Bureau
ବମ୍ବେ ହାଇକୋର୍ଟଙ୍କ ତ୍ଵଚା ସହିତ ତ୍ଵଚାର ସମର୍କ ନହେବା ଯାଏଁ ଯୌନ ନିର୍ଯାତନା ନୁହେଁ...
ନୂଆଦିଲ୍ଲୀ ୨୬-୧ (ଓଡ଼ିଆ ପୁଅ) ମହିଳା ଆୟୋଗ ବମ୍ବେ ହାଇକୋର୍ଟଙ୍କ ତ୍ଵଚା ସହିତ ତ୍ଵଚାର ସମର୍କ ନହେବା ଯାଏଁ ଯୌନ ନିର୍ଯାତନା ନୁହେଁ ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ବୋଲି ସୋମବାର...
ଭାରତ ଏବଂ ଚୀନ୍ର ସାମରିକ କମାଣ୍ଡୋଙ୍କ ଆଲୋଚନା – ସୈନ୍ୟ ପ୍ରତ୍ୟାହାର କରିବାକୁ ସହମତି...
ନୂଆଦିଲ୍ଲୀ ୨୬-୧ (ଓଡ଼ିଆ ପୂଅ) ରବିବାର ବିଳମ୍ବିତ ରାତିରେ ଭାରତ ଏବଂ ଚୀନ୍ର ସାମରିକ କମାଣ୍ଡୋଙ୍କ ମଧ୍ୟରେ ଅନୁଷ୍ଠିତ ଏକ ମାରାଥନ୍ ବୈଠକରେ ଦୁଇ ଦେଶ ଅଗ୍ରଗାମୀ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିବାକୁ...
ବମ୍ବେ ହାଇକୋର୍ଟଙ୍କ ରାୟ – ଯଦି ‘ପ୍ରତ୍ୟକ୍ଷ ସମ୍ପର୍କ’ (ତ୍ୱଚା ସହ ତ୍ୱଚାର ସମ୍ପର୍କ)...
ମୁମ୍ବାଇ ୨୫-୧ (ଓଡ଼ିଆ ପୁଅ) : କୌଣସି ବାଳିକାକୁ ନିର୍ବସ୍ତ୍ର ନକରି ତା'ର ବକ୍ଷସ୍ଥଳକୁ ଛୁଇଁବା ଯୌନ ନିର୍ଯାତନା ବୋଲି କୁହାଯାଇପାରିବ ନାହିଁ। ବମ୍ବେ ହାଇକୋର୍ଟ ଏହାର ଏକ ନିଷ୍ପତ୍ତିରେ କହିଛନ୍ତି ଯେ,...
କରୋନା ଅବଧିରେ ଧନୀ ହୋଇଛନ୍ତି ଧନୀ, ଗରିବଙ୍କର ଚାକିରି ଯାଇଛି : ଭାରତର ୧୦୦...
ନୂଆଦିଲ୍ଲୀ ୨୫-୧ (ଓଡ଼ିଆ ପୁଅ) କରୋନା ହେଲା ଅନେକ ଗରିବଙ୍କ ପାଇଁ କାଳ। କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ। ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସାଧାରଣ ନିମ୍ନ ତଥା ନିମ୍ନ ମଧ୍ୟମ ବର୍ଗର...
ଅନ୍ଲାଇନ୍ରେ ଡାଉନ୍ଲୋଡ୍ କରିପାରିବେ ଫଟୋ ପରିଚୟ ପତ୍ର
ନୂଆ ଦିଲ୍ଲୀ ୨୫-୧ (ଓଡ଼ିଆ ପୁଅ) ଡିଜିଟାଲ୍ ଇଲେକ୍ଟୋରାଲ୍ ଫଟୋ ପରିଚୟ ପତ୍ର କାର୍ଯ୍ୟକ୍ରମ ୨୫ ଜାନୁଆରୀରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଏହା ପରେ ଭୋଟର ସେମାନଙ୍କର ଭୋଟର କାର୍ଡର ଏକ...
ଯୁବ ପଟଚିତ୍ର ଶିଳ୍ପୀ ନୀଳମଣି ଜେନା ସମ୍ବର୍ଦ୍ଧିତ
ପୁରୀ ୨୪-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀର ଯୁବ ପଟଚିତ୍ର ଶିଳ୍ପୀ ନୀଳମଣି ଜେନାଙ୍କୁ ଆଉ ଏକ ସଫଳତା ମିଳିଛି।ତାଙ୍କୁ କଳାରତ୍ନମ ସମ୍ମାନରେ ସମ୍ବର୍ଦ୍ଧିତ କରଯାଇଛି।ଅନଲାଇନ ଯୋଗେ ଅନୁଷ୍ଠିତ ଜାତୀୟସ୍ତରୀୟ କଳାକୃତି ପ୍ରତିଯୋଗୀତାରେ...
କୋଭିଡ୍ ଟିକା ନେଇଥିବା କରୋନା ଯୋଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ଅନୁଭୂତି ସମ୍ପର୍କରେ ଆଲୋଚନା କଲେ...
କେନ୍ଦ୍ରାପଡ଼ା ଠାରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ
- ପ୍ରଥମ ଦଫା ଟୀକାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କରୋନା ଯୋଦ୍ଧା
- କେନ୍ଦ୍ରାପଡ଼ା ଜିଲ୍ଲାର ୮ ହଜାର କରୋନା ଯୋଦ୍ଧାଙ୍କ ପାଇଁ...
ଉପକୂଳ ଓଡିଶା ସମେତ କେନ୍ଦ୍ରାପଡାବାସୀଙ୍କ ଲାଇଫ୍ଲାଇନ୍ ହେବ କୋଷ୍ଟାଲ୍ ହାଇୱେ – ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ
- ଖୁବ ଶୀଘ୍ର ହରିଦାସପୁର-ପାରାଦୀପ ଯାତ୍ରୀବାହୀ ଏବଂ ମାଲବାହୀ ରେଳଲାଇନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
- କେନ୍ଦ୍ରାପଡା ମହାକାଳପଡାରେ ନଦୀଭିତିକ ବନ୍ଦର ପ୍ରତିଷ୍ଠା ପାଇଁ ଖୁବ ଶୀଘ୍ର ହେବ ଏମଓୟୁ
-...
ଦୁଇଦିନିଆ କେନ୍ଦ୍ରାପଡା ଗସ୍ତକାଳରେ ଭିତରକନିକାର ଇକୋ-ରିଟ୍ରିଟ୍ରେ ରାତ୍ରିଯାପନ କଲେ କେନ୍ଦ୍ରମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ‘ଦେଖୋ ଅପନା ଦେଶ' ଅଭିଯାନରେ ଇକୋ-ରିଟ୍ରିଟ୍ ବହୁତ ଭଲ ପଦକ୍ଷେପ - ଧର୍ମେନ୍ଦ୍ର ପ୍ରଧାନ
- ଭିତରକନିକାର ବିକାଶ ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଓ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଅବଗତ କରାଯିବ
-...
କିସାନ ଟ୍ରାକ୍ଟର ରାଲିକୁ ନେଇ ଦିଲ୍ଲୀ ପୋଲିସର ବଡ ଖୁଲାସା – ପାକିସ୍ତାନରେ କ୍ରିଏଟ...
ନୂଆଦିଲ୍ଲୀ ୨୪-୧ (ଓଡିଆ ପୁଅ) ରବିବାର ଦିନ ଦିଲ୍ଲୀ ପୋଲିସ ଦାବି କରିଛି ଯେ ଗଣତନ୍ତ୍ର ଦିବସ ଅବସରରେ ଚାଷୀଙ୍କ ପ୍ରସ୍ତାବିତ ଟ୍ରାକ୍ଟର ପରେଡକୁ ବ୍ୟାହତ କରିବା ପାଇଁ ପାକିସ୍ତାନରେ ୩୦୦ ରୁ...
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବିଶେଷ...
ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର ୨୪-୧ (ଓଡ଼ିଆ ପୁଅ) ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଦକ୍ଷିଣ ମଧ୍ୟ କ୍ଷେତ୍ର ସାଂସ୍କୃତିକ କେନ୍ଦ୍ର, ନାଗପୁର ପକ୍ଷରୁ ‘ଏକ ଭାରତ ଶ୍ରେଷ୍ଠ...
ଝାରସୁଗୁଡ଼ା ସ୍ଥିତ ବିମାନବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତିକୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ‘ପୂର୍ବୋଦୟ’ର ମୁଖଶାଳା ହେବ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର - ଧର୍ମେନ୍ଦ୍ର ପ୍ରଧାନ
- ସମ୍ବଲପୁର ଖିଣ୍ଡା ଠାରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ପରିଦର୍ଶନ ସହ ଦାୟଦଙ୍କୁ ଭେଟିଲେ
- ପ୍ରତିମୂର୍ତି...
ଦିଲ୍ଲୀରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ – ତିନି କିଶୋରୀଙ୍କ ସମେତ ୩ ଯୁବକଙ୍କୁ ନେଇ...
ନୂଆଦିଲ୍ଲୀ ୨୪ ଜାନୁଆରୀ (ଓଡିଆ ପୁଅ) ଦିଲ୍ଲୀରେ 'ପାକିସ୍ତାନ ଜିନ୍ଦାବାଦ' ସ୍ଲୋଗାନ ଦେଉଥିବା ସୂଚନା ପାଇ ତୁରନ୍ତ ଦିଲ୍ଲୀ ପୋଲିସ୍ ଆକ୍ସନ ମୁଡ଼୍ରେ ଆସିଥିଲା। ଏଥିରେ ତିନି ଜଣ କିଶୋରୀଙ୍କ ସମେତ ୩...
ଚିଲିରେ ୭.୧ ତୀବ୍ରତାର ଭୂମିକମ୍ପ
ନୂଆ ଦିଲ୍ଲୀ ୨୪-୧ (ଓଡ଼ିଆ ପୁଅ) ଚିଲିର ଦକ୍ଷିଣ ସେଟଲାଣ୍ଡ ଦ୍ୱୀପରେ ଭୂମିକମ୍ପର ଭୟଙ୍କର କମ୍ପନ ପରେ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି। ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୭ ମପାଯାଇଥିଲା।
ଆମେରିକାର...
ଶିମଲାରେ ଭୟଙ୍କର ସଡକ ଦୁର୍ଘଟଣା – ଖାଲକୁ ଖସିପଡ଼ିଲା କାର, ୩ ଛାତ୍ରଙ୍କର ମୃତ୍ୟୁ
ଶିମଲା ୨୩-୧ (ଓଡ଼ିଆ ପୁଅ) ଶନିବାର ହିମାଚଳ ପ୍ରଦେଶର ଶିମଲା ଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ତିନି ଜଣ ପ୍ରାଣ ହରାଇଛନ୍ତି।
ପୋଲିସର ସୂଚନାନୁସାରେ କାରଟି ନିୟନ୍ତ୍ରଣ ହରାଇ ଖାଲରେ ପଡ଼ିଯାଇଥିଲା, ପରେ...
ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ର ତୃତୀୟ ତ୍ରୟମାସିକ ନିଟ୍ ଲାଭ ୧୫.୫% ବୃଦ୍ଧି ସହ ୩୪୮୯...
ମୁମ୍ବଇ / ଭୁବନେଶ୍ୱର ୨୩-୧ (ଓଡ଼ିଆ ପୁଅ) : ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ (ଅକ୍ଟୋବର-ଡିସେମ୍ବର)ରେ ଜିଓ ପ୍ଲାଟଫର୍ମସ୍ର ନିଟ୍ ଲାଭ ତାହାର ପୂର୍ବ ତିନିମାସ ତୁଳନାରେ ୧୫.୫% ବୃଦ୍ଧିପାଇ ୩୪୮୯...
ଦେଶର ମନୋଭାବ : କରୋନା ପରେ ବେକାରୀ ହେଉଛି ଦେଶର ସବୁଠାରୁ ବଡ ସମସ୍ୟା...
ନୂଆ ଦିଲ୍ଲୀ ୨୩-୧ (ଓଡ଼ିଆ ପୁଅ) କରୋନା ମହାମାରୀ, ମୁଦ୍ରାସ୍ଫୀତି, ଆତଙ୍କବାଦ, ଦୁର୍ନୀତି ବର୍ତ୍ତମାନ ସମୟରେ ଭାରତର ସବୁଠାରୁ ବଡ ସମସ୍ୟା କ’ଣ? ସମାନ ପ୍ରଶ୍ନ ବିଷୟରେ, 'ଆଜ ତକ୍' ଦେଶ କା...
ରିଲାଏନ୍ସ ଜିଓ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ସ୍ୱଦେଶୀ 5G ଟେକ୍ନୋଲୋଜି ସେବା...
ନୂଆଦିଲ୍ଲୀ: ୨୩-୧ (ଓଡିଆ ପୁଅ) ଦେଶର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଅନ୍ତର୍ଜାତୀୟ ବଜାରରେ ସ୍ୱଦେଶୀ 5G ଟେକ୍ନୋଲୋଜି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି। ଏକ...
ଗଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି ପାଇଁ ଦିଲ୍ଲୀ ପୋଲିସ୍ର ମିଳିଲା ଅନୁମତି...
ନୂଆ ଦିଲ୍ଲୀ ୨୩-୧ (ଓଡ଼ିଆ ପୁଅ/ଲକ୍ଷ୍ମୀଧର ସାହୁ) ବହୁ ପ୍ରତୀକ୍ଷିତ କୃଷକ ଟ୍ରାକ୍ଟର ରାଲି ପାଇଁ ଶେଷରେ ସରକାର ରାଜି ହୋଇଛନ୍ତି।
କୃଷକ ସଂଗଠନ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ କିଛି ଦିନ ଧରି...
ଜାତିସଂଘର ଐତିହାସିକ ପଦକ୍ଷେପ: ଆଣବିକ ଅସ୍ତ୍ର ନିଷେଧ ଉପରେ ପ୍ରଥମ ଚୁକ୍ତିନାମା, ଭାରତ ସମେତ...
ନୂଆଦିଲ୍ଲୀ ୨୨-୧ (ଓଡିଆ ପୁଅ) ପରମାଣୁ ଅସ୍ତ୍ର ଉପରେ ନିଷେଧାଦେଶ ହୋଇଥିବା ପ୍ରଥମ ଚୁକ୍ତି ଶୁକ୍ରବାର ଦିନ ଲାଗୁ ହୋଇଛି। ଦୁନିଆର ସବୁଠାରୁ ମାରାତ୍ମକ ଅସ୍ତ୍ରରୁ ମୁକ୍ତି ପାଇବା ପାଇଁ ଏହାକୁ ଏକ...










