Bureau
ଜାତି ଜନଗଣନା: ଓବିସି ଜାତି ଗଣନା କରାଯିବ ନାହିଁ, ସୁପ୍ରିମକୋର୍ଟରେ କେନ୍ଦ୍ରର ଆଫିଡେଭିଟ୍
ନୂଆ ଦିଲ୍ଲୀ ୨୪ ସେପ୍ଟେମ୍ବର (ଓଡ଼ିଆ ପୁଅ) ନୂଆଦିଲ୍ଲୀ: ଜନଗଣନାରେ ଓବିସି ଜାତି ଗଣନା କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।
ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ଆଫିଡେଭିଟ୍ରେ କେନ୍ଦ୍ରସରକାର କହିଛନ୍ତି...
୨୪ ସେପ୍ଟେମ୍ବର ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଉଚ୍ଚ ଅଧିକାରୀମାନଙ୍କ ସହିତ ସମ୍ବନ୍ଧରେ ଫାଟ ନ ହେଉ ଏହାର ଧ୍ୟାନ ରଖିବେ। ଶାରୀରିକ ଶିଥିଳତା ଏବଂ ମାନସିକ ଚିନ୍ତା ରହିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦକୁ ସମ୍ଭବତଃ ଟାଳନ୍ତୁ।...
ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ
ପୁରୀ- ୨୩.୦୯ (ଓଡ଼ିଆ ପୁଅ) - ଜିଲ୍ଲା ସ୍ବଳ୍ପ ସଞ୍ଚୟ ସଂଗଠନ ଆନୁକୂଲ୍ୟରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ସଦର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ସ୍ବୟଂ...
ହାଥ୍ରସ୍ ଦୁଷ୍କର୍ମ ମାମଲା: ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ମୃତ୍ୟୁଦଣ୍ଡ
ହାଥ୍ରସ୍ ୨୩-୯ (ଓଡ଼ିଆ ପୁଅ) ଦୁଇ ବର୍ଷ ପୂର୍ବେ ହାଥ୍ରସ୍ରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଗୁରୁବାର ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ହାଥ୍ରସ୍ କୋର୍ଟର ସ୍ୱତନ୍ତ୍ର...
ପେଗାସସ୍ ମାମଲାର ଯାଞ୍ଚ କରିବା ପାଇଁ ବୈଷୟିକ ବିଶେଷଜ୍ଞମାନଙ୍କର ଏକ କମିଟି ଗଠନ କରିବେ...
ନୂଆ ଦିଲ୍ଲୀ ୨୩ ସେପ୍ଟେମ୍ବର (ଓଡ଼ିଆ ପୁଅ) ପେଗାସସ୍ ମାମଲାର ଯାଞ୍ଚ କରିବା ପାଇଁ ସୁପ୍ରିମ୍କୋର୍ଟ ଗଠନ କରିବେ ଏକ ବୈଷୟିକ ବିଶେଷଜ୍ଞମାନଙ୍କର ଏକ କମିଟି। ଯଦିଓ ଏପର୍ଯ୍ୟନ୍ତ ବିଶେଷଜ୍ଞମାନଙ୍କର ନାମ ସ୍ଥିର...
ପିପିଲି ଉପ ନିର୍ବାଚନ ନିମନ୍ତେ ପୋଷ୍ଟାଲ ବାଲାଟ ଗାଡି ଶୁଭାରମ୍ଭ
ପୁରୀ- ୨୩.୦୯ (ଓଡ଼ିଆ ପୁଅ) - ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ପିପିଲି ବିଧାନସଭା ଉପ ନିର୍ବାଚନ ନିମନ୍ତେ ୮୦ ବର୍ଷ ବୟସରୁ ଉର୍ଦ୍ଦ୍ବ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ...
ଦୁର୍ନୀତି ଓ ଅନିୟମିତତାର ଗନ୍ତାଘର ପାଲଟିଛି ସାଧାରଣ ଉଦ୍ୟୋଗ ବିଭାଗ
ଭୁବନେଶ୍ୱର ତା ୨୨.୯ (ଓଡ଼ିଆ ପୁଅ) - ସାଧାରଣ ଉଦ୍ୟୋଗ ବିଭାଗ ଦୁର୍ନୀତି ଓ ଅନିୟମିତାରେ ବୁଡ଼ି ଯାଇଛି ଏବଂ ଏହାର କାର୍ଯ୍ୟାଳୟ ସ୍ୱାସ୍ଥ୍ୟବୀମା କମ୍ପାନୀ ଗୁଡ଼ିକର ଅଫିସ ପାଲଟି ଯାଇଥିବାରୁ ଏହାର...
ଟାଉନ ଥାନା ପକ୍ଷରୁ ୪ ଦୁଷ୍କର୍ମ ଅଭିଯୁକ୍ତ ଗିରଫ : କେନ୍ଦ୍ରାପଡା ଏସଡିପିଓଙ୍କ ସାମ୍ବାଦିକ...
କେନ୍ଦ୍ରାପଡ଼ା ୨୨ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଟାଉନ ଥାନା ପକ୍ଷରୁ ୪ଜଣ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେଥିମଧ୍ୟରୁ ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣଙ୍କର କରୋନା ପଜିଟିଭ...
୨୩ ସେପ୍ଟେମ୍ବର ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜିର ଦିନ ମିଶ୍ର ଫଳ ମିଳିବ। ଆଜି ଆପଣଙ୍କୁ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଏବଂ ରାଗଦ୍ଵେଷରୁ ଦୂରରେ ରହିବାକୁ ପଡ଼ିବ। ନିଜର ଲୁକ୍କାୟିତ ଶତ୍ରୁମାନଙ୍କଠାରୁ ସମ୍ଭାଳିକରି ରହିବେ।...
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦୁର୍ଗାପୂଜା ସଂପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପୁରୀ- ୨୨.୦୯ (ଓଡ଼ିଆ ପୁଅ) - ଆସନ୍ତା ଦୁର୍ଗାପୂଜା ନିମନ୍ତେ ସମସ୍ତଙ୍କ ସହଯୋଗ ଲୋଡି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସମସ୍ତ ପୂଜା କମିଟି କାର୍ଯ୍ୟକର୍ତ୍ତା ମାନଙ୍କ ସହ ଏକ ପ୍ରସ୍ତୁତି...
କରୋନା ମୃତ୍ୟୁରେ ମିଳିବ କ୍ଷତିପୂରଣ : ବଡ଼ ନିଷ୍ପତ୍ତି, ପୀଡିତଙ୍କ ପରିବାରକୁ ମିଳିବ ୫୦...
ନୂଆ ଦିଲ୍ଲୀ ୨୨ ସେପ୍ଟେମ୍ବର (ଓଡ଼ିଆ ପୁଅ) କୋଭିଡ୍ ମୃତ୍ୟୁ ପାଇଁ କ୍ଷତିପୂରଣ ମିଳିବ। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏହି ବିଷୟରେ ନିର୍ଦ୍ଦେଶାବଳୀ ଜାରି କରିଛି। ପ୍ରତ୍ୟେକ ମୃତ୍ୟୁ ପାଇଁ ପରିବାରକୁ...
ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ...
ଜିଲ୍ଲାରେ ସାଢେ ଚାରି ଲକ୍ଷ ପରିବାର ପାଇବେ ହେଲ୍ଥ କାର୍ଡ
ପ୍ରସିଦ୍ଧ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
୨୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟିତ, ୬୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର...
ଆଇପିଏଲ ଖେଳାଳିଙ୍କୁ କରୋନା : ସନରାଇଜର୍ସ ହାଇଦ୍ରାବାଦର ଜଣେ ଖେଳାଳି କୋଭିଡ ପଜିଟିଭ୍
ନୂଆଦିଲ୍ଲୀ ୨୨-୯ (ଓଡ଼ିଆ ପୁଅ) ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ୍ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦର ଜଣେ ଖେଳାଳି କରୋନା ପଜିଟିଭ୍ ବୋଲି ଜଣାପଡିଛି। ଆଜି ସନ୍ଧ୍ୟା ୭.୩୦ ରୁ ଦୁବାଇରେ ଦିଲ୍ଲୀ ଏବଂ...
ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୬୯୬୪ ନୂଆ ଆକ୍ରାନ୍ତ ଚିହ୍ନଟ,...
ନୂଆ ଦିଲ୍ଲୀ ୨୨-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୬୯୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩୦୧୯୮୯ କୁ ହ୍ରାସ ପାଇଛି।
ସକ୍ରିୟ...
ରାଜ୍ୟରେ ଆଜି ୭୩୪ ନୂଆ ଆକ୍ରାନ୍ତ: ୪ ମୃତ – ଜାଣନ୍ତୁ କେଉଁ ଜିଲ୍ଲାରୁ...
ଭୁବନେଶ୍ୱର ୨୨ ସେପ୍ଟେମ୍ବର (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଜି ୪ ଜଣ କରୋନା କାରଣରୁ ମୃତ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ...
ଗ୍ରାମବାସୀ କଲେ ପୋଲ ମରାମତି
ଆଠମଲ୍ଲିକ ୨୨-୯ (ଓଡ଼ିଆ ପୁଅ/ଧନଞ୍ଜୟ ନାୟକ) ଅଞ୍ଚଳବାସୀ ଲଘୁଚାପ ବର୍ଷା ଯୋଗୁ ପ୍ରବଳ ପାଣିସୁଅରେ ପୋଲ କ୍ଷତିଗ୍ରସ୍ତ ହୋଇଥିଲା। ଏ ନେଇ ପ୍ରଶାସନକୁ ଅବଗତ କରାଇଥିଲେ। ବିପଦସଙ୍କୁଳ ଅବସ୍ଥାରେ ଥିବା ପୋଲର ତୁରନ୍ତ...
୨୨ ସେପ୍ଟେମ୍ବର ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : କୌଣସି ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ଆଜି ସମୟ ଅନୁକୂଳ ରହିବ। ଆଜି ସରକାରୀ ଲାଭ ମିଳିବାର ସଂଭାବନା ଅଛି। ବ୍ୟାପାର ଏବଂ ବ୍ୟବସାୟରେ ଲାଭ ହେବ। ବିଚାରରେ...
ଏୟାର ମାର୍ଶଲ ଭି.ଆର ଚୌଧୁରୀ ଦେଶର ପରବର୍ତ୍ତୀ ବାୟୁସେନା ମୁଖ୍ୟ ହେବେ
ନୂଆଦିଲ୍ଲୀ ୨୧-୯ (ଓଡ଼ିଆ ପୁଅ) ଏୟାର ମାର୍ଶଲ ଭି.ଆର ଚୌଧୁରୀ ହେବେ ଦେଶର ପରବର୍ତ୍ତୀ ବାୟୁସେନା ମୁଖ୍ୟ। ଏ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଚୌଧୁରୀ ବାୟୁସେନାର ଡେପୁଟି ଚିଫ୍ ଅଟନ୍ତି।...
ରାଜ୍ୟରେ ଆଜି କରୋନା କାରଣରୁ ୫ ଜଣଙ୍କର ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୮,...
ଭୁବନେଶ୍ୱର ୨୦ ସେପ୍ଟେମ୍ବର (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା କାରଣରୁ ୫ ଜଣଙ୍କର ମୃତ୍ୟୁ ରିପୋର୍ଟ ହୋଇଛି। ତେଣୁ ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,...
ରାଜ୍ୟରେ ଆଜି ୪୬୨ ନୂଆ ଆକ୍ରାନ୍ତ, ୫ ମୃତ୍ୟୁ
ଭୁବନେଶ୍ୱର ୨୦ ସେପ୍ଟେମ୍ବର (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୪୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?
ନୂଆ ଆକ୍ରାନ୍ତ: ୪୬୨
୦-୧୮ ବର୍ଷର : ୭୦
- କ୍ୱାରେଣ୍ଟାଇନ୍...




















