Home Coronavirus Outbreak ଦେଶରେ ଆଜି ପୁଣି ୪୦ ହଜାର ପାର ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ...

ଦେଶରେ ଆଜି ପୁଣି ୪୦ ହଜାର ପାର ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୪୦,୧୨୦ ନୂଆ ଆକ୍ରାନ୍ତ ଚିହ୍ନଟ, ୫୮୫ ମୃତ

50

ନୂଆ ଦିଲ୍ଲୀ ୧୩-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୦,୧୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୮୫,୨୨୭ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୨୦% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୧୩,୦୨,୩୪୫ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪୨,୨୯୫ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୪୬% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୧୭,୮୨୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨୭୬୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୮୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୩୦,୨୫୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୨୦%

ଆରୋଗ୍ୟ ହୋଇଛନ୍ତି ୯୭.୪୬%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୫୨, ୯୫, ୮୨, ୯୫୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୭, ୩୧, ୫୭୪

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୪୮, ୯୪, ୭୦, ୭୭୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୯, ୭୦, ୪୯୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୧୩ ୧୨୯
ଆନ୍ଧ୍ରପ୍ରଦେଶ ୧୮୬୮୮ ୧୯୫୬୬୨୭ ୧୫୭୫ ୧୩୫୯୫ ୧୩
ଅରୁଣାଚଳ ପ୍ରଦେଶ ୨୩୯୫ ୪୮୩୨୭ ୨୭୩ ୨୫୧
ଆସାମ ୧୦୪୨୭ ୫୬୨୦୯୨ ୧୩୧୦ ୫୪୫୧ ୧୭
ବିହାର ୨୭୩ ୭୧୫୪୫୦ ୪୭ ୯୬୪୬
ଚଣ୍ଡିଗଡ଼ ୩୭ ୬୧୧୬୧ ୧୦ ୮୧୧
ଛତିଶଗଡ ୧୫୦୯ ୯୮୮୪୮୩ ୧୪୬ ୧୩୫୪୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୪୬
ଦିଲ୍ଲୀ ୫୦୨ ୧୪୧୧୩୬୮ ୪୧ ୨୫୦୬୮
୧୦ ଗୋଆ ୯୯୩ ୧୬୮୧୧୭ ୭୬ ୩୧୬୬
୧୧ ଗୁଜୁରାଟ ୧୮୨ ୮୧୪୮୫୮ ୨୮ ୧୦୦୭୮
୧୨ ହରିୟାଣା ୬୭୨ ୭୫୯୮୨୦ ୧୩ ୯୬୫୪
୧୩ ହିମାଚଳ ପ୍ରଦେଶ ୨୬୬୮ ୨୦୩୧୩୪ ୨୩୯ ୩୫୪୨
୧୪ ଜାମ୍ମୁ କାଶ୍ମୀର ୧୩୦୭ ୩୧୭୩୫୯ ୧୬୪ ୪୩୯୫
୧୫ ଝାଡଖଣ୍ଡ ୨୧୧ ୩୪୨୧୫୭ ୨୯ ୫୧୩୦
୧୬ କର୍ଣ୍ଣାଟକ ୨୨୭୫୪ ୨୮୬୫୦୬୭ ୧୯୫୦ ୩୬୯୧୧ ୩୦
୧୭ କେରଳ ୧୭୭୦୪୦ ୩୪୩୬୩୧୮ ୨୦୭୨୩ ୧୮୨୮୦ ୧୬୦
୧୮ ଲଦାଖ ୮୭ ୨୦୧୩୬ ୨୦୭
୧୯ ଲକ୍ଷଦୀପ ୪୦ ୧୦୧୮୩ ୫୧
୨୦ ମଧ୍ୟପ୍ରଦେଶ ୧୩୧ ୭୮୧୩୫୩ ୧୦୫୧୪
୨୧ ମହାରାଷ୍ଟ୍ର ୬୫୮୦୮ ୬୧୭୫୦୧୦ ୮୩୯୦ ୧୩୪୫୭୨ ୨୦୮
୨୨ ମଣିପୁର ୬୮୩୫ ୯୮୧୮୯ ୬୯୦ ୧୬୮୩
୨୩ ମେଘାଳୟ ୪୫୩୯ ୬୪୯୨୨ ୩୮୧ ୧୨୦୦
୨୪ ମିଜୋରାମ ୧୧୬୨୦ ୩୫୬୭୭ ୯୪୩ ୧୭୪
୨୫ ନାଗାଲାଣ୍ଡ ୧୩୪୭ ୨୭୦୧୫ ୮୨ ୫୯୩
୨୬ ଓଡ଼ିଶା ୯୭୨୯ ୯୭୪୭୫୬ ୧୧୭୭ ୬୬୯୭ ୬୭
୨୭ ପୁଡୁଚେରୀ ୯୧୪ ୧୧୯୨୭୨ ୫୯ ୧୮୦୩
୨୮ ପଞ୍ଜାବ ୫୩୩ ୫୮୨୮୯୧ ୫୫ ୧୬୩୩୪
୨୯ ରାଜସ୍ଥାନ ୧୯୪ ୯୪୪୭୩୯ ୧୮ ୮୯୫୪
୩୦ ସିକ୍କିମ୍ ୨୩୯୮ ୨୫୫୧୭ ୨୪୪ ୩୬୦
୩୧ ତାମିଲନାଡୁ ୨୦୩୯୯ ୨୫୨୮୨୦୯ ୧୮୯୨ ୩୪୪୨୮ ୩୩
୩୨ ତେଲେଙ୍ଗାନା ୭୯୯୬ ୬୩୯୪୫୬ ୫୯୧ ୩୮୩୬
୩୩ ତ୍ରିପୁରା ୧୯୫୩ ୭୮୨୫୨ ୨୮୮ ୭୭୫
୩୪ ଉତ୍ତରାଖଣ୍ଡ ୪୧୮ ୩୩୪୭୩୯ ୪୧ ୭୩୬୯
୩୫ ଉତ୍ତରପ୍ରଦେଶ ୪୯୦ ୧୬୮୫୫୮୧ ୨୬ ୨୨୭୮୦
୩୬ ପଶ୍ଚିମବଙ୍ଗ ୧୦୧୨୭ ୧୫୦୮୦୫୧ ୭୭୩ ୧୮୨୬୮ ୧୦
ମୋଟ ୩୮୫୨୨୭ ୩୧୩୦୨୩୪୫ ୪୨୨୯୫ ୪୩୦୨୫୪ ୫୮୫

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.