Home Top News ପଶ୍ଚିମବଙ୍ଗ ବିଧାନସଭାରେ କେନ୍ଦ୍ରର ତିନୋଟି ଫାର୍ମ ବିଲ୍ କାର୍ଯ୍ୟକାରୀ ହେବା ବିରୋଧରେ ସଂକଳ୍ପ ପାରିତ

ପଶ୍ଚିମବଙ୍ଗ ବିଧାନସଭାରେ କେନ୍ଦ୍ରର ତିନୋଟି ଫାର୍ମ ବିଲ୍ କାର୍ଯ୍ୟକାରୀ ହେବା ବିରୋଧରେ ସଂକଳ୍ପ ପାରିତ

126

କୋଲକାତା ୨୮-୧ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗ ବିଧାନସଭାରେ କେନ୍ଦ୍ରର ତିନୋଟି ଫାର୍ମ ବିଲ୍ କାର୍ଯ୍ୟକାରୀ କରାଯିବା ବିରୋଧରେ ଏକ ସଂକଳ୍ପ ପାରିତ ହୋଇଛି। ରାଜ୍ୟରେ ଶାସକ ଟିଏମସି ଆଣିଥିବା ସଂକଳ୍ପକୁ ବାମ ଓ କଂଗ୍ରେସ ସମର୍ଥନ କରିଛନ୍ତି। ଏହି ସଂକଳ୍ପକୁ ନେଇ ବିଜେପି ପୂର୍ବରୁ ବିଧାନସଭାରୁ ୱାକଆଉଟ କରିଥିଲା। ପଶ୍ଚିମବଙ୍ଗ ହେଉଛି ଷଷ୍ଠ ରାଜ୍ୟ ଯେଉଁଠାରେ କେନ୍ଦ୍ରର ତିନୋଟି ଫାର୍ମ ବିଲ୍ କାର୍ଯ୍ୟକାରୀ ହେବା ବିରୋଧରେ ସଂକଳ୍ପ ପାରିତ ହୋଇଛି। ଏହା ପୂର୍ବରୁ ପଞ୍ଜାବ, ଛତିଶଗଡ଼, ରାଜସ୍ଥାନ, ଦିଲ୍ଲୀ ଏବଂ କେରଳ ବିଧାନ ସଭାରେ ଏହି ବିଲ୍‌ ବିରୋଧରେ ପ୍ରସ୍ତାବ ପାରିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.