Home Top News ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

50

ନୂଆ ଦିଲ୍ଲୀ ୭ -୧୦ (ଓଡ଼ିଆ ପୁଅ) ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା ଆଜି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ଆଜି ଡିଜେଲର ମୂଲ୍ୟ ୩୫ ରୁ ୪୪ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୨୯ ରୁ ୩୭ ପଇସା ବୃଦ୍ଧି ପାଇଛି।

ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ପେଟ୍ରୋଲ ଏବଂ ଡିଜେଲ ଜର କ୍ରମରେ ମୁଖ୍ୟ ସହର ଗୁଡ଼ିକରେ ଏବଂ ଜିଲ୍ଲାରେ ଦର କେତେ?

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୧୦୩.୨୪ ୧୦୨.୯୪ ୦.୩
କୋଲକାତା ୧୦୩.୯୪ ୧୦୩.୬୫ ୦.୨୯
ମୁମ୍ବାଇ ୧୦୯.୨୫ ୧୦୮.୯୬ ୦.୨୯
ଚେନ୍ନାଇ ୧୦୦.୮୬ ୧୦୦.୪୯ ୦.୩୭
ଗୁରୁଗାଓଁ ୧୦୦.୯୫ ୧୦୦.୪୫ ୦.୫
ନୋଏଡା ୧୦୦.୫୩ ୧୦୦.୦୩ ୦.୫
ବାଙ୍ଗାଲୋର ୧୦୬.୮୩ ୧୦୬.୫୨ ୦.୩୧
ଭୁବନେଶ୍ୱର ୧୦୪.୫୭ ୧୦୩.୬୯ ୦.୮୮
ଚଣ୍ଡିଗଡ଼ ୯୯.୩୮ ୯୯.୦୯ ୦.୨୯
ହାଇଦ୍ରାବାଦ ୧୦୭.୪ ୧୦୭.୦୯ ୦.୩୧
ଜୟପୁର ୧୧୦.୨୪ ୧୧୦.୧୭ ୦.୦୭
ଲକ୍ଷ୍ନୌ ୧୦୦.୨୨ ୧୦୦.୧୩ ୦.୦୯
ପାଟନା ୧୦୬.୨୪ ୧୦୫.୯୨ ୦.୩୨
ତ୍ରୀଭେନ୍ଦ୍ରମ୍ ୧୦୫.୨୧ ୧୦୫.୧୮ ୦.୦୩
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୧.୭୭ ୯୧.୪୨ ୦.୩୫
କୋଲକାତା ୯୪.୮୮ ୯୪.୫୩ ୦.୩୫
ମୁମ୍ବାଇ ୯୯.୫୫ ୯୯.୧୭ ୦.୩୮
ଚେନ୍ନାଇ ୯୬.୩୭ ୯୫.୯୩ ୦.୪୪
ଗୁରୁଗାଓଁ ୯୨.୫ ୯୧.୯୬ ୦.୫୪
ନୋଏଡା ୯୨.୩୯ ୯୧.୮୫ ୦.୫୪
ବାଙ୍ଗାଲୋର ୯୭.୪ ୯୭.୦୩ ୦.୩୭
ଭୁବନେଶ୍ୱର ୧୦୦.୫୧ ୯୯.୫୭ ୦.୯୪
ଚଣ୍ଡିଗଡ଼ ୯୧.୫ ୯୧.୧୫ ୦.୩୫
ହାଇଦ୍ରାବାଦ ୧୦୦.୧୩ ୯୯.୭୫ ୦.୩୮
ଜୟପୁର ୧୦୧.୧୩ ୧୦୦.୯୮ ୦.୧୫
ଲକ୍ଷ୍ନୌ ୯୨.୧୩ ୯୧.୯୬ ୦.୧୭
ପାଟନା ୯୮.୨୫ ୯୭.୮୮ ୦.୩୭
ତ୍ରୀଭେନ୍ଦ୍ରମ୍ ୯୮.୪୬ ୯୮.୩୫ ୦.୧୧
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୫.୬୫ ୧୦୫.୨୧ ୦.୪୪
ବାଲେଶ୍ୱର ୧୦୪.୫୮ ୧୦୩.୯୨ ୦.୬୬
ବରଗଡ ୧୦୫.୦୭ ୧୦୪.୭୯ ୦.୨୮
ଭଦ୍ରକ ୧୦୫.୦୪ ୧୦୪.୫ ୦.୫୪
ଭୁବନେଶ୍ୱର ୧୦୪.୫୭ ୧୦୩.୬୯ ୦.୮୮
ବଲାଙ୍ଗୀର ୧୦୬.୮୫ ୧୦୫.୬୬ ୧.୧୯
ବୌଦ୍ଧ ୧୦୬.୪୧ ୧୦୫.୮୨ ୦.୫୯
କଟକ ୧୦୪.୪୮ ୧୦୪.୦୩ ୦.୪୫
ଦେବଗଡ଼ ୧୦୪.୭୮ ୧୦୪.୯୯ -୦.୨୧
ଢେଙ୍କାନାଳ ୧୦୫.୧୨ ୧୦୪.୨୯ ୦.୮୩
ଗଜପତି ୧୦୬.୬ ୧୦୬.୩ ୦.୩
ଗଞ୍ଜାମ ୧୦୪.୯୧ ୧୦୫.୪୮ -୦.୫୭
ଜଗତସିଂହପୁର ୧୦୩.୬୪ ୧୦୩.୭୮ -୦.୧୪
ଯାଜପୁର ୧୦୪.୫୯ ୧୦୪.୦୧ ୦.୫୮
ଝାରସୁଗୁଡ଼ା ୧୦୪.୦୫ ୧୦୩.୯୬ ୦.୦୯
କଳାହାଣ୍ଡି ୧୦୭.୪୭ ୧୦୭.୪ ୦.୦୭
କନ୍ଧମାଳ ୧୦୬.୫୪ ୧୦୫.୫୨ ୧.୦୨
କେନ୍ଦ୍ରାପଡା ୧୦୪.୦୪ ୧୦୩.୯ ୦.୧୪
କେନ୍ଦୁଝର ୧୦୬.୧୩ ୧୦୫.୧୩
ଖୋର୍ଦ୍ଧା ୧୦୪.୫୭ ୧୦୩.୬୯ ୦.୮୮
କୋରାପୁଟ ୧୦୮.୫୧ ୧୦୮.୨୫ ୦.୨୬
ମାଲକାନଗିରି ୧୦୯.୮୭ ୧୦୯.୫୭ ୦.୩
ମୟୁରଭଞ୍ଜ ୧୦୫.୧୭ ୧୦୫.୬୯ -୦.୫୨
ନବରଙ୍ଗପୁର ୧୦୮.୪୩ ୧୦୭.୫୯ ୦.୮୪
ନୟାଗଡ଼ ୧୦୪.୭ ୧୦୪.୦୪ ୦.୬୬
ନୂଆପଡ଼ା ୧୦୬.୬୩ ୧୦୭.୦୩ -୦.୪
ପୁରୀ ୧୦୪.୦୪ ୧୦୩.୬୯ ୦.୩୫
ରାୟଗଡ଼ା ୧୦୮.୨୭ ୧୦୭.୬୯ ୦.୫୮
ସମ୍ବଲପୁର ୧୦୫.୩୩ ୧୦୪.୪୯ ୦.୮୪
ସୋନପୁର ୧୦୫.୨୧ ୧୦୫.୨୪ -୦.୦୩
ସୁନ୍ଦରଗଡ ୧୦୪.୫ ୧୦୫.୪୨ -୦.୯୨
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୧.୫୫ ୧୦୧.୦୩ ୦.୫୨
ବାଲେଶ୍ୱର ୧୦୦.୫୪ ୯୯.୮୧ ୦.୭୩
ବରଗଡ ୧୦୧.୦୨ ୧୦୦.୬୫ ୦.୩୭
ଭଦ୍ରକ ୧୦୦.୯୮ ୧୦୦.୩୬ ୦.୬୨
ଭୁବନେଶ୍ୱର ୧୦୦.୫୧ ୯୯.୫୭ ୦.୯୪
ବଲାଙ୍ଗୀର ୧୦୨.୭୩ ୧୦୧.୪୯ ୧.୨୪
ବୌଦ୍ଧ ୧୦୨.୨୮ ୧୦୧.୬୨ ୦.୬୬
କଟକ ୧୦୦.୪୨ ୯୯.୯ ୦.୫୨
ଦେବଗଡ଼ ୧୦୦.୭୩ ୧୦୦.୮୪ -୦.୧୧
ଢେଙ୍କାନାଳ ୧୦୧.୦୪ ୧୦୦.୧୫ ୦.୮୯
ଗଜପତି ୧୦୨.୪୭ ୧୦୨.୦୮ ୦.୩୯
ଗଞ୍ଜାମ ୧୦୦.୮୪ ୧୦୧.୨୯ -୦.୪୫
ଜଗତସିଂହପୁର ୯୯.୫୯ ୯୯.୬୪ -୦.୦୫
ଯାଜପୁର ୧୦୦.୫୧ ୯୯.୮୬ ୦.୬୫
ଝାରସୁଗୁଡ଼ା ୧୦୦.୦୨ ୯୯.୮୫ ୦.୧୭
କଳାହାଣ୍ଡି ୧୦୩.୩୨ ୧୦୩.୧୬ ୦.୧୬
କନ୍ଧମାଳ ୧୦୨.୪୧ ୧୦୧.୩୩ ୧.୦୮
କେନ୍ଦ୍ରାପଡା ୯୯.୯୭ ୯୯.୭୫ ୦.୨୨
କେନ୍ଦୁଝର ୧୦୧.୯୯ ୧୦୦.୯୩ ୧.୦୬
ଖୋର୍ଦ୍ଧା ୧୦୦.୫୧ ୯୯.୫୭ ୦.୯୪
କୋରାପୁଟ ୧୦୪.୩୨ ୧୦୩.୯୯ ୦.୩୩
ମାଲକାନଗିରି ୧୦୫.୬୪ ୧୦୫.୨୬ ୦.୩୮
ମୟୁରଭଞ୍ଜ ୧୦୧.୧ ୧୦୧.୫୧ -୦.୪୧
ନବରଙ୍ଗପୁର ୧୦୪.୨୫ ୧୦୩.୩୫ ୦.୯
ନୟାଗଡ଼ ୧୦୦.୬୩ ୯୯.୯୧ ୦.୭୨
ନୂଆପଡ଼ା ୧୦୨.୫୧ ୧୦୨.୮୧ -୦.୩
ପୁରୀ ୧୦୦ ୯୯.୫୭ ୦.୪୩
ରାୟଗଡ଼ା ୧୦୪.୦୮ ୧୦୩.୪୨ ୦.୬୬
ସମ୍ବଲପୁର ୧୦୧.୨୬ ୧୦୦.୩୬ ୦.୯
ସୋନପୁର ୧୦୧.୧୫ ୧୦୧.୦୮ ୦.୦୭
ସୁନ୍ଦରଗଡ ୧୦୦.୪୭ ୧୦୧.୨୬ -୦.୭୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.