Home ଓଡ଼ିଶା ୨ ବାଇକ୍ ମୁହାଁମୁହିଁ ଧକ୍କା ୩ ମୃତ

୨ ବାଇକ୍ ମୁହାଁମୁହିଁ ଧକ୍କା ୩ ମୃତ

31

ମାଲକାନଗିରି ୧୯-୧ (ଓଡ଼ିଆ ପୁଅ) ମାଲକାନଗିରି ଜୟପୁର ଜାତୀୟ ରାଜପଥ ବିଜାଘଟିରେ ଆଜି ରାତ୍ରରେ ୨ ଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ତିନିଜଣ ମୃତ୍ୟୁ ହୋଇଛି। ପରିଚୟ ମିଳିନଥିବାବେଳେ ମାଲକାନଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.