Home Authors Posts by Bureau

Bureau

17676 POSTS 0 COMMENTS

କର୍ଣ୍ଣାଟକ ବିସ୍ଫୋରଣ: ୮ ଶ୍ରମିକଙ୍କ ମୃତ୍ୟୁ, ଘଟଣାକୁ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ –...

0
ବେଙ୍ଗାଲୁରୁ, ୨୨-୧ (ଓଡିଆ ପୁଅ) ଗୁରୁବାର ରାତିରେ ଶିବାମୋଗାରେ ଏକ ଟ୍ରକରେ ଡାଇନାମାଇଟ୍ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖ...

ୱେବ୍ ସିରିଜ୍ ‘ମିର୍ଜାପୁର’ ମାମଲାରେ, ଆମାଜନ ପ୍ରାଇମ ଏବଂ ନିର୍ମାତାଙ୍କୁ ନୋଟିସ ଜାରି କଲେ...

0
ନୂଆଦିଲ୍ଲୀ ୨୨-୧ (ଓଡ଼ିଆ ପୁଅ) ୱେବ୍ ସିରିଜ୍ ' ମିର୍ଜାପୁର' ବିରୋଧରେ ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି ବେଳେ ସୁପ୍ରିମକୋର୍ଟ ଆମାଜନ ପ୍ରାଇମ ଏବଂ ସିରିଜର ନିର୍ମାତାଙ୍କୁ ନୋଟିସ ଜାରି କରିଛନ୍ତି।...

ପ୍ରଧାନମନ୍ତ୍ରୀ ମୋଦୀ କରୋନା ଟୀକା ନେଇପାରନ୍ତି – ଟୀକା ଉପରେ ଲୋକଙ୍କ ଉପରେ ବିଶ୍ୱାସ...

0
ନୂଆଦିଲ୍ଲୀ ୨୧-୧ (ଓଡିଆ ପୁଅ): ଦେଶରେ କରୋନା ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ଦେଶରେ କରୋନା ଟୀକାକରଣ କରାଯାଉଛି। ଯଦିଓ କିଛି ଲୋକଙ୍କର କରୋନା ଟୀକା ଉପରେ ସନ୍ଦେହ...

ଲାଲୁ ପ୍ରସାଦ ଯାଦବଙ୍କ ଫୁସଫୁସରେ ସଂକ୍ରମଣ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନ RIMS ପହଞ୍ଚିଲେ

0
ରାଞ୍ଚି ୨୧ -୧ (ଓଡ଼ିଆ ପୁଅ) ଚାରା ଘୋଟାଲା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆରଜେଡି ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଗୁରୁବାର ଦିନ ହଠାତ୍...

ତେଲେଙ୍ଗାନାରେ ଅଟୋ ଟ୍ରକ୍ ଧକ୍କାରେ ଛଅ ଜଣ ମହିଳାଙ୍କ ସମେତ ସାତ ଜଣଙ୍କର ମୃତ୍ୟୁ

0
ତେଲେଙ୍ଗାନା, ଜାନୁଆରୀ ୨୧ (ଓଡ଼ିଆ ପୁଅ) ନାଲଗୋଣ୍ଡା ଜିଲ୍ଲାର ହାଇଦ୍ରାବାଦ-ନାଗାର୍ଜୁନ ସାଗର ରାଜପଥରେ ଗୁରୁବାର ଦିନ ଏକ ଅଟୋ ରିକ୍ସା ଏବଂ ଏକ କଣ୍ଟେନର ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ଛଅ...

ଆସନ୍ତା କାଲି CWC ବୈଠକ : ନୂତନ କଂଗ୍ରେସ ସଭାପତି ପାଇଁ ହୋଇପାରେ ଆଲୋଚନା

0
ନୂଆଦିଲ୍ଲୀ, ୨୧- ୧ (ଓଡିଆ ପୁଅ) କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଣ୍ଣୟ କରୁଥିବା କଂଗ୍ରେସ ୱାର୍କିଂ କମିଟି (CWC)ର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଆଶା କରାଯାଉଛି ଯେ ଏହି...

ରିଲାଏନ୍‌ସ ଡିଜିଟାଲ୍ ପକ୍ଷରୁ ବୃହତ୍ ଓ ଉନ୍ନତ ଅଫର ସହିତ ଡିଜିଟାଲ୍ ଇଣ୍ଡିଆ ସେଲର...

0
ଗ୍ରାହକମାନେ ମୋବାଇଲ, ଲାପଟପ୍‌, ଟିଭି ଓ ୱାସିଂ ମେସିନ ଭଳି ଅନେକ ବର୍ଗରେ ଆକର୍ଷଣୀୟ ଓ ଅତୁଳନୀୟ ଅଫର ହାସଲ କରିପାରିବେ ଜାନୁୟାରୀ ୨୧, ୨୦୨୧ (ଓଡ଼ିଆ ପୁଅ) : ଚଳିତ ସାଧାରଣତନ୍ତ୍ର ଦିବସରେ,...

ଜିଓ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର : ଏବେ ୧୧ ଟଙ୍କାରେ ମିଳିବ ଅଧିକ...

0
ନୂଆ ଦିଲ୍ଲୀ ୨୧-୧ (ଓଡ଼ିଆ ପୁଅ) ନୂଆ ବର୍ଷରେ ଉପଭୋକ୍ତାମାନଙ୍କୁ ଏକ ବଡ଼ ଉପହାର ଦେଇଛି ରିଲାଏନ୍ସ ଜିଓ। ଏହାର ୧୧ ଟଙ୍କା ୪ଜି ଡାଟା ପ୍ଲାନରେ ଏକ ବଡ଼ ପରିବର୍ତ୍ତନ କରିଛି।...

ତିନି କୃଷି ଆଇନ ପ୍ରତ୍ୟାହାର କରିବାକୁ ଜିଦ୍ ଧରିଲେ କୃଷକ ସଂଗଠନ: ସରକାରଙ୍କ ପ୍ରସ୍ତାବକୁ...

0
ନୂଆ ଦିଲ୍ଲୀ ୨୧-୧ (ଓଡ଼ିଆ ପୁଅ) ଗତକାଲି କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା ପ୍ରତ୍ୟାଖ୍ୟାନ କରିଛି ବୋଲି କୃଷକ ସଂଗଠନଗୁଡିକ ଏକ ବିବୃତ୍ତି ଜାରି କରିଛନ୍ତି। ସରକାରଙ୍କ ପ୍ରସ୍ତାବ ଅନୁଯାୟୀ,...

ସିରମ୍ ଇନଷ୍ଟିଚ୍ୟୁଟ୍ ରେ ଅଗ୍ନିକାଣ୍ଡ: ପାଞ୍ଚ ଜଣଙ୍କର ମୃତ୍ୟୁ, ୨୫ ଲକ୍ଷ କ୍ଷତିପୂରଣ ଘୋଷଣା

0
ନୂଆଦିଲ୍ଲୀ ୨୧ ଜାନୁଆରୀ (ଓଡିଆ ପୁଅ) ମହାରାଷ୍ଟ୍ରର ପୁଣେରେ ଅବସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ର ଏକ ଟର୍ମିନାଲରେ ଗୋଟିଏ ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟରେ, ଆଉ...

ହରିଣ ଛାଲ ଓ ବଜ୍ରକାପ୍ତ କାତି ଜବତ, ୪ ଗିରଫ

0
ଢେଙ୍କାନାଳ ୨୧-୧ (ଓଡ଼ିଆ ପୁଅ/ଉଦୟଭାନୁ ସାହୁ) : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍‌ର କପିଳାଶ ରେଞ୍ଜ ବନକର୍ମଚାରୀମାନେ ନିହଲପ୍ରସାଦ ଅଂଚଳରେ ଅଚାନକ ଚଢାଉକରି ହରିଣ ଛାଲ ସହିତ ବଜ୍ରକାପ୍ତ କାତି ଜବତ କରିବାସହିତ...

ମା ଖପରମଲ୍ଲୀ ସପ୍ତମ କ୍ରିକେଟ ଉଦ୍‌ଯାପିତ

0
ଢେଙ୍କାନାଳ ୨୧-୧ (ଓଡ଼ିଆ ପୁଅ/ଉଦୟଭାନୁ ସାହୁ) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ସଦର ମା ଖପରମଲ୍ଲୀ ଦଶହରା ପଡିଆରେ ୭ମ ମା ଖପରମଲ୍ଲୀ କ୍ରିକେଟ ଟୁର୍ଣ୍ଣାମେଟ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍...

ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଜିଲ୍ଲାର ସମସ୍ତ ମନ୍ଦିର ଖୋଲାଯିବାକୁ ଜିଲ୍ଲା ପ୍ରଶାସନର ନିଷ୍ପତି

0
ଢେଙ୍କାନାଳ ୨୧-୧ (ଓଡ଼ିଆ ପୁଅ/ଉଦୟଭାନୁ ସାହୁ) : ଢେଙ୍କାନାଳ ଜିଲ୍ଲାର ସମସ୍ତ ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରାଙ୍କ ନିର୍ଦେଶକ୍ରମେ ଢେଙ୍କାନାଳ...

ପରେଡରେ ସାମିଲ ହେବେନି ଢେଙ୍କାନାଳ ଜିଲ୍ଲାର ସମସ୍ତ ଛାତ୍ରୀଛାତ୍ର

0
ଢେଙ୍କାନାଳ ୨୧-୧ (ଓଡ଼ିଆ ପୁଅ/ଉଦୟଭାନୁ ସାହୁ) : ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୨ତମ ସାଧାରଣତନ୍ତ୍ର ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ ଜିଲ୍ଲା ସଦଭାବନା ଗୃହରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରାଙ୍କ...

ବିଶିଷ୍ଟ ଆଇନଜୀବୀଙ୍କ ପଦ୍ମଚରଣ ଧଳଙ୍କ ପରଲୋକରେ ଶୋକସଭା

0
ଢେଙ୍କାନାଳ ୨୧-୧ (ଓଡ଼ିଆ ପୁଅ/ଉଦୟଭାନୁ ସାହୁ) : ଢେଙ୍କାନାଳ ଜିଲ୍ଲା କମ୍ୟୁନିଷ୍ଟ ପାର୍ଟି ତରଫରୁ ବିିଶିଷ୍ଟ ଆଇନଜୀବୀ ପଦ୍ମଚରଣ ଧଳଙ୍କ ବିୟୋଗରେ ଏକ ଶୋକସଭା ଶ୍ରୀ ଯମେଶ୍ୱର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।...

ବିଶ୍ୱର କଲ୍ୟାଣ ପାଇଁ ସ୍ୱଚ୍ଛ ଉର୍ଜାକୁ ପ୍ରାଥମିକତା ଦେଉଛି ଭାରତ – ଧର୍ମେନ୍ଦ୍ର ପ୍ରଧାନ

0
ଆଟ୍‌ଲାଂଟିକ୍ କାଉନସିଲ୍ ଏନର୍ଜି ଫରୋମରେ କେନ୍ଦ୍ରମନ୍ତ୍ରୀ - ୨୦୨୧ ଗ୍ଲୋବାଲ ଏନର୍ଜି ଏଜେଣ୍ଡା’ ଶୀର୍ଷକ ଉପରେ ଆଲୋଚନା - ବିଦେଶୀ ରାଷ୍ଟ୍ର ମାନଙ୍କ ସହ ଭାରତ ଉର୍ଜା ସମ୍ପର୍କ ମଜବୁତ୍ ହୋଇଛି - ଗ୍ୟାସ ଆଧାରିତ ଅର୍ଥନୀତି...

ଅଢ଼େଇ ବର୍ଷ ଶିଶୁକୁ ଚାଚା କଲା ଦୁଷ୍କର୍ମ ପରେ ହତ୍ୟା ଏବେ ଫାଶୀଦଣ୍ଡ

0
ନୂଆ ଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) ଅଢ଼େଇ ବର୍ଷର ନିରୀହକୁ ତା'ର ଚିହ୍ନା 'ଚାଚା' ମଦପିଇ, ଶିଶୁଟିକୁ ତା' ପିତା ସହ ଭେଟ କରିବା ପାଇଁ ଡାକି ନେଇଥିଲା। କିନ୍ତୁ ବାଟରେ ସେ...

କୃଷକ ଆନ୍ଦୋଳନ – କୃଷକ-ସରକାର ଦଶମ ରାଉଣ୍ଡ ବୈଠକ : ଦେଢ଼ ବର୍ଷ ପାଇଁ...

0
ନୂଆଦିଲ୍ଲୀ, ୨୦-୧ (ଓଡିଆ ପୁଅ) ନୂତନ କୃଷି ଆଇନ ସମ୍ପର୍କରେ କେନ୍ଦ୍ର ସରକାର ଏବଂ ଆନ୍ଦୋଳନକାରୀ କୃଷକଙ୍କ ମଧ୍ୟରେ ଦଶମ ରାଉଣ୍ଡ ଆଲୋଚନା ଆଜି ଚାଲିଛି। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ...

ଭେଟେରାନ୍ ଅଭିନେତା ଉନିକ୍ରିଷ୍ଣନ୍ ନାମ୍ବୋଥୀରୀଙ୍କ ପରଲୋକ

0
ନୂଆ ଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) ଭେଟେରାନ ଅଭିନେତା ଉନିକ୍ରିଷ୍ଣନ୍ ନାମ୍ବୋଥୀରୀ, ଯିଏ ଅନସ୍କ୍ରିନରେ ବରିଷ୍ଠ ନାଗରିକ ତଥା ପ୍ରିୟ "ଜେଜେବାପା" ଚରିତ୍ର ପାଇଁ ବେଶ୍ ଜଣାଶୁଣା, ସେ ୯୮ ବର୍ଷରେ ପରଲେକ...

ଡଲାର ବିନିମୟ ମୂଲ୍ୟରେ ଭାରତୀୟ ମୁଦ୍ରା ୧୨ ପଇସା ଶକ୍ତିଶାଳୀ

0
ନୂଆ ଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଟଙ୍କା ଡଲାର ବିନିମୟ ମୂଲ୍ୟରେ ଶକ୍ତିଶାଳୀ ହୋଇଛି। ଗତକାଲି ଅପେକ୍ଷା ଆଜି ମୁଦ୍ରା ବିନିମୟରେ ୧୨ ପଇସା ଅଧିକ ଶକ୍ତିଶାଳୀ...