Home Coronavirus Outbreak ରାଜ୍ୟରେ ଆଜି ୭୩୪ ନୂଆ ଆକ୍ରାନ୍ତ: ୪ ମୃତ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ...

ରାଜ୍ୟରେ ଆଜି ୭୩୪ ନୂଆ ଆକ୍ରାନ୍ତ: ୪ ମୃତ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

42

ଭୁବନେଶ୍ୱର ୨୨ ସେପ୍ଟେମ୍ବର (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଜି ୪ ଜଣ କରୋନା କାରଣରୁ ମୃତ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ନୂଆ ଆକ୍ରାନ୍ତ: ୭୩୪
୦-୧୮ ବର୍ଷର : ୧୦୧
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୨୪
– ସ୍ଥାନୀୟ ଅଞ୍ଚଳରୁ୩୧୦
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୧୩
୨- ବାଲେଶ୍ୱର ଜିଲ୍ଲାରୁ – ୩୦
୩- ବରଗଡ଼ ଜିଲ୍ଲାରୁ – ୫
୪- ଭଦ୍ରକ ଜିଲ୍ଲାରୁ – ୧୦
୫- କଟକ ଜିଲ୍ଲାରୁ – ୯୧
୬- ଢେଙ୍କାନାଳ ଜିଲ୍ଲାରୁ – ୫
୭- ଗଜପତି ଜିଲ୍ଲାରୁ – ୧
୮- ଗଞ୍ଜାମ ଜିଲ୍ଲାରୁ – ୬
୯- ଜଗତସିଂହପୁର ଜିଲ୍ଲାରୁ – ୩୨
୧୦- ଯାଜପୁର ଜିଲ୍ଲାରୁ – ୨୯
୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୩
୧୨- କନ୍ଧମାଳ ଜିଲ୍ଲାରୁ – ୧
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୬
୧୪- କେନ୍ଦୁଝର ଜିଲ୍ଲାରୁ – ୩
୧୫- ଖୋର୍ଦ୍ଧାର : ୩୩୫
୧୬- କୋରାପୁଟ ଜିଲ୍ଲାରୁ – ୪
୧୭- ମାଲକାନଗିରି : ୨
୧୮- ମୟୁରଭଞ୍ଜ ଜିଲ୍ଲାରୁ – ୨୭
୧୯- ନୟାଗଡ଼ ଜିଲ୍ଲାରୁ – ୭
୨୦- ନୂଆପଡ଼ା ଜିଲ୍ଲାରୁ – ୧
୨୧- ପୁରୀ ଜିଲ୍ଲାରୁ – ୧୭
୨୨- ରାୟଗଡ଼ା ଜିଲ୍ଲାରୁ – ୪
୨୩- ସମ୍ବଲପୁର ଜିଲ୍ଲାରୁ – ୭
୨୪- ସୋନପୁର ଜିଲ୍ଲାରୁ – ୧
୨୫- ସୁନ୍ଦରଗଡ଼ ଜିଲ୍ଲାରୁ – ୧୩
୨୬- State Pool: ୮୧
– ନୂଆ ସୁସ୍ଥ ହୋଇଥିଲେ୫୬୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୯୪୪୫୬୫୨
– ମୋଟ ଆକ୍ରାନ୍ତ ୧୦୨୧୯୫୦
– ମୋଟ ସୁସ୍ଛ ହୋଲେଣି ୧୦୦୮୨୨୬
– ସକ୍ରୀୟ ଆକ୍ରାନ୍ତ – ୫୫୨୧

ଆଜି ରାଜ୍ୟରେ କରୋନା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ତେବେ
କଟକ ୧ ଜଣ,
କେନ୍ଦ୍ରାପଡା ୧ ଜଣ,
ଖୋର୍ଦ୍ଧା ୧ ଜଣ,
ନୟାଗଡ଼ ୧ ଜଣ,
ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଛି।

ଜିଲ୍ଲାୱାରୀ ସମସ୍ତ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୪୩, ୭୫୯ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୪୬ [+୧୩] ଜଣ ସକ୍ରୀୟ ଅଛନ୍ତି। ୪୩, ୩୨୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୮୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

ବାଲେଶ୍ୱର ଜିଲ୍ଲାରେ ୪୦, ୧୧୬ [+୩୦] ଜଣ ସଂକ୍ରମିତ ହୋଇଥିବା ବେଳେ ୨୭୭ [+୩୦] ଜଣ ସକ୍ରୀୟ ଅଛନ୍ତି। ୩୯, ୫୪୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୧, ୦୫୧ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୪୧ [+୫] ଜଣ ସକ୍ରୀୟ ଅଛନ୍ତି। ୩୦, ୬୭୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୩୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

ଭଦ୍ରକ ଜିଲ୍ଲାରେ ୨୬, ୨୫୭ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୨ [+୧୦] ଜଣ ସକ୍ରୀୟ ଅଛନ୍ତି। ୨୬, ୦୦୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୩୩୩୪ ଜଣ ସଂକ୍ରମିତ ହୋଇଥିବା ବେଳେ ୧୨ ଜଣ ସକ୍ରୀୟ ଅଛନ୍ତି। ୨୩, ୧୯୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

ବୌଦ୍ଧ ଜିଲ୍ଲାରେ ୧୨୫୯୩ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଜଣ ସକ୍ରୀୟ ଅଛନ୍ତି। ୧୨, ୪୭୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

କଟକ ଜିଲ୍ଲାରେ ୯୨, ୫୧୪ [+୯୧] ଜଣ ସଂକ୍ରମିତ ହୋଇଥିବା ବେଳେ ୬୪୬ [+୯୦] ଜଣ ସକ୍ରୀୟ ଅଛନ୍ତି। ୯୧, ୦୩୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୨୯ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୬୪୫୭ ଜଣ ସଂକ୍ରମିତ ହୋଇଥିବା ବେଳେ ୧୪ ଜଣ ସକ୍ରୀୟ ଅଛନ୍ତି। ୬, ୩୯୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

ଢେଙ୍କାନାଳ ଜିଲ୍ଲାରେ ୧୯, ୭୩୨ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୫୨ [+୫] ଜଣ ସକ୍ରୀୟ ଅଛନ୍ତି। ୧୯, ୪୩୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

ଗଜପତି ଜିଲ୍ଲାରେ ୯, ୫୯୮ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୨ [+୧] ଜଣ ସକ୍ରୀୟ ଅଛନ୍ତି। ୯, ୪୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୩, ୭୧୯ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୩୮ [+୬] ଜଣ ସକ୍ରୀୟ ଅଛନ୍ତି। ୩୩, ୨୦୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୭୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୭, ୨୬୩ [+୩୨] ଜଣ ସଂକ୍ରମିତ ହୋଇଥିବା ବେଳେ ୨୦୩ [+୩୨] ଜଣ ସକ୍ରୀୟ ଅଛନ୍ତି। ୨୬, ୭୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

ଯାଜପୁର ଜିଲ୍ଲାରେ ୪୩, ୧୭୨ [+୨୯] ଜଣ ସଂକ୍ରମିତ ହୋଇଥିବା ବେଳେ ୨୫୬ [+୨୯] ଜଣ ସକ୍ରୀୟ ଅଛନ୍ତି। ୪୨, ୭୫୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୨୩, ୭୭୮ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୪୬ [+୩] ଜଣ ସକ୍ରୀୟ ଅଛନ୍ତି। ୨୩, ୫୫୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

କଳାହାଣ୍ଡି ଜିଲ୍ଲାରେ ୨୪୨୬୫ ଜଣ ସଂକ୍ରମିତ ହୋଇଥିବା ବେଳେ ୯ ଜଣ ସକ୍ରୀୟ ଅଛନ୍ତି। ୨୪, ୦୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

କନ୍ଧମାଳ ଜିଲ୍ଲାରେ ୧୧, ୫୧୧ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୯ [+୧] ଜଣ ସକ୍ରୀୟ ଅଛନ୍ତି। ୧୧, ୪୨୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

କେନ୍ଦ୍ରାପଡା ଜିଲ୍ଲାରେ ୨୪, ୫୦୦ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୬୩ [+୫] ଜଣ ସକ୍ରୀୟ ଅଛନ୍ତି। ୨୪, ୧୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୪ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୨୦, ୯୦୭ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦ [+୩] ଜଣ ସକ୍ରୀୟ ଅଛନ୍ତି। ୨୦, ୭୨୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୬୬, ୧୮୦ [+୩୩୫] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୪୪୯ [+୩୩୪] ଜଣ ସକ୍ରୀୟ ଅଛନ୍ତି। ୧, ୬୨, ୨୩୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧, ୪୮୯ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧।

କୋରାପୁଟ ଜିଲ୍ଲାରେ ୧୯, ୦୪୦ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୩୬ [+୪] ଜଣ ସକ୍ରୀୟ ଅଛନ୍ତି। ୧୮, ୯୨୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

ମାଲକାନଗିରି ଜିଲ୍ଲାରେ ୧୧, ୬୪୩ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୭ [+୨] ଜଣ ସକ୍ରୀୟ ଅଛନ୍ତି। ୧୧, ୫୭୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୪୦, ୦୭୦ [+୨୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୫ [+୨୭] ଜଣ ସକ୍ରୀୟ ଅଛନ୍ତି। ୩୯, ୬୩୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୭୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୩୫୩୩ ଜଣ ସଂକ୍ରମିତ ହୋଇଥିବା ବେଳେ ୯ ଜଣ ସକ୍ରୀୟ ଅଛନ୍ତି। ୨୩, ୪୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୩, ୩୪୭ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୫୦ [+୬] ଜଣ ସକ୍ରୀୟ ଅଛନ୍ତି। ୨୩, ୦୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୬ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୁଆପଡା ଜିଲ୍ଲାରେ ୨୨, ୮୬୪ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୩ [+୧] ଜଣ ସକ୍ରୀୟ ଅଛନ୍ତି। ୨୨, ୭୭୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

ପୁରୀ ଜିଲ୍ଲାରେ ୪୪, ୯୨୬ [+୧୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୫ [+୧୭] ଜଣ ସକ୍ରୀୟ ଅଛନ୍ତି। ୪୪, ୩୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୨୦, ୦୯୫ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୫୫ [+୪] ଜଣ ସକ୍ରୀୟ ଅଛନ୍ତି। ୧୯, ୮୭୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

ସମ୍ବଲପୁର ଜିଲ୍ଲାରେ ୩୧, ୧୬୯ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୭୫ [+୭] ଜଣ ସକ୍ରୀୟ ଅଛନ୍ତି। ୩୦, ୮୫୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

ସୁବର୍ଣ୍ଣପୁର ଜିଲ୍ଲାରେ ୧୩, ୧୫୧ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧ [+୧] ଜଣ ସକ୍ରୀୟ ଅଛନ୍ତି। ୧୩, ୦୭୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ।

ସୁନ୍ଦରଗଡ ଜିଲ୍ଲାରେ ୬୧, ୪୮୯ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୮୭ [+୧୩] ଜଣ ସକ୍ରୀୟ ଅଛନ୍ତି। ୬୦, ୮୨୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୭୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାଜ୍ୟ ପୁଲ୍ ରେ ୨୯, ୯୧୭ [+୮୧] ଜଣ ସଂକ୍ରମିତ ହୋଇଥିବା ବେଳେ ୬୦୧ [+୮୧] ଜଣ ସକ୍ରୀୟ ଅଛନ୍ତି। ୨୯, ୩୧୬ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.