Home Coronavirus Outbreak ରାଜ୍ୟରେ ଆଜି କରୋନା କାରଣରୁ ୫ ଜଣଙ୍କର ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୮, ୧୪୬

ରାଜ୍ୟରେ ଆଜି କରୋନା କାରଣରୁ ୫ ଜଣଙ୍କର ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୮, ୧୪୬

24

ଭୁବନେଶ୍ୱର ୨୦ ସେପ୍ଟେମ୍ବର (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା କାରଣରୁ ୫ ଜଣଙ୍କର ମୃତ୍ୟୁ ରିପୋର୍ଟ ହୋଇଛି। ତେଣୁ ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮, ୧୪୬ ହୋଇଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?
ଅନୁଗୁଳ ୧ ଜଣ,
ବାଲେଶ୍ୱର ୧ ଜଣ,
କଟକ ୧ ଜଣ,
ଖୋର୍ଦ୍ଧା ୧ ଜଣ,
ପୁରୀ ୧ ଜଣ,
ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଛି।

ରାଜ୍ୟରେ ଆଜି ୪୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?
ନୂଆ ଆକ୍ରାନ୍ତ: ୪୬୨
୦-୧୮ ବର୍ଷର : ୭୦
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୬୮
– ସ୍ଥାନୀୟ ଅଞ୍ଚଳରୁ୧୯୪
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୬
୨- ବାଲେଶ୍ୱର ଜିଲ୍ଲାରୁ – ୧୧
୩- ବରଗଡ଼ ଜିଲ୍ଲାରୁ – ୪
୪- ଭଦ୍ରକ ଜିଲ୍ଲାରୁ – ୧୬
୫- ବଲାଙ୍ଗୀର ଜିଲ୍ଲାରୁ – ୨
୬- କଟକ ଜିଲ୍ଲାରୁ – ୩୦
୭- ଦେବଗଡ଼ ଜିଲ୍ଲାରୁ – ୧
୮- ଢେଙ୍କାନାଳ ଜିଲ୍ଲାରୁ – ୨
୯- ଗଜପତି ଜିଲ୍ଲାରୁ – ୨
୧୦- ଗଞ୍ଜାମ ଜିଲ୍ଲାରୁ – ୨
୧୧- ଜଗତସିଂହପୁର ଜିଲ୍ଲାରୁ – ୩୧
୧୨- ଯାଜପୁର ଜିଲ୍ଲାରୁ – ୨୮
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୪
୧୪- କଳାହାଣ୍ଡି ଜିଲ୍ଲାରୁ – ୨
୧୫- କନ୍ଧମାଳ ଜିଲ୍ଲାରୁ – ୧
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦
୧୭- କେନ୍ଦୁଝର ଜିଲ୍ଲାରୁ – ୧
୧୮- ଖୋର୍ଦ୍ଧାରୁ : ୨୦୧
୧୯- ମୟୁରଭଞ୍ଜ ଜିଲ୍ଲାରୁ – ୧୩
୨୦- ନୟାଗଡ଼ ଜିଲ୍ଲାରୁ – ୫
୨୧- ନୂଆପଡ଼ା ଜିଲ୍ଲାରୁ – ୧
୨୨- ପୁରୀ ଜିଲ୍ଲାରୁ – ୧୩
୨୩- ରାୟଗଡ଼ା ଜିଲ୍ଲାରୁ – ୪
୨୪- ସମ୍ବଲପୁର ଜିଲ୍ଲାରୁ – ୧୨
୨୫- ସୋନପୁର ଜିଲ୍ଲାରୁ – ୧
୨୬- ସୁନ୍ଦରଗଡ଼ ଜିଲ୍ଲାରୁ – ୧୬
୨୭- State Pool: ୪୩
– ନୂଆ ସୁସ୍ଥ ହୋଇଥିଲେ୬୦୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୯୩୭୬୩୨୬
– ମୋଟ ଆକ୍ରାନ୍ତ ୧୦୨୧୨୧୬
– ମୋଟ ସୁସ୍ଛ ହୋଲେଣି ୧୦୦୭୬୬୬
– ସକ୍ରୀୟ ଆକ୍ରାନ୍ତ – ୫୩୫୧

ଜିଲ୍ଲାୱାରୀ ସମସ୍ତ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୪୩, ୭୪୬ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୩୪ [+୫] ଜଣ ସକ୍ରୀୟ ଅଛନ୍ତି। ୪୩, ୩୨୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୮୬ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୪୦, ୦୮୬ [+୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୬୯ [+୧୦] ଜଣ ସକ୍ରୀୟ ଅଛନ୍ତି। ୩୯, ୫୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୧, ୦୪୬ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୩୮ [+୪] ଜଣ ସକ୍ରୀୟ ଅଛନ୍ତି। ୩୦, ୬୭୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୩୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୬, ୨୪୭ [+୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୨ [+୧୬] ଜଣ ସକ୍ରୀୟ ଅଛନ୍ତି। ୨୫, ୯୯୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୩, ୩୩୪ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨ [+୨] ଜଣ ସକ୍ରୀୟ ଅଛନ୍ତି। ୨୩, ୧୯୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୨୫୯୩ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଜଣ ସକ୍ରୀୟ ଅଛନ୍ତି। ୧୨, ୪୭୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୯୨, ୪୨୩ [+୩୦] ଜଣ ସଂକ୍ରମିତ ହୋଇଥିବା ବେଳେ ୬୩୩ [+୨୯] ଜଣ ସକ୍ରୀୟ ଅଛନ୍ତି। ୯୦, ୯୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୨୮ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୬, ୪୫୭ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮ [+୧] ଜଣ ସକ୍ରୀୟ ଅଛନ୍ତି। ୬, ୩୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୧୯, ୭୨୭ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୪୯ [+୨] ଜଣ ସକ୍ରୀୟ ଅଛନ୍ତି। ୧୯, ୪୩୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୯, ୫୯୭ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୨୪ [+୨] ଜଣ ସକ୍ରୀୟ ଅଛନ୍ତି। ୯, ୪୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୩, ୭୧୩ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୩୫ [+୨] ଜଣ ସକ୍ରୀୟ ଅଛନ୍ତି। ୩୩, ୧୯୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୭୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୭, ୨୩୧ [+୩୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୯୪ [+୩୧] ଜଣ ସକ୍ରୀୟ ଅଛନ୍ତି। ୨୬, ୭୩୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୪୩, ୧୪୩ [+୨୮] ଜଣ ସଂକ୍ରମିତ ହୋଇଥିବା ବେଳେ ୨୫୭ [+୨୮] ଜଣ ସକ୍ରୀୟ ଅଛନ୍ତି। ୪୨, ୭୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୨୩, ୭୭୫ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୪୪ [+୪] ଜଣ ସକ୍ରୀୟ ଅଛନ୍ତି। ୨୩, ୫୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୪, ୨୬୫ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧ [+୨] ଜଣ ସକ୍ରୀୟ ଅଛନ୍ତି। ୨୪, ୦୪୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୧୧, ୫୧୦ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୮ [+୧] ଜଣ ସକ୍ରୀୟ ଅଛନ୍ତି। ୧୧, ୪୨୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୨୪, ୪୯୪ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୬୪ [+୧୦] ଜଣ ସକ୍ରୀୟ ଅଛନ୍ତି। ୨୪, ୧୮୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୨୦, ୯୦୪ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୯ [+୧] ଜଣ ସକ୍ରୀୟ ଅଛନ୍ତି। ୨୦, ୭୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୬୫, ୮୪୫ [+୨୦୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୩୫୧ [+୨୦୦] ଜଣ ସକ୍ରୀୟ ଅଛନ୍ତି। ୧, ୬୧, ୯୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧, ୪୮୮ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧୯୦୩୬ ଜଣ ସଂକ୍ରମିତ ହୋଇଥିବା ବେଳେ ୩୪ ଜଣ ସକ୍ରୀୟ ଅଛନ୍ତି। ୧୮, ୯୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୧୧୬୪୧ ଜଣ ସଂକ୍ରମିତ ହୋଇଥିବା ବେଳେ ୨୦ ଜଣ ସକ୍ରୀୟ ଅଛନ୍ତି। ୧୧, ୫୭୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୪୦, ୦୪୩ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୦ [+୧୩] ଜଣ ସକ୍ରୀୟ ଅଛନ୍ତି। ୩୯, ୬୧୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୭୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୩୫୩୩ ଜଣ ସଂକ୍ରମିତ ହୋଇଥିବା ବେଳେ ୯ ଜଣ ସକ୍ରୀୟ ଅଛନ୍ତି। ୨୩, ୪୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୩, ୩୪୦ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୫୧ [+୫] ଜଣ ସକ୍ରୀୟ ଅଛନ୍ତି। ୨୩, ୦୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୁଆପଡା ଜିଲ୍ଲାରେ ୨୨, ୮୬୩ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୬ [+୧] ଜଣ ସକ୍ରୀୟ ଅଛନ୍ତି। ୨୨, ୭୭୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୪୪, ୯୦୯ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୬ [+୧୨] ଜଣ ସକ୍ରୀୟ ଅଛନ୍ତି। ୪୪, ୩୪୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫୦ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୨୦, ୦୯୧ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୫୨ [+୪] ଜଣ ସକ୍ରୀୟ ଅଛନ୍ତି। ୧୯, ୮୭୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୩୧, ୧୬୨ [+୧୨] ଜଣ ସଂକ୍ରମିତ ହୋଇଥିବା ବେଳେ ୬୮ [+୧୨] ଜଣ ସକ୍ରୀୟ ଅଛନ୍ତି। ୩୦, ୮୫୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲାରେ ୧୩, ୧୫୦ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦ [+୧] ଜଣ ସକ୍ରୀୟ ଅଛନ୍ତି। ୧୩, ୦୭୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୬୧, ୪୭୬ [+୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୯୯ [+୧୬] ଜଣ ସକ୍ରୀୟ ଅଛନ୍ତି। ୬୦, ୮୦୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୭୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାଜ୍ୟ ପୁଲ୍ ରେ ୨୯, ୮୩୬ [+୪୩] ଜଣ ସଂକ୍ରମିତ ହୋଇଥିବା ବେଳେ ୫୭୨ [+୪୩] ଜଣ ସକ୍ରୀୟ ଅଛନ୍ତି। ୨୯, ୨୬୪ ଜଣ ସୁସ୍ଥ ହୋଇଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.