Home Authors Posts by Bureau

Bureau

17676 POSTS 0 COMMENTS

ପ୍ରଦେଶ କଂଗ୍ରେସ କମିଟି କର୍ମକର୍ତାଙ୍କୁ ଦାୟୀତ୍ୱ ବଂଟନ

0
ଭୁବନେଶ୍ୱର ୨୩.୧୦ (ଓଡ଼ିଆ ପୁଅ) - ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଦୈନନ୍ଦିନ ସାଂଗଠନିକ କାର୍ଯ୍ୟ ସଂପାଦନ ନିମନ୍ତେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟିର...

କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଅଞ୍ଚଳରେ ଜଙ୍ଗଲୀ ହାତୀ : ବ୍ୟାପକ ଧାନ ଫସଲ...

0
କଟକ, ୨୩/୧୦ (ଓଡ଼ିଆ ପୁଅ/ଅଭୟ ଜେନା) ଆଜି ସକାଳୁ ଏକ ଜଙ୍ଗଲୀ ହାତୀ ରଉପଦ୍ରଵ ଯୋଗୁ କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକର ରାମକୃଷ୍ଣପୁର, ଫୋଗଳ ଓ ଜିଗ୍ନୀପୁର ପଂଚାୟତର ଗହୀର ଧାନ...

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ ରାଜଧାନୀରେ ୪ ବାମପନ୍ଥୀ ଦଳର ବିକ୍ଷୋଭ

0
ଭୁବନେଶ୍ୱର, ୨୩/୧୦ (ଓଡ଼ିଆ ପୁଅ) ଶିକ୍ଷୟିତ୍ରୀ ମମିତା ମେହେରଙ୍କ ବୀଭତ୍ସ ହତ୍ୟା ଓ ଯୌନ କେଳେଙ୍କାରୀ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ କରିବା, ନିରପେକ୍ଷ...

ଅତି ନିମ୍ନ ରୁଚିର ରାଜନୀତି କରୁଛି ବିଜେପି ମହିଳା ମୋର୍ଚ୍ଚା : ବିଜେଡି

0
ଭୁବନେଶ୍ୱର, ୨୩/୧୦ (ଓଡ଼ିଆ ପୁଅ) : ଓଡିଶା ବିଜେପିର ମହିଳା ମୋର୍ଚ୍ଚା ଆଜି ତାହାର ଘେରାଉ ସମୟରେ ମିଥ୍ୟା ଓ ଭିତ୍ତିହୀନ ବିବୃତି ଦେଇ ସମସ୍ତ ଲଜ୍ଜାକୁ ଅତିକ୍ରମ କରି ଅତି ନିମ୍ନ...

ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବି

0
-୨୬ ଅକ୍ଟୋବରରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରିବ ଯୁବ କଂଗ୍ରେସ ଭୁବନେଶ୍ୱର, ୨୩।୧୦ (ଓଡ଼ିଆ ପୁଅ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର...

ଦିବ୍ୟ ଶଙ୍କରଙ୍କ ସୁପାରିଶରେ ଗୋବିନ୍ଦ ସାହୁଙ୍କର ଘରୋଇ ଶିକ୍ଷାନୁଷ୍ଠାନକୁ ମିଳୁଥିଲା କୋଟି କୋଟି ଟଙ୍କାର...

0
ଭୁବନେଶ୍ୱର ୨୩.୧୦ (ଓଡ଼ିଆ ପୁଅ) - ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକୁ ଜୋରଦାର କରିଛି ପ୍ରଦେଶ କଂଗ୍ରେସ। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଦିବ୍ୟ...

CISCE ICSE, ISC ସେମିଷ୍ଟାର ୧ ସଂଶୋଧିତ ପରୀକ୍ଷା ସୂଚୀ – ୨୦୨୨ ପ୍ରକାଶିତ

0
ନୂଆ ଦିଲ୍ଲୀ ୨୩-୧୦ (ଓଡ଼ିଆ ପୁଅ) କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ଜାମିନେସନ୍‌ (ସିଆଇଏସ୍ସିଇ), ଏହାର ଅଫିସିଆଲ୍ ୱେବସାଇଟରେ ଦଶମ ଏବଂ ଦ୍ୱାଦଶ ସେମିଷ୍ଟାର ୧ ପରୀକ୍ଷା ପାଇଁ ସଂଶୋଧିତ ପରୀକ୍ଷା...

୧୪ ବର୍ଷର ଝିଅକୁ ମାରିଦେଲା ମା’, ଏହା ଦେଖି ୧୧ ବର୍ଷର ପୁଅ ମା’କୁ...

0
ତିରୁପତି ୨୩-୧୦ (ଓଡ଼ିଆ ପୁଅ) : ବୁଧବାର ରାତିରେ ଆନ୍ଧ୍ରପ୍ରଦେଶର କାଦପା ସହରରେ ଥିବା ଏକ ରୋମଟାଙ୍କୁରା ଅନନ୍ୟ ଖବର ଆସିଛି। ଜଣେ ମହିଳାଙ୍କୁ ତାଙ୍କ ୧୧ ବର୍ଷର ପୁଅକୁ ହତ୍ୟା କରିଥିବା...

୧୪ ବର୍ଷ ପରେ ବଢ଼ିବ ଦିଆସିଲିର ମୂଲ୍ୟ, ଡିସେମ୍ବରରୁ ଆପଣଙ୍କୁ ଏତିକି ଟଙ୍କାରେ ପ୍ରତି...

0
ମଦୁରାଇ ୨୩-୧୦ (ଓଡ଼ିଆ ପୁଅ) : ଗୋଟିଏ ପଟେ ପେଟ୍ରୋଲ-ଡିଜେଲ, ଖାଇବା ତେଲ ଏବଂ ଗ୍ୟାସ ଏବଂ ଅନ୍ୟାନ୍ୟ ଦ୍ରବ୍ୟର ମୂଲ୍ୟ ଦିନକୁ ଦିନ ବଢ଼ୁଥିବାବେଳେ ଆପଣଙ୍କ ଦୈନନ୍ଦିନ ବ୍ୟବହାରରେ ଗୋଟିଏ ଆଇଟମ୍...

ଦେଶରେ ଆଜିର କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୬,୩୨୬ ନୂଆ ଆକ୍ରାନ୍ତ...

0
ନୂଆ ଦିଲ୍ଲୀ ୨୩-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୬,୩୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୭୩,୭୨୮ କୁ ହ୍ରାସ ପାଇଛି। ସକ୍ରିୟ...

ରାଜ୍ୟରେ ଆଜି ୪୪୧ ନୂଆ ଆକ୍ରାନ୍ତ: କରୋନା ନେଲା ୪ ଜୀବନ – ଜାଣନ୍ତୁ...

0
ଭୁବନେଶ୍ୱର ୨୨ -୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୪୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ? ନୂଆ ଆକ୍ରାନ୍ତ: ୪୪୧ ୦-୧୮ ବର୍ଷର : ୭୫ - କ୍ୱାରେଣ୍ଟାଇନ୍...

ଆଜି (୨୩ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୩.୭୮...

0
ନୂଆ ଦିଲ୍ଲୀ ୨୩ -୧୦ (ଓଡ଼ିଆ ପୁଅ) ଦୁଇ ଦିନର ବ୍ରେକ୍‌ ପରେ ପୁଣି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା ୨୦ ତାରିଖଠାରୁ କ୍ରମାଗତ ଚତୁର୍ଥ ଦିନ ପୁଣି ପେଟ୍ରୋଲ ଏବଂ ଡିଜେଲ...

ଚିକିତ୍ସା ପାଇଁ କେନ୍ଦ୍ରାପଡା ବିଡିଓଙ୍କ ସହାୟତା ପ୍ରଦାନ

0
କେନ୍ଦ୍ରାପଡ଼ା ୨୨ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଜଣେ ଗରିବ ଅସହାୟ ଦିନମଜୁରିଆ ରୋଗଗସ୍ତ ପରିବାରକୁ କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ ସହାୟତା ପ୍ରଦାନ କରିଛନ୍ତି। କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ...

୧୦୦ କୋଟି ଟୀକାକରଣ ଅଭିଯାନରେ ସାମିଲ ହୋଇଥିବା କେନ୍ଦ୍ରାପଡାର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

0
କେନ୍ଦ୍ରାପଡ଼ା ୨୨ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ବିଶ୍ୱରେ ସର୍ବ ବୃହତ୍ ଟୀକା କରଣ ଅଭିଯାନରେ ଇତିହାସ ରଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ୧୦୦କୋଟି କୋଭିଡ ଟୀକା ସମ୍ପୂର୍ଣ୍ଣ...

ବାଙ୍ଗଲାଦେଶରେ ହିନ୍ଦୁମାନଙ୍କୁ ଆକ୍ରମଣରୁ ସୁରକ୍ଷା ପାଇଁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ବିଶ୍ୱହିନ୍ଦୁ ପରିଷଦର ସ୍ମାରକପତ୍ର

0
କେନ୍ଦ୍ରାପଡ଼ା ୨୨ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) :ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ ଚାଲିଥିବା ବର୍ବୋରଚିତ ଆକ୍ରମଣରୁ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବାକୁ କେନ୍ଦ୍ରାପଡା ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ...

ଓଡ଼ିଶାର ବିଶିଷ୍ଟ ଆଦିବାସୀ ଓ କମ୍ୟୁନିଷ୍ଟନେତା ବସୁଦେବ ଭୋଇଙ୍କ ବିୟୋଗରେ ସିପିଆଇର ଶୋକ

0
ଭୁବନେଶ୍ୱର, ୨୨/୯ – (ଓଡ଼ିଆ ପୁଅ) ଓଡ଼ିଶାର ବିଶିଷ୍ଟ ଆଦିବାସୀ ଓ କମ୍ୟୁନିଷ୍ଟ ନେତା କମ୍ରେଡ଼ ବସୁଦେବ ଭୋଇଙ୍କ ବିୟୋଗରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଓଡ଼ିଶା ରାଜ୍ୟ ପରିଷଦ ଗଭୀର ଶୋକ ପ୍ରକାଶ...

ସ୍ପର୍ଶକାତର ମାମଲାରେ ବିଜେପି ନିମ୍ନମାନର ରାଜନୀତି କରୁଛି : ବିଜେଡି

0
ଭୁବନେଶ୍ୱର, ୨୨/୧୦ (ଓଡ଼ିଆ ପୁଅ) : ନିଜର ସ୍ଥିତି ଜାହିର ପାଇଁ ଓଡିଶା ବିଜେପି ଏବେ ସ୍ପର୍ଶକାତର ମାମଲାରେ ନିମ୍ନମାନର ରାଜନୀତି କରୁଛି। ପୀଡିତା କିମ୍ବା ତାଙ୍କ ପରିବାର କିଭଳି ନ୍ୟାୟ ପାଇବେ...

୨୩ ଅକ୍ଟୋବର ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜି ଆପଣ ନିର୍ଦ୍ଧାରିତ କାର୍ଯ୍ୟ ସହଜରେ ସମ୍ପୂର୍ଣ୍ଣ କରି ପାରିବେ। ଧାର୍ମିକ ଏବଂ ମାଙ୍ଗଳିକ ମୁହୂର୍ତ୍ତ ଉପସ୍ଥିତ ହେବ। ତୀର୍ଥଯାତ୍ରାର ଯୋଗ ଅଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। କ୍ରୋଧର...

ଭାରତର ଜାତୀୟ ପତାକା ତ୍ରିରଙ୍ଗାର ତିନି ରଙ୍ଗରେ ଝଲସିଲା ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟ ମନ୍ଦିର

0
ପୁରୀ ୨୧ -୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସୂର୍ଯ୍ୟ ମନ୍ଦିରର ସମ୍ପୂର୍ଣ୍ଣ ଅଂଶକୁ ନାରଙ୍ଗୀ, ଧଳା ଓ ସବୁଜ ରଙ୍ଗରେ ରଙ୍ଗୀନ କରିବା ପାଇଁ ସୂର୍ଯ୍ୟ ମନ୍ଦିରକୁ ତିନି ରଙ୍ଗର ଆଲୋକ ମାଳାରେ...

“ମୋ ସରକାର” ସଂପର୍କିତ ବୈଠକ ଅନୁଷ୍ଠିତ

0
ପୁରୀ ୨୧ -୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ମୋ ସରକାର ସଂପର୍କିତ ବୈଠକ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ମୋ...