍ରାୟତଃ ସମସ୍ତଙ୍କର ପାଦ ତାଲେତାଳେ ହଲିଯାଇଥାଏ। ଏପରିକି ଜଣେ ବୃଦ୍ଧ ଶୋଇବାରୁ ଉଠି ନାଟିବା ଆରମ୍ଭ କରିଥିବା ସୋସିଆଲ ମିଡ଼ିଆରେ ଦେଖିଥିବେ।...

ଭାରତ ବାୟୋଟେକ୍, ଏହି ଲୋକଙ୍କୁ କୋଭାକ୍ସିନ ନେବାକୁ ମନା କଲା – ଜାରୀ କଲା...

0
ନୂଆଦିଲ୍ଲୀ ୧୯-୧ (ଓଡିଆ ପୁଅ) : ଶନିବାର ଠାରୁ ଦେଶରେ କରୋନା ଟୀକାକରଣ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ, ସିରମ୍ର କୋଭିସିଲ୍ଡ ଏବଂ ଭରତ ବାୟୋଟେକ୍ ର କୋଭାକ୍ସିନ ଲୋକଙ୍କୁ ଦିଆଯାଉଛି। ବର୍ତ୍ତମାନ...

ବିବାଦ ଦେଖି ‘ତାଣ୍ଡବ’ ନିର୍ମାତା ଅଲି ଅବ୍ବାସ ଜାଫର କ୍ଷମା ମାଗିଲେ

0
ନୂଆଦିଲ୍ଲୀ ୧୯ ଜାନୁଆରୀ (ଓଡ଼ିଆ ପୁଅ) ୱେବ୍ ସିରିଜ୍ 'ତାଣ୍ଡବ'କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ସିରିଜ୍ ନିର୍ମାତା ଅଲି ଅବ୍ବାସ ଜାଫର କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ ସେ...