Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୬୯୬୪ ନୂଆ ଆକ୍ରାନ୍ତ ଚିହ୍ନଟ, ୩୮୩...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୬୯୬୪ ନୂଆ ଆକ୍ରାନ୍ତ ଚିହ୍ନଟ, ୩୮୩ ମୃତ

39

ନୂଆ ଦିଲ୍ଲୀ ୨୨-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୬୯୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩୦୧୯୮୯ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୯୦% ଅଟେ।

ସମଗ୍ର ଦେଶରେ ସମୁଦାୟ ୩୨୭୮୩୭୪୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୪୧୬୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୭୭% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୫୩୧୪୯୮ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୭୫୮୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୮୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୪୫୭୬୮ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୯୦%

ଆରୋଗ୍ୟ ହୋଇଛନ୍ତି ୯୭.୭୭%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୮୨, ୬୫, ୧୫, ୭୫୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୫, ୫୭, ୫୨୯

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୫, ୬୭, ୫୪, ୨୮୨ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୫, ୯୨, ୩୯୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୭ ୭୪୬୧ ୧୨୯
ଆନ୍ଧ୍ରପ୍ରଦେଶ ୧୩୯୦୫ ୨୦୧୨୭୧୪ ୧୬୫୧ ୧୪୦୮୯ ୧୧
ଅରୁଣାଚଳ ପ୍ରଦେଶ ୪୧୩ ୫୩୫୦୪ ୬୦ ୨୭୩
ଆସାମ ୫୦୮୧ ୫୮୭୯୭୦ ୩୩୮ ୫୮୧୩
ବିହାର ୬୦ ୭୧୬୧୮୮ ୧୫ ୯୬୫୯
ଚଣ୍ଡିଗଡ଼ ୪୪ ୬୪୩୩୩ ୮୧୮
ଛତିଶଗଡ ୨୯୭ ୯୯୧୨୬୦ ୨୬ ୧୩୫୬୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୬୬
ଦିଲ୍ଲୀ ୪୦୦ ୧୪୧୩୦୭୧ ୧୮ ୨୫୦୮୫
୧୦ ଗୋଆ ୮୮୬ ୧୭୧୫୦୭ ୨୯ ୩୨୯୭
୧୧ ଗୁଜୁରାଟ ୧୩୩ ୮୧୫୫୩୬ ୧୪ ୧୦୦୮୨
୧୨ ହରିୟାଣା ୩୨୮ ୭୬୦୬୧୮ ୨୦ ୯୮୦୮
୧୩ ହିମାଚଳ ପ୍ରଦେଶ ୧୭୧୫ ୨୧୨୦୩୩ ୧୬୨ ୩୬୫୫
୧୪ ଜାମ୍ମୁ କାଶ୍ମୀର ୧୪୫୦ ୩୨୨୩୪୫ ୧୫୪ ୪୪୧୯
୧୫ ଝାଡଖଣ୍ଡ ୬୫ ୩୪୨୯୪୧ ୫୧୩୩
୧୬ କର୍ଣ୍ଣାଟକ ୧୩୭୬୯ ୨୯୧୭୯୪୪ ୧୪୧୪ ୩୭୬୪୮ ୨୧
୧୭ କେରଳ ୧୬୧୭୬୫ ୪୩୫୪୨୬୪ ୨୧୩୬୭ ୨୩୮୯୭ ୨୧୪
୧୮ ଲଦାଖ ୧୪୪ ୨୦୩୯୨ ୨୦୭
୧୯ ଲକ୍ଷଦୀପ ୧୦୩୦୦ ୫୧
୨୦ ମଧ୍ୟପ୍ରଦେଶ ୯୦ ୭୮୧୮୦୩ ୧୪ ୧୦୫୧୭
୨୧ ମହାରାଷ୍ଟ୍ର ୪୪୨୬୯ ୬୩୪୪୭୪୪ ୪୦୨୧ ୧୩୮୬୧୬ ୭୦
୨୨ ମଣିପୁର ୨୧୭୪ ୧୧୪୮୬୧ ୨୦୩ ୧୮୩୫
୨୩ ମେଘାଳୟ ୧୮୭୮ ୭୬୫୫୮ ୧୬୭ ୧୩୮୧
୨୪ ମିଜୋରାମ ୧୫୩୬୩ ୬୭୧୮୪ ୧୧୨୭ ୨୬୮
୨୫ ନାଗାଲାଣ୍ଡ ୪୭୦ ୨୯୮୩୨ ୪୬ ୬୫୭
୨୬ ଓଡ଼ିଶା ୪୮୪୪ ୧୦୦୮୨୨୬ ୫୬୦ ୮୧୪୬
୨୭ ପୁଡୁଚେରୀ ୯୨୨ ୧୨୨୮୬୪ ୪୬ ୧୮୩୨
୨୮ ପଞ୍ଜାବ ୩୦୪ ୫୮୪୫୫୪ ୩୭ ୧୬୫୦୧
୨୯ ରାଜସ୍ଥାନ ୯୯ ୯୪୫୨୨୨ ୮୯୫୪
୩୦ ସିକ୍କିମ୍ ୬୨୭ ୩୦୦୦୭ ୭୦ ୩୮୦
୩୧ ତାମିଲନାଡୁ ୧୬୯୯୩ ୨୫୯୬୩୧୬ ୧୬୧୯ ୩୫୩୭୯ ୧୯
୩୨ ତେଲେଙ୍ଗାନା ୪୯୩୮ ୬୫୫୦୬୧ ୨୯୬ ୩୯୦୭
୩୩ ତ୍ରିପୁରା ୩୫୩ ୮୨୭୯୪ ୪୪ ୮୦୯
୩୪ ଉତ୍ତରାଖଣ୍ଡ ୨୪୯ ୩୩୫୭୬୫ ୨୯ ୭୩୯୧
୩୫ ଉତ୍ତରପ୍ରଦେଶ ୧୯୪ ୧୬୮୬୬୧୨ ୧୩ ୨୨୮୮୭
୩୬ ପଶ୍ଚିମବଙ୍ଗ ୭୭୪୧ ୧୫୩୬୨୯୧ ୫୯୨ ୧୮୬୭୮ ୧୪
ମୋଟ ୩୦୧୯୮୯ ୩୨୭୮୩୭୪୧ ୩୪୧୬୭ ୪୪୫୭୬୮ ୩୮୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.