Home Coronavirus Outbreak ରାଜ୍ୟରେ ସୁସ୍ଥ ହେଲେ ୧୧୭୭ କରୋନା ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହେଲେ ୧୧୭୭ କରୋନା ଆକ୍ରାନ୍ତ

41

ଭୁବନେଶ୍ୱର ୧୨ ଅଗଷ୍ଟ (ଓଡ଼ିଆ ପୁଅ) ରାଜ୍ୟରେ ସୁସ୍ଥ ହେଲେ ୧୧୭୭ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୯୭୪୭୫୬ କୁ ବୃଦ୍ଧି ପାଇଛି। ତେବେ ଜାଣନ୍ତୁ କେଉଁ ଝିଲ୍ଲାରୁ କେତେ

୩୬୬ ଜଣ ଖୋର୍ଦ୍ଦା ଜିଲ୍ଲାରୁ,
୧୮୯ ଜଣ କଟକ ଜିଲ୍ଲାରୁ,
୬୫ ଜଣ ପୁରୀ ଜିଲ୍ଲାରୁ,
୫୮ ଜଣ ଭଦ୍ରକ ଜିଲ୍ଲାରୁ,
୫୮ ଜଣ ମୟୁରଭଞ୍ଜ ଜିଲ୍ଲାରୁ,
୫୧ ଜଣ ଅନୁଗୁଳରୁ
୫୦ ଜଣ ଜଗତସିଂହପୁର ଜିଲ୍ଲାରୁ,
୪୩ ଜଣ ଯାଜପୁରରୁ
୩୯ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ,
୩୪ ଜଣ ବାଲେଶ୍ୱରରୁ
୨୯ ଜଣ ନୟାଗଡ଼ ଜିଲ୍ଲାରୁ,
୨୫ ଜଣ କେନ୍ଦୁଝର ଜିଲ୍ଲାରୁ,
୨୧ ଜଣ ଢେଙ୍କାନାଳ ଜିଲ୍ଲାରୁ,
୧୦ ଜଣ କୋରାପୁଟ ଜିଲ୍ଲାରୁ,
୯ ଜଣ ସମ୍ବଲପୁର ଜିଲ୍ଲାରୁ,
୭ ଜଣ ମାଲକାନଗିରି
୭ ଜଣ ରାୟଗଡ଼ା ଜିଲ୍ଲାରୁ,
୬ ଜଣ ଗଞ୍ଜାମ ଜିଲ୍ଲାରୁ,
୬ ଜଣ ସୋନପୁର ଜିଲ୍ଲାରୁ,
୫ ଜଣ କନ୍ଧମାଳ ଜିଲ୍ଲାରୁ,
୪ ଜଣ ବଲାଙ୍ଗୀରରୁ
୪ ଜଣ ବୌଦ୍ଦ ଜିଲ୍ଲାରୁ,
୪ ଜଣ ନବରଙ୍ଗପୁର ଜିଲ୍ଲାରୁ,
୩ ଜଣ ବରଗଡ଼ ଜିଲ୍ଲାରୁ,
୩ ଜଣ ଦେବଗଡ଼ ଜିଲ୍ଲାରୁ,
୩ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ,
୨ ଜଣ ନୂଆପଡ଼ା ଜିଲ୍ଲାରୁ,
୭୬ ଜଣ ରାଜ୍ୟପୁଲ୍‌ରୁ
ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.