Home ଅନୁଗୁଳ ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ

ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ

108

ଆଠମଲ୍ଲିକ ୭.୧୦ (ଓଡ଼ିଆ ପୁଅ/ଧନଞ୍ଜୟ ନାୟକ) ଠାକୁରଗଡ଼ ଥାନା କନ୍ତପଡ଼ା ଗ୍ରାମର କୁରୁମ ଛକ ରେ ଥିବା ଏକ ପୋଖରୀ କୁ ଗାଧୋଇ ଯାଇ ଥିବା ବେଳେ ଦୟାନିଧି ପ୍ରଧାନଙ୍କ ୧୨ ବର୍ଷ ବୟସର ଝିଅ ଶ୍ରୀମତୀ ପ୍ରଧାନ ଓ ଘନଶ୍ୟାମ ସାହୁଙ୍କ ଝିଅ ବର୍ଷା ସାହୁ ୧୨ ବର୍ଷ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ ଘଟିକା ବେଳେ ଗାଧୋଉ ଥିବା ବେଳେ ପୋଖରୀ ରେ ବୁଡି ପ୍ରାଣ ହରାଇଛନ୍ତି। ଖବର ପାଇ ଗ୍ରାମବାସୀ ମୃତଙ୍କକୁ ଉଦ୍ଧାର କରିଥିବା ଜଣା ଯାଇଛି। ଖବର ପାଇ ଠାକୁରଗଡ଼ ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆଠମଲ୍ଲିକ ଡାକ୍ତରଖାନାକୁ ପଠାଇ ଥିବା ତଦନ୍ତ କାରୀ ଅଫିସର ସୁରେଶ୍ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.