Home Authors Posts by Bureau

Bureau

17676 POSTS 0 COMMENTS

ୱେବ ଚ୍ୟାନେଲ ପ୍ରତିନିଧିଙ୍କ ବିରୋଧରେ ଥାନାରେ ଏତଲା

0
କେନ୍ଦ୍ରାପଡ଼ା ୭ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ କଜଳା ଅଞ୍ଚଳର କାର୍ଯ୍ୟରତ ସ୍ୱଚ୍ଛସାଥୀଙ୍କୁ ଦାଦାବଟି ପାଇଁ ଜୁଲମ କରିବା ଅଭିଯୋଗରେ କେନ୍ଦ୍ରାପଡା ଟାଉନ୍ ଥାନାରେ ୱେବ ଚ୍ୟାନେଲ...

ଧୂମାତ ସରପଞ୍ଚ ଫେରାର ଥିବାରୁ ନାଏବ ସରପଞ୍ଚଙ୍କୁ ଦାୟୀତ୍ୱ ଦେବା ପାଇଁ ଜିଲାପାଳଙ୍କୁ ନିବେଦନ

0
କେନ୍ଦ୍ରାପଡ଼ା ୭ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୂମାତ ପଞ୍ଚାୟତର ସରପଞ୍ଚ ନରହରୀ ପାଣି ସେହି ପଞ୍ଚାୟତର ରିନାରାଣୀ ମଲ୍ଲିକ ନାମକ ଜଣେ ଜନଜାତି ମହିଳାଙ୍କୁ ଅସଦ୍...

ରିଲାଏନ୍ସ ରିଟେଲ୍ ଭାରତରେ ଖୋଲିବ ‘୭-ଇଲେଭେନ୍ କନ୍‌ଭିନିଏନ୍ସ’ ଷ୍ଟୋର୍‌

0
ମୁମ୍ବାଇ / ଭୁବନେଶ୍ୱର: ଭାରତରେ ୭-ଇଲେଭେନ୍ କନ୍‌ଭିନିଏନ୍‌ସ ଷ୍ଟୋର୍ ଖୋଲିବା ଲାଗି ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆରଆରଭିଏଲ୍‌) ଏହାର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ୭-ଇଣ୍ଡିଆ କନ୍‌ଭିନିଏନ୍ସ ରିଟେଲ୍ ଲିମିଟେଡ୍ ଜରିଆରେ ୭-ଇଲେଭନ୍...

୦୮ ଅକ୍ଟୋବର ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜି ମାନସିକ ଏକାଗ୍ରତାର ଅଭାବ ଅନୁଭବ କରିପାରନ୍ତି। ଶାରୀରିକ ରୂପରେ ଆଳସ୍ୟ ହୋଇପାରେ। ଧନର ନିବେଶ ସମ୍ଭାଳିକରି କରନ୍ତୁ, କମ ଲାଭର ଆଶଙ୍କା ଅଛି। ଆବଶ୍ୟକ କାଗଜପତ୍ରଙ୍କ ଉପରେ ଅଧିକ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇଥିବା ୨୦ ଦିନ ବ୍ୟାପୀ...

0
ଭୁବନେଶ୍ୱର, ୦୭/୧୦ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଜନ୍ମଦିନ ଗତ ସେପ୍ଟେମ୍ବର ୭ ତାରିଖରୁ ଆଜି ଆକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ୨୦ ଦିନ ବ୍ୟାପୀ ‘ସେବା ଓ ସମର୍ପଣ...

ରାଜ୍ୟମାନଙ୍କର ବିକାଶ ପାଇଁ କେନ୍ଦ୍ର ସରକାର ଖୋଲା ହୃଦୟରେ ସହାୟତାର ହାତ ବଢାଉଛନ୍ତି :...

0
ଭୁବନେଶ୍ୱର ୦୭/୧୦ (ଓଡ଼ିଆ ପୁଅ) : ରାଜ୍ୟମାନଙ୍କର ବିକାଶ ପାଇଁ କେନ୍ଦ୍ର ସରକାର ଖୋଲା ହୃଦୟରେ ସହାୟତାର ହାତ ବଢାଉଛନ୍ତି। ଅତୀତରେ ବର୍ଷ ବର୍ଷ ଧରି ବିଳମ୍ବ ନିଷ୍ପତି ହେଉଥିବାବେଳେ ବର୍ତମାନ ମୋଦି...

ଯେତେବେଳେ ଦାମ୍ପତ୍ୟ ଜୀବନରୁ ଯୌନ ଦୂରେଇଯାଏ, ସେତେବେଳେ କଣ କରିବେ?

0
ପ୍ରତ୍ୟେକ ବୈବାହିକ ସମ୍ପର୍କକୁ ସେହି ପର୍ଯ୍ୟାୟ ଦେଇ ଗତି କରିବାକୁ ପଡିବ, ଯାହାକୁ ସେକ୍ସ ସ୍ଲମ୍ପ କୁହାଯାଏ। ସେକ୍ସ ସ୍ଲମ୍ପ ଅର୍ଥ ହେଉଛି ସେହି ସମୟ ଯେତେବେଳେ ଦମ୍ପତିଙ୍କ ଯୌନ ଜୀବନ ଅତ୍ୟନ୍ତ...

ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ :...

0
ପୁରୀ- ୦୭.୧୦ (ଓଡ଼ିଆ ପୁଅ) ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବ୍ରହ୍ମଗିରି ଗସ୍ତ କରି ବିଜ୍ୟସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବିଭିନ୍ନ ଜନକଲ୍ୟାଣକାରୀ...

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍ଥ କାର୍ଡ଼ : ପୁରୀ ଜିଲ୍ଲାର ଏଗାର...

0
ଜିଲ୍ଲାର ୩ ଲକ୍ଷ ୬୪ ହଜାର ପରିବାର ପାଇବେ ସ୍ମାର୍ଟ କାର୍ଡ ବିକାଶ କାମରେ ସମର୍ଥନ ପୁରୀ ଜିଲ୍ଲା ବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ। ପୁରୀ ୭-୧୦ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ...

ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ

0
ଆଠମଲ୍ଲିକ ୭.୧୦ (ଓଡ଼ିଆ ପୁଅ/ଧନଞ୍ଜୟ ନାୟକ) ଠାକୁରଗଡ଼ ଥାନା କନ୍ତପଡ଼ା ଗ୍ରାମର କୁରୁମ ଛକ ରେ ଥିବା ଏକ ପୋଖରୀ କୁ ଗାଧୋଇ ଯାଇ ଥିବା ବେଳେ ଦୟାନିଧି ପ୍ରଧାନଙ୍କ ୧୨ ବର୍ଷ...

ସାଗର ତଟ ଅଭିଯାନ ଓ ଆଜାଦି କା ଅମୃତ ମହୋତ୍ସବ ପାଳିତ

0
ପୁରୀ- ୦୭.୧୦ (ଓଡ଼ିଆ ପୁଅ) - ସାଗର ତଟ ଅଭିଯାନ ଓ ଆଜାଦି କା ଅମୃତ ମହୋତ୍ସବ ବ୍ଲୁଫ୍ଲାଗ ବିଚରେ ଅନୁଷ୍ଠିତ ହୋଇଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ଖାଦ୍ୟ...

ବିଜେପିର ଜାତୀୟ କାର୍ଯ୍ୟକାରିଣୀରୁ ବରୁଣ ଗାନ୍ଧୀ ଏବଂ ମନେକା ଗାନ୍ଧୀ ବାହାର

0
ନୂଆ ଦିଲ୍ଲୀ ୭ -୧୦ (ଓଡ଼ିଆ ପୁଅ) ବିଜେପି ଜାତୀୟ କାର୍ଯ୍ୟକାରିଣୀ ଘୋଷଣା କରିଛି। ପିଲିଭିତର ସାଂସଦ ବରୁଣ ଗାନ୍ଧୀଙ୍କୁ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ବହିଷ୍କାର କରାଯାଇଛି। ବରିଷ୍ଠ ବିଜେପି ନେତା ତଥା...

କେତେ ଜଣଙ୍କୁ ଗିରଫ କରାଯାଇଛି? ଫାଇଲ ,ଷ୍ଟାଟସ୍‌ ରିପୋର୍ଟ ମାଗିଲେ ସୁପ୍ରିମ୍‌ କୋର୍ଟ :...

0
ନୂଆ ଦିଲ୍ଲୀ ୭ -୧୦ (ଓଡ଼ିଆ ପୁଅ) ଅକ୍ଟୋବର ୩ ରେ ଲକ୍ଷ୍ମୀପୁର ଖେରୀରେ ହୋଇଥିବା ହିଂସା ବିଷୟରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି, ଏପର୍ଯ୍ୟନ୍ତ କେତେ ଲୋକଙ୍କୁ ଗିରଫ କରାଯାଇଛି।...

ଆଜିର କେଉଁ ସହରରେ ରୂପାର ଦର କେତେ ଜାଣନ୍ତୁ

0
ନୂଆ ଦିଲ୍ଲୀ ୭ -୧୦ (ଓଡ଼ିଆ ପୁଅ) ଆଜିର ରୂପା ଦରରେ ଗତକାଲି ତୁଳନାରେ କିଲୋଗ୍ରାମ ପ୍ରତି ୩୦୦ ଟଙ୍କା ବୃଦ୍ଧି ପାଇଛି। ତେବେ ଜାଣନ୍ତୁ ଆଜିର କେଉଁ ସହରରେ ରୂପାର ଦର...

ଆଜିର କେଉଁ ସହରରେ ସୁନାର ଦର କେତେ?

0
ଆଜର ସୁନା ଦରରେ ଗତକାଲି ତୁଳନାରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ। ତେବେ ଜାଣନ୍ତୁ ଆଜିର କେଉଁ ସହରରେ ସୁନାର ଦର କେତେ? ଆଜି ବଜାର ଖୋଲିବା ସମୟର ସୁନାଦର ଜାଣନ୍ତୁ - ୧୦...

ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

0
ନୂଆ ଦିଲ୍ଲୀ ୭ -୧୦ (ଓଡ଼ିଆ ପୁଅ) ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା ଆଜି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ଆଜି ଡିଜେଲର ମୂଲ୍ୟ ୩୫ ରୁ ୪୪...

ନିୟମ ଉଲଙ୍ଘନ କଲା ବିଧାୟକ ବ୍ୟୋମକେଶ ରାୟଙ୍କ କାର – ୨୦୦୦ ଟଙ୍କାର ଫାଇନ୍‌...

0
ପୁରୀ ୭ -୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ସମୁଖ ରାସ୍ତାରେ ବିଧାୟକଙ୍କ କାର ନିୟମ ଉଲଙ୍ଘନ କରି ପ୍ରବେଶ କରିବା ଘଟଣାକୁ ନେଇ ପୁରୀ ପୋଲିସ ଚାଲାଣ କାଟିଛି। ଭଦ୍ରକର ଚାନ୍ଦବାଲି...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୨,୪୩୧ ନୂଆ ଆକ୍ରାନ୍ତ...

0
ନୂଆ ଦିଲ୍ଲୀ ୭-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୨,୪୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨,୪୪,୧୯୮ କୁ ହ୍ରାସ ପାଇଛି। ସକ୍ରିୟ...

ଅକ୍ଟୋବର ୩୦ ରେ ହେବାକୁ ଥିବା ଉପ-ନିର୍ବାଚନରେ ୩ ଟି ଲୋକସଭା ଏବଂ ୧୬...

0
ନୂଆ ଦିଲ୍ଲୀ ୭ -୧୦ (ଓଡ଼ିଆ ପୁଅ) ଅକ୍ଟୋବର ୩୦ ରେ ତିନୋଟି ଲୋକସଭା ଏବଂ ୩୦ ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଯେଉଁ ରାଜ୍ୟରେ ଲୋକସଭା ଆସନ...

ଟ୍ରକ୍ ଏବଂ ଯାତ୍ରୀବାହୀ ବସ୍ ମଧ୍ୟରେ ଧକ୍କା ୯ ମୃତ, ୨୭ ଗୁରୁତର ଆହତ

0
ବାରବାଙ୍କି ୭-୧୦ (ଓଡ଼ିଆ ପୁଅ) : ଉତ୍ତର ପ୍ରଦେଶର ବାରବାଙ୍କି ଠାରେ ଏକ ଟ୍ରକ୍ ଏବଂ ଯାତ୍ରୀବାହୀ ବସ୍ ମଧ୍ୟରେ ଧକ୍କା ହେବା ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭...