Home Authors Posts by Bureau

Bureau

17676 POSTS 0 COMMENTS

ଲକ୍ଷ୍ମୀପୁର ମାମଲାର ତଦନ୍ତ ପାଇଁ ଏକକ ସଦସ୍ୟ ବିଶିଷ୍ଟ ତଦନ୍ତ କମିଶନ ଗଠନ –...

0
ଲକ୍ଷ୍ନୌ ୭-୧୦ (ଓଡ଼ିଆ ପୁଅ): ଲକ୍ଷ୍ମୀପୁର ଖେରୀରେ ଚାରିଜଣ ଚାଷୀଙ୍କ ସମେତ ଆଠ ଜଣଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ପାଇଁ ଏକ ସଦସ୍ୟ ବିଶିଷ୍ଟ ଅନୁସନ୍ଧାନ କମିଶନ ଗଠନ କରାଯାଇଛି। ଆହ୍ଲାବାଦ ହାଇକୋର୍ଟର...

ରାଜ୍ୟରେ ଆଜି ୫୮୨ ନୂଆ ଆକ୍ରାନ୍ତ ଚିହ୍ନଟ, ୭ ମୃତ – ଜାଣନ୍ତୁ କେଉଁ...

0
ଭୁବନେଶ୍ୱର ୭ -୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୫୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ୭ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ? ନୂଆ ଆକ୍ରାନ୍ତ: ୫୮୨ ୦-୧୮...

ପିଏମ ମିତ୍ର ପାର୍କ ଓଡିଶାର ବୟନଶିଳ୍ପ ବିକାଶ ପାଇଁ ଅପାର ସମ୍ଭାବନା ଆଣିବ-ଧର୍ମେନ୍ଦ୍ର ପ୍ରଧାନ

0
ବୟନ ଶିଳ୍ପର ବିକାଶ ପାଇଁ ପିଏମ ମିତ୍ର ପାର୍କକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ - ବୟନଶିଳ୍ପର ବିକାଶ ପାଇଁ ଏହି ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ - ଆଗାମୀ ୫ ବର୍ଷ ମଧ୍ୟରେ ମୋଟ ୪,...

ପ୍ରଧାନ ଶିକ୍ଷକ ପାର୍ଥସାରଥୀ ପାଇଲେ ପ୍ରକୃତିବନ୍ଧୁ ପୁରସ୍କାର

0
କେନ୍ଦ୍ରାପଡ଼ା ୭ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ନିକିରାଇସ୍ଥିତ ମହାବୀର ନୋଡାଲ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ପାର୍ଥସାରଥୀ ବେହେରାଙ୍କୁ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତିବନ୍ଧୁ...

ପିଏମ ସ୍ୱାମୀତ୍ୱ ଯୋଜନା ଦେଶର ଗରିବଙ୍କୁ ସମ୍ପନ୍ନ ଓ ସ୍ୱାବଲମ୍ବୀ କରୁଛି-ଧର୍ମେନ୍ଦ୍ର ପ୍ରଧାନ

0
ସ୍ୱାମୀତ୍ୱ ଯୋଜନାରେ ଏମପିରେ ଇ-ପ୍ରୋପର୍ଟି କାର୍ଡ୍ ବିତରଣ କଲେ ପ୍ରଧାନମନ୍ତ୍ରୀ - ଇ-ପ୍ରୋପର୍ଟି କାର୍ଡ୍ ବିତରଣ ସମାରୋହରେ ଭିସି ଯୋଗେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ - ପିଏମ ସ୍ୱାମୀତ୍ୱ ଯୋଜନା ବୃହତ ବର୍ଗଙ୍କ ସାମାଜିକ ଓ...

ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷୟତ୍ରୀ ଆରାଧନା ଦାଶଙ୍କ ‘ଆତ୍ମଜା ଓ ମାଟି ମୋହ’ ପୁସ୍ତକ ଉନ୍ମୋଚିତ

0
କେନ୍ଦ୍ରାପଡ଼ା ୭ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମନ୍ମଥନାଥ ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ତଥା ବିଶିଷ୍ଟ ଲେଖିକା ଆରାଧନା ଦାଶଙ୍କ ଲିଖିତ ଦୁଇଟି କବିତା ସଙ୍କଳନ “ଆତ୍ମଜା...

କେନ୍ଦ୍ରାପଡାରେ ଫଟୋଗ୍ରାଫରଙ୍କ କର୍ମଶାଳା

0
କେନ୍ଦ୍ରାପଡ଼ା, ୬ା୧୦ (ଓଡ଼ିଆ ପୁଅ) : କେନ୍ଦ୍ରାପଡାର ଯୁବ ଫଟୋଗ୍ରାଫରମାନଙ୍କ ପକ୍ଷରୁ ବୁଧବାର ଇଛାପୁରସ୍ଥିତ ପାୟଲ ପ୍ୟାଲେସରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସେହି କର୍ମଶାଳାରେ ଯୁବ ଫଟୋଗ୍ରାଫରମାନେ ଯୋଗଦେଇ ଆଜିର ଯୁଗରେ...

ନବରାତ୍ରୀ ଆଜିଠାରୁ ଆରମ୍ଭ : ପୂଜାପାଠ ସହିତ ଜଡିତ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ଜାଣନ୍ତୁ

0
ଶାରଦୀୟ ନବରାତ୍ରର ଅର୍ଥ ହେଉଛି ମାତା ଦେବୀଙ୍କର ପୂଜାପାଠର ମହାନ ପର୍ବ। ସନାତନ ଧର୍ମରେ ଏହି ପର୍ବର ବିଶେଷ ମହତ୍ତ୍ୱ ରହିଛି। ଆଶ୍ୱିନ ମାସର ଶୁକ୍ଲପକ୍ଷର ପ୍ରତିପଦା ତାରିଖ ୭ ଅକ୍ଟୋବର ୨୦୨୧...

ପାକିସ୍ଥାନରେ ଭୂମିକମ୍ପ: ପ୍ରାଥମିକ ରିପୋର୍ଟରେ ୨୦ ଜଣଙ୍କ ମୃତ୍ୟୁ

0
ନୂଆ ଦିଲ୍ଲୀ ୭ -୧୦ (ଓଡ଼ିଆ ପୁଅ) ଆଜି ସକାଳେ ପାକିସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ପାକିସ୍ତାନର ଦକ୍ଷିଣ ହର୍ଣ୍ଣାଇରେ ଭୂମିକମ୍ପରେ କମ୍ପନ ଅନୁଭୂତ ହୋଇଥିଲା ଯେଉଁଥିରେ ଅତି କମରେ ୨୦ ଜଣଙ୍କର...

୦୭ ଅକ୍ଟୋବର ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜି ଆପଣଙ୍କୁ ଶାସନ ଦ୍ଵାରା ସମ୍ମାନିତ କରାଯିବାର ସମ୍ଭାବନା ଅଛି। ଯଦି ଆପଣ କୌଣସି ବ୍ୟକ୍ତି, ବ୍ୟାଙ୍କ କିମ୍ବା ସଂସ୍ଥାରୁ ଋଣ ନେବାକୁ ଚାହୁଁଛନ୍ତି ତେବେ କଦାପି ନିଅନ୍ତୁ ନାହିଁ।...

ମହିଳା ଓ ଶିଶୁ ପୁତ୍ରକୁ ହତ୍ୟା ଉଦ୍ୟମ : ଦୁର୍ଦ୍ଦାନ୍ତ ଅପରାଧୀ ଅୟୁବ ଖାଁ’...

0
ମାହାଙ୍ଗା, ୦୬/୧୦ (ଓଡ଼ିଆ ପୁଅ/ ଅଭୟ ଜେନା) ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଅଂଚଳରେ ବହୁ ଚର୍ଚ୍ଚିତ ମାଆ, ଝିଅ ଓ ଏମାନଙ୍କ ଶିଶୁ ପୁତ୍ରକୁ କିରୋସିନ ଢାଳି ଜୀବନ୍ତ ଜାଳିଦେବାର ଉଦ୍ୟମ...

ପୁରୁଷମାନେ ଯୌନଶକ୍ତି ଏବଂ ଶୁକ୍ରାଣୁ ବୃଦ୍ଧି କରିବା ପାଇଁ କ’ଣ ଖାଇବା ଉଚିତ୍ କ’ଣ...

0
ଭୁଲ ଜୀବନଶୈଳୀ, ଅସନ୍ତୁଳିତ ଖାଦ୍ୟ, ବ୍ୟାୟାମର ଅଭାବ, ଚାପ, ବର୍ଦ୍ଧିତ କାର୍ଯ୍ୟଭାର ଇତ୍ୟାଦି ଅନେକ କାରଣ, ଯାହା ପୁରୁଷମାନଙ୍କଠାରେ ଶୁକ୍ରାଣୁ ସଂଖ୍ୟା ହ୍ରାସ ପାଇଁ ଦାୟୀ। ଶୁକ୍ରାଣୁ ସଂଖ୍ୟା କମ୍ ହେଲେ ପୁରୁଷମାନଙ୍କର...

କଟକ : ରାସ୍ତା ମଝିରେ ହଠାତ ହେଲା ଜଳ ବିସ୍ପୋରଣ, ରାସ୍ତା ଫଟାଇ ୨୦...

0
କଟକ, ୬/୧୦ (ଓଡ଼ିଆ ପୁଅ /ଅଭୟ ଜେନା ) ସିଲଭର ସିଟି କଟକ ସହରର ପ୍ରମୁଖ ଜନଗହଳି ପୂର୍ଣ୍ଣ ସ୍ଥାନ ରାଜାବଗିଚା ରାସ୍ତା ମଝିରେ ହଠାତ ଉପରକୁ ଉଠିଲା ପାଣିର ଫୁଆରା। ରାସ୍ତାଘାଟ...

ଦୁର୍ନୀତିରେ ଭରପୁର ଭାରତୀୟ ଜନତା ପାର୍ଟି ଦେଶକୁ ଆଜି ବହୁ ତଳକୁ ନେଇଯାଉଛି :...

0
ଭୁବନେଶ୍ୱର, ୬.୧୦ (ଓଡ଼ିଆ ପୁଅ) : ୨୦୧୪ ମସିହା ପାଖରୁ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାର ଭାରତର୍ବେର ଗରୀବ ଜନସାଧାରଣଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ଭାରତର ଅଗଣିତ ଖଟିଖିଆ...

କ୍ରମାଗତ ଅବହେଳା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ପ୍ରାଥମିକ ବି.ଏଡ୍‌. ଶିକ୍ଷକ ମହାସଂଘ

0
ଭୁବନେଶ୍ୱର ୬ା୧୦ (ଓଡ଼ିଆ ପୁଅ) : ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ବି.ଏଡ୍‌. ଶିକ୍ଷକମାନଙ୍କୁ ରାଜ୍ୟ ସରକାର ବାରମ୍ବାର ଅବହେଳାର ପ୍ରତିବାଦ ଜଣାଇଛି ଓଡ଼ିଶା ପ୍ରାଥମିକ ବି.ଏଡ୍ ଶିକ୍ଷକ...

ଯେତେବେଳେ ଆପଣଙ୍କ ଏବଂ ଆପଣଙ୍କ ସାଥୀଙ୍କ ମଧ୍ୟରେ କୌଣସି ସମାନତା ନଥାଏ ସେତେବେଳେ କଣ...

0
ବିଜ୍ଞାନ ଏବଂ ଦର୍ଶନ ଅନୁଯାୟୀ, 'ବିପରୀତ ଆକର୍ଷଣ' ଶତାବ୍ଦୀ ଧରି ଏହା ଆମକୁ କୁହାଯାଇଛି। କିନ୍ତୁ କଳ୍ପନା କରନ୍ତୁ ଯେତେବେଳେ ଆପଣ କୌଣସି ବ୍ୟକ୍ତିଙ୍କ ସହିତ ରହୁଛନ୍ତି, ଯାହାର କୌଣସି ଆଗ୍ରହ ସହିତ...

ଲକ୍ଷ୍ମୀପୁର ହିଂସାରେ ମୃତ ଚାଷୀଙ୍କ ପରିବାରକୁ ପଞ୍ଜାବ ଏବଂ ଛତିଶଗଡ ସରକାର ଦେବେ ୫୦-୫୦...

0
ନୂଆଦିଲ୍ଲୀ ୬-୧୦ (ଓଡ଼ିଆ ପୁଅ) ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏହି ସମୟରେ, ଲକ୍ଷ୍ମୀପୁର ଖେରୀରେ ୪ ଜଣ ଚାଷୀଙ୍କ ସମେତ ୮ ଜଣଙ୍କୁ କାର ଧକ୍କା ଦେବା ପରେ...

ଓସାକା ହାଇଦ୍ରାବାଦ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ, ପଶ୍ଚିମ ଓଡିଶାର ହଜି ଯାଉଥିବା ଲୋକକଳା ପ୍ରଦର୍ଶିତ

0
ସମ୍ବଲପୁର, ୦୬/୧୦ (ଓଡ଼ିଆ ପୁଅ/ସରୋଜ ସାହୁ): ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ “ଓସାକା” ତରଫରୁ ଭରଚୁଆଲରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଏକ ନିଆରା ଢଙ୍ଗରେ ଆୟୋଜିତ ହୋଇଯାଇଛି। ଚଳିତ...

ପବିତ୍ର ମହାଳୟା ତିଥିରେ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ଦର୍ଶନ

0
ସମ୍ବଲପୁର, ୦୬/୧୦ (ଓଡ଼ିଆ ପୁଅ/ସରୋଜ ସାହୁ): ଆଜି ହେଉଛି ପିତୃପକ୍ଷର ଶେଷ ଦିନ ଅର୍ଥାତ ପବିତ୍ର ମହାଳୟା ପର୍ବ। ଏହି ଦିନରେ ସମ୍ବଲପୁର ର ଅଧିଷ୍ଠ୍ରାତୀ ଦେବୀ ମା' ସମଲେଶ୍ବରୀ ଧବଳମୁଖୀ ବେଶରେ...

ମୋ ସରକାର କକ୍ଷ ଶୁଭାରମ୍ଭ : ୬ ଜଣ ଭିନ୍ନକ୍ଷମ ଉଚ୍ଚଶିକ୍ଷିତା ମହିଳା ନିଯୁକ୍ତ

0
ପୁରୀ- ୦୬.୧୦ (ଓଡ଼ିଆ ପୁଅ) - ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୋ ସରକାର କକ୍ଷ ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏହାର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ...