Home Top News ଅତି ଭୟଙ୍କର ବାତ୍ୟା: ୟାସ୍‌ ମାଡ଼ି ଆସୁଛି: ଏବେ ପାରାଦୀପଠାରୁ ୨୮୦ କିଲୋମିଟର ଦୂରରେ, ଧାମରାର...

ଅତି ଭୟଙ୍କର ବାତ୍ୟା: ୟାସ୍‌ ମାଡ଼ି ଆସୁଛି: ଏବେ ପାରାଦୀପଠାରୁ ୨୮୦ କିଲୋମିଟର ଦୂରରେ, ଧାମରାର ଉତ୍ତର ଏବଂ ବାଲେଶ୍ୱରର ଦକ୍ଷିଣରେ ଲ୍ୟାଣ୍ଡଫଲ କରିବ

220

ଭୁବନେଶ୍ୱର ୨୫-୫ (ଓଡ଼ିଆ ପୁଅ) ଆଜି ସକାଳ ସାଢ଼େଆଠାଟା ସୁଦ୍ଧା ଆସିଥିବା ସ୍ୟାଟେଲାଇଟ୍ ଫଟୋ ଅନୁଯାୟୀ, ଅତି ଭୟଙ୍କର ବାତ୍ୟା ‘ୟାସ୍’ ପାରାଦୀପର ଦକ୍ଷିଣ-ଦକ୍ଷିଣ ପୂର୍ବରେ ପ୍ରାୟ ୨୮୦ କିଲୋମିଟର ଦୂରରେ ଅଛି। ଆହୁରି ତୀବ୍ର ହେବା ଏବଂ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ପାରାମଦୀପ ଏବଂ ସାଗର ଦ୍ୱୀପ ମଧ୍ୟରେ ଧାମରାର ଉତ୍ତର ଏବଂ ବାଲେଶ୍ୱରର ଦକ୍ଷିଣରେ ଲ୍ୟାଣଫଲ୍‌ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।୨୬ ମଇ ବୁଧବାର ମଧ୍ୟାହ୍ନରେ ଅତ୍ୟଧିକ ଭୟଙ୍କର ସାମୁଦ୍ରୀକ ଝଡ଼ ଭାବରେ ଲ୍ୟାଣ୍ଡଫଲ କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.