Bureau
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ବୁଣାକାରଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ
ଭୁବନେଶ୍ୱର ୧୩ /୮ (ଓଡ଼ିଆ ପୁଅ) ରାଜ୍ୟର ବୁଣାକାର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି।
ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ...
ଓଡ଼ିଶା ପାଇଁ ଦୀର୍ଘସୂତ୍ରୀ, ସ୍ଥାୟୀ ଦକ୍ଷତା ନିର୍ମାଣ ଯୋଜନା ହେଲେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା...
ଭୁବନେଶ୍ୱର, ୧୩ା୮ (ଓଡ଼ିଆ ପୁଅ) : ଓଡ଼ିଶାର ଭୌଗୋଳିକ ଅବସ୍ଥିତି କାରଣରୁ ପ୍ରତିବର୍ଷ ଏହା ବହୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଓଡ଼ିଶାରେ ବର୍ଷା ଋତୁରେ ପ୍ରବଳ ବୃଷ୍ଟିପାତ, ବଜ୍ରପାତ, ବନ୍ୟା ଓ...
ରାଜ୍ୟ ପରିଷଦ ଅଧିବେଶନର ନିଷ୍ପତ୍ତି : ସେପ୍ଟେମ୍ବରରେ ସିପିଆଇର ରାଜ୍ୟବ୍ୟାପୀ ଆନ୍ଦୋଳନ
ଭୁବନେଶ୍ୱର, ୧୩/୮– (ଓଡ଼ିଆ ପୁଅ) ବିଭିନ୍ନ ଜନ କଲ୍ୟାଣ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ବିରୋଧରେ ଏବଂ ସ୍ଥାନୀୟ ଜନସମସ୍ୟାକୁ ନେଇ ଆସନ୍ତା ସେପ୍ଟେମ୍ବର ୧୬ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ...
ସ୍ୱାଧୀନତାର ୭୫ ବର୍ଷ ଅବସରରେ ଅମୃତ ମହୋତ୍ସବ ପାଳନ : ଯୁବ ସଂକଳ୍ପ ଯାତ୍ରାରେ...
- ‘ମେରା ମାନ୍, ମେରା ରାଷ୍ଟ୍ର ଗାନ୍’ ଅଭିଯାନରେ ସାମିଲ ହେବା ପାଇଁ ଯୁବବର୍ଗଙ୍କୁ ନିବେଦନ
- ଅମୃତ ମହୋତ୍ସବକୁ ସ୍ମରଣୀୟ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଓ ମଣ୍ଡଳରେ ମାରାଥନ ଦୈାଡ,...
ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା ୧୩ ଅଗଷ୍ଟ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରେ ୭୫ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ...
ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଫ୍ରିଡମ ରନ-୨୦୨୧ର ଆୟୋଜନ
କେନ୍ଦ୍ରାପଡ଼ା ୧୩ ଅଗଷ୍ଟ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଫ୍ରିଡମ ରନ-୨୦୨୧ର ଆୟୋଜନ କରାଯାଉଛି। ସ୍ୱାଧୀନତାର ୭୫ବର୍ଷ ପାଳନକୁ କେନ୍ଦ୍ର ସରକାର ଆଜାଦିକା ଅମୃତ ମହୋତ୍ସବ ଭାବରେ...
ଦେଶରେ ଆଜି ପୁଣି ୪୦ ହଜାର ପାର ସଂକ୍ରମଣ : ଗତ ୨୪ ଘଣ୍ଟା...
ନୂଆ ଦିଲ୍ଲୀ ୧୩-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୦,୧୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୮୫,୨୨୭ କୁ ହ୍ରାସ ପାଇଛି।
ସକ୍ରିୟ...
ଖରସ୍ରୋତାରେ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନକାରୀ – ପୋଲିସ ମୁହାଁମୁହିଁ, ୧୪୪ଧାରା...
କେନ୍ଦ୍ରାପଡ଼ା ୧୩ ଅଗଷ୍ଟ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) କେନ୍ଦ୍ରାପଡା ଜିଲ୍ଲାର ରାଜକନିକାର ଭାରିଗଦାସ୍ଥିତ ଖରସ୍ରୋତା ନଦୀରୁ ଭଦ୍ରକ ଜିଲ୍ଲାକୁ ପାଣି ନେବାକୁ ନେଇ କୁହୁଳୁ ଥିବା ଜନ ଅସନ୍ତୋଷ ଗୁରୁବାର ତ୍ରୀବ୍ରରୂପ ଧାରଣ...
ରାଜ୍ୟରେ ଆଜି କରୋନା କାରଣରୁ ୬୦ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୬,...
ଭୁବନେଶ୍ୱର ୧୩-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୦ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର...
ରାଜ୍ୟରେ ଆଜି ୧୧୯୩ ନୂଆ ଆକ୍ରାନ୍ତ ଚିହ୍ନଟ, ୬୦ ମୃତ୍ୟୁ – ଜାଣନ୍ତୁ କେଉଁ...
ଭୁବନେଶ୍ୱର ୧୩-୮ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୧୧୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ନୂଆ ଆକ୍ରାନ୍ତ: ୧୧୯୩
- କ୍ୱାରେଣ୍ଟାଇନ୍...
୧୩ ଅଗଷ୍ଟ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟମଧରଣର ରହିବ। ସନ୍ତାନମାନଙ୍କର ବିଷୟରେ ଚିନ୍ତିତ ରହିବେ। କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ବ୍ୟସ୍ତତାର କାରଣରୁ ପରିବାର ପାଇଁ...
ମୂଲ୍ୟହୀନ ସୌମ୍ୟ ଉବାଚ
ଆଜିକାଲି ଖଣ୍ଡପଡା ଶାସକ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମଝିରେ ମଝିରେ ଗୋଟିଏ ଗୋଟିଏ ଚୁଟକୁଲା ଗପ ବଜାରକୁ ଛାଡୁଛନ୍ତି। ଖୋଦ ନିଜ ଦଳ ବିଜୁ ଜନତା ଦଳ ବିରୁଦ୍ଧରେ ନିଜ ଖବରକାଗଜ...
ଭାରତକୁ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ କରିବା ପାଇଁ ଆମେ ଏକାଠି ହୋଇ ଯୁବପିଢ଼ିଙ୍କ ଭବିଷ୍ୟତ...
ଭାରତୀୟ ଶିଳ୍ପ ମହାସଂଘର ବାର୍ଷିକ ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
- ‘ନିଯୁକ୍ତି ସୃଷ୍ଟି ଏବଂ ଉଦ୍ୟମିତା -ଜୀବିକା ପାଇଁ ଆଗକୁ ବଢିବା’ ବିଷୟ ଉପରେ ଆଲୋଚନା
- ଅର୍ଥନୀତିକୁ ଆଗକୁ ବଢ଼ାଇବା ପାଇଁ ଯୁବପିଢିଙ୍କ ଦକ୍ଷତା...
ସାଲେପୁର :ବର୍ଷା ନାହିଁ କି କେନାଲରେ ପାଣି ନାହିଁ, ଅଞ୍ଚଳରେ ମରୁଡିର ପଦଧ୍ଵନି
ସାଲେପୁର:୧୨/୦୮ (ଓଡ଼ିଆ ପୁଅ /ଅଭୟ ଜେନା )କଟକ ଜିଲ୍ଲା ସାଲେପୁର ବ୍ଲକ ଅଂଚଳରେ ହଜାର ହଜାର ହେକ୍ଟର ଚାଷଜମିରେ ଧାନ ଫସଲ ପାଇଁ ଆଶା ବାନ୍ଧିଥିବା ଚାଷୀ ମୁଣ୍ଡରେ ପଡିଛି ଚଡକ।
ବର୍ଷା ଅଭାବ...
ଯୁବ ଇଞ୍ଜିନିୟର ଅନିଲ ପ୍ରଧାନଙ୍କ ସଫଳତା ପ୍ରତ୍ୟେକ ଭାରତୀୟ ଏବଂ ଓଡ଼ିଆଙ୍କ ପାଇଁ ଗୌରବ...
ରାଷ୍ଟ୍ରୀୟ ଯୁବ ପୁରସ୍କାର ପାଇଥିବା ଅନିଲ ପ୍ରଧାନଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ
- ଯୁବପିଢ଼ି ଓ ଯୁବ ଉଦ୍ୟୋଗୀଙ୍କ ଅନିଲ ପ୍ରେରଣାର ଉତ୍ସ ହୋଇଛନ୍ତି
ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧୨ (ଓଡ଼ିଆ ପୁଅ) - ଆନ୍ତର୍ଜାତିକ...
ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୧.୫୮ କୋଟି ଟଙ୍କାର ଲାଭାଂଶ...
ଭୁବନେଶ୍ୱର ୧୨.୮ (ଓଡ଼ିଆ ପୁଅ) ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ ଆଜି ରାଜ୍ୟ ସରକାରଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧ କୋଟି ୫୮ ଲକ୍ଷ ୧୩ ହଜାର ୧୭୫ ଟଙ୍କାର...
ରାଜ୍ୟରେ ସୁସ୍ଥ ହେଲେ ୧୧୭୭ କରୋନା ଆକ୍ରାନ୍ତ
ଭୁବନେଶ୍ୱର ୧୨ ଅଗଷ୍ଟ (ଓଡ଼ିଆ ପୁଅ) ରାଜ୍ୟରେ ସୁସ୍ଥ ହେଲେ ୧୧୭୭ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୯୭୪୭୫୬ କୁ ବୃଦ୍ଧି ପାଇଛି। ତେବେ ଜାଣନ୍ତୁ କେଉଁ ଝିଲ୍ଲାରୁ...
ଦିଗପହଣ୍ଡିରେ ତୁଳା ଜିନିଙ୍ଗ ମିଲ୍ଓ ବସ୍ଟର୍ମିନାଲ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ଦିଗପହଣ୍ଡିରେ ହେବ ଇନ୍ଡୋର...
ଜିନିଙ୍ଗ ମିଲ୍ଦ୍ବାରା କୃଷକମାନେ ଫସଲର ବିବିଧକରଣ ପାଇଁ ପ୍ରୋତ୍ସାହିତ ହେବେ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୧୨.୮ (ଓଡ଼ିଆ ପୁଅ) ଛୋଟ ଛୋଟ ସହରର ବିକାଶ...
୨୧ ବର୍ଷର ବିଜେଡ଼ି ଶାସନ : ରାଜ୍ୟରେ ନୂଆ ବସଷ୍ଟାଣ୍ଡ ଶୂନ : ପୌର...
ଭୁବନେଶ୍ୱର ୧୨.୮ (ଓଡ଼ିଆ ପୁଅ) - ଆଗକୁ ପଂଚାୟତ ଓ ପୌରପାଳିକା ନିର୍ବାଚନ ଏବଂ ଠିକ୍ ତା ପୂର୍ବରୁ ନବୀନ ବାବୁଙ୍କ ସରକାର ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରକଳ୍ପ ଓ ଯୋଜନା ଘୋଷଣାର...
ରାଜ୍ୟ ସରକାର ଆସନ୍ତା୧୬ ତାରିଖ ସୁଦ୍ଧା ଧାନ କ୍ରୟର ଅବଧି ବୃଦ୍ଧି ନ କଲେ...
ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜିକରଣ ଅବଧି ଚଳିତ ଅଗଷ୍ଟ-୧୬ ପରିବର୍ତ୍ତେ ସେପ୍ଟେମ୍ବର-୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟପାଳଙ୍କୁ ଭେଟିଲେ ପିସିସି କିଷାନ କଂଗ୍ରେସ ପ୍ରତିନିଧିମଣ୍ଡଳୀ
ଭୁବନେଶ୍ୱର, ୧୨/୮ (ଓଡ଼ିଆ ପୁଅ)...






















