Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୨,୪୩୧ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୨,୪୩୧ ନୂଆ ଆକ୍ରାନ୍ତ ଚିହ୍ନଟ, ୩୧୮ ମୃତ

22

ନୂଆ ଦିଲ୍ଲୀ ୭-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୨,୪୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨,୪୪,୧୯୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୭୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୨,୦୦,୨୫୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨୪,୬୦୨ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୯୫% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୯୪,୩୧୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨,୪୮୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୧୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୯,୮୫୬ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୭୨%

ଆରୋଗ୍ୟ ହୋଇଛନ୍ତି ୯୭.୯୫%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୯୨, ୬୩, ୬୮, ୬୦୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪୩, ୦୯, ୫୨୫

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୭, ୮୬, ୫୭, ୪୮୪ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୪, ୩୧, ୮୧୯

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦ ୭୪୮୮ ୧୨୯
ଆନ୍ଧ୍ରପ୍ରଦେଶ ୮୭୫୪ ୨୦୩୧୬୮୧ ୧୧୭୮ ୧୪୨୨୮
ଅରୁଣାଚଳ ପ୍ରଦେଶ ୪୨୫ ୫୪୧୦୮ ୨୮ ୨୭୯
ଆସାମ ୪୨୪୫ ୫୯୩୭୭୫ ୪୬୭ ୫୯୦୩
ବିହାର ୨୯ ୭୧୬୨୮୫ ୯୬୬୧
ଚଣ୍ଡିଗଡ଼ ୪୧ ୬୪୩୯୧ ୮୨୦
ଛତିଶଗଡ ୨୧୦ ୯୯୧୬୬୨ ୨୫ ୧୩୫୬୮
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୬୬
ଦିଲ୍ଲୀ ୩୫୪ ୧୪୧୩୬୧୧ ୨୧ ୨୫୦୮୮
୧୦ ଗୋଆ ୭୭୨ ୧୭୨୭୭୦ ୭୨ ୩୩୨୨
୧୧ ଗୁଜୁରାଟ ୧୮୨ ୮୧୫୭୯୪ ୧୮ ୧୦୦୮୪
୧୨ ହରିୟାଣା ୨୭୩ ୭୬୦୮୦୧ ୨୧ ୯୮୭୫
୧୩ ହିମାଚଳ ପ୍ରଦେଶ ୧୪୭୭ ୨୧୪୭୫୨ ୯୪ ୩୬୯୦
୧୪ ଜାମ୍ମୁ କାଶ୍ମୀର ୧୦୬୫ ୩୨୪୬୨୭ ୧୩୪ ୪୪୨୬
୧୫ ଝାଡଖଣ୍ଡ ୮୩ ୩୪୩୦୬୯ ୫୧୩୫
୧୬ କର୍ଣ୍ଣାଟକ ୧୧୮୪୮ ୨୯୨୯୬୨୯ ୬୨୧ ୩୭୮୫୪
୧୭ କେରଳ ୧୨୨୯୯୬ ୪୬୦୨୬୦୦ ୧୪୫୧୬ ୨୫୮୧୧ ୧୩୪
୧୮ ଲଦାଖ ୪୯ ୨୦୫୭୪ ୨୦୮
୧୯ ଲକ୍ଷଦୀପ ୧୦୩୧୦ ୫୧
୨୦ ମଧ୍ୟପ୍ରଦେଶ ୧୨୧ ୭୮୧୯୫୩ ୧୭ ୧୦୫୨୨
୨୧ ମହାରାଷ୍ଟ୍ର ୩୬୭୬୭ ୬୩୯୧୬୬୨ ୨୭୬୩ ୧୩୯୩୬୨ ୯୦
୨୨ ମଣିପୁର ୧୭୭୭ ୧୧୭୮୧୦ ୧୦୨ ୧୮୭୫
୨୩ ମେଘାଳୟ ୧୩୧୦ ୭୯୩୪୬ ୧୭୩ ୧୪୧୨
୨୪ ମିଜୋରାମ ୧୬୦୭୫ ୮୬୨୧୩ ୧୨୨୬ ୩୪୧
୨୫ ନାଗାଲାଣ୍ଡ ୩୧୧ ୩୦୩୯୫ ୩୩ ୬୬୭
୨୬ ଓଡ଼ିଶା ୪୫୯୧ ୧୦୧୬୫୯୪ ୪୨୯ ୮୨୨୭
୨୭ ପୁଡୁଚେରୀ ୬୩୯ ୧୨୪୨୫୯ ୭୬ ୧୮୪୪
୨୮ ପଞ୍ଜାବ ୨୬୪ ୫୮୪୯୯୨ ୨୬ ୧୬୫୨୬
୨୯ ରାଜସ୍ଥାନ ୪୯ ୯୪୫୩୪୪ ୮୯୫୪
୩୦ ସିକ୍କିମ୍ ୩୮୩ ୩୦୮୧୪ ୬୨ ୩୮୮
୩୧ ତାମିଲନାଡୁ ୧୬୬୩୭ ୨୬୨୦୪୯୯ ୧୫୧୯ ୩୫୭୦୭ ୨୫
୩୨ ତେଲେଙ୍ଗାନା ୪୪୦୬ ୬୫୮୮୨୭ ୧୭୦ ୩୯୨୫
୩୩ ତ୍ରିପୁରା ୧୪୭ ୮୩୨୪୯ ୧୪ ୮୧୫
୩୪ ଉତ୍ତରାଖଣ୍ଡ ୧୬୩ ୩୩୬୦୫୯ ୭୩୯୬
୩୫ ଉତ୍ତରପ୍ରଦେଶ ୧୪୯ ୧୬୮୬୮୫୭ ୧୩ ୨୨୮୯୬
୩୬ ପଶ୍ଚିମବଙ୍ଗ ୭୫୯୧ ୧୫୪୬୭୯୨ ୭୫୫ ୧୮୮୬୩ ୧୫
ମୋଟ ୨୪୪୧୯୮ ୩୩୨୦୦୨୫୮ ୨୪୬୦୨ ୪୪୯୮୫୬ ୩୧୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.