Home Top News ଆଜି (୨୩ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୩.୭୮ ଟଙ୍କା...

ଆଜି (୨୩ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୩.୭୮ ଟଙ୍କା – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

55

ନୂଆ ଦିଲ୍ଲୀ ୨୩ -୧୦ (ଓଡ଼ିଆ ପୁଅ) ଦୁଇ ଦିନର ବ୍ରେକ୍‌ ପରେ ପୁଣି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା ୨୦ ତାରିଖଠାରୁ କ୍ରମାଗତ ଚତୁର୍ଥ ଦିନ ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ତେବେ ଆଜି ମଧ୍ୟ ତୈଳ ଦର ବୃଦ୍ଧିପାଇଛି। ଆଜି ଡିଜେଲର ମୂଲ୍ୟ ୩୩ ରୁ ୩୫ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୩୪ ରୁ ୩୫ ପଇସା ବୃଦ୍ଧି ପାଇଛି।

ରାଜ୍ୟରେ ମାଲକାନଗିରିରେ ପେଟ୍ରୋଲ ଦର ୧୧୩.୭୮ ଟଙ୍କାରେ ପହଁଚିଛି।

ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?
ମେଟ୍ରୋ ସହର ଗୁଡ଼ିକରେ ଦର

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୧୦୭.୨୪ ୧୦୬.୮୯ ୦.୩୫
କୋଲକାତା ୧୦୭.୭୮ ୧୦୭.୪୪ ୦.୩୪
ମୁମ୍ବାଇ ୧୧୩.୧୨ ୧୧୨.୭୮ ୦.୩୪
ଚେନ୍ନାଇ ୧୦୪.୨୨ ୧୦୪.୦୧ ୦.୨୧
ଗୁରୁଗାଓଁ ୧୦୪.୬୧ ୧୦୪.୪୯ ୦.୧୨
ନୋଏଡା ୧୦୪.୫୫ ୧୦୪.୨୧ ୦.୩୪
ବାଙ୍ଗାଲୋର ୧୧୦.୯୮ ୧୧୦.୬୧ ୦.୩୭
ଭୁବନେଶ୍ୱର ୧୦୮ ୧୦୮.୦୨ -୦.୦୨
ଚଣ୍ଡିଗଡ଼ ୧୦୩.୨୧ ୧୦୨.୮୮ ୦.୩୩
ହାଇଦ୍ରାବାଦ ୧୧୧.୫୫ ୧୧୧.୧୮ ୦.୩୭
ଜୟପୁର ୧୧୪.୪୮ ୧୧୩.୭୫ ୦.୭୩
ଲକ୍ଷ୍ନୌ ୧୦୪.୦୨ ୧୦୩.୮୬ ୦.୧୬
ପାଟନା ୧୧୦.୮୪ ୧୧୦.୫୫ ୦.୨୯
ତ୍ରୀଭେନ୍ଦ୍ରମ୍ ୧୦୯.୪୯ ୧୦୯.୪୧ ୦.୦୮
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୫.୯୭ ୯୫.୬୨ ୦.୩୫
କୋଲକାତା ୯୯.୦୮ ୯୮.୭୩ ୦.୩୫
ମୁମ୍ବାଇ ୧୦୪ ୧୦୩.୬୩ ୦.୩୭
ଚେନ୍ନାଇ ୧୦୦.୨୫ ୧୦୦.୦୧ ୦.୨୪
ଗୁରୁଗାଓଁ ୯୬.୫୨ ୯୬.୩୭ ୦.୧୫
ନୋଏଡା ୯୬.୭୪ ୯୬.୩୮ ୦.୩୬
ବାଙ୍ଗାଲୋର ୧୦୧.୮୬ ୧୦୧.୪୯ ୦.୩୭
ଭୁବନେଶ୍ୱର ୧୦୪.୫ ୧୦୪.୪୭ ୦.୦୩
ଚଣ୍ଡିଗଡ଼ ୯୫.୬୮ ୯୫.୩୩ ୦.୩୫
ହାଇଦ୍ରାବାଦ ୧୦୪.୭ ୧୦୪.୩୨ ୦.୩୮
ଜୟପୁର ୧୦୫.୭୧ ୧୦୫.୦୧ ୦.୭
ଲକ୍ଷ୍ନୌ ୯୬.୨୭ ୯୬.୦୭ ୦.୨
ପାଟନା ୧୦୨.୫୭ ୧୦୨.୩୧ ୦.୨୬
ତ୍ରୀଭେନ୍ଦ୍ରମ୍ ୧୦୩.୧୪ ୧୦୩.୦୩ ୦.୧୧

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲ ଦର

ସହର/ଜିଲ୍ଲାର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୧୦.୦୬ ୧୦୯.୨୨ ୦.୮୪
ବାଲେଶ୍ୱର ୧୦୮.୪୯ ୧୦୮.୧୩ ୦.୩୬
ବରଗଡ ୧୦୯.୪୫ ୧୦୮.୭୯ ୦.୬୬
ଭଦ୍ରକ ୧୦୮.୭୩ ୧୦୮.୫୮ ୦.୧୫
ଭୁବନେଶ୍ୱର ୧୦୮ ୧୦୮.୦୨ -୦.୦୨
ବଲାଙ୍ଗୀର ୧୧୦.୬ ୧୦୯.୮୬ ୦.୭୪
ବୌଦ୍ଧ ୧୧୦.୧୯ ୧୧୦.୫୪ -୦.୩୫
କଟକ ୧୦୯.୦୬ ୧୦୮.୧୯ ୦.୮୭
ଦେବଗଡ଼ ୧୦୯.୦୧ ୧୦୮.୮୨ ୦.୧୯
ଢେଙ୍କାନାଳ ୧୦୯.୨୫ ୧୦୮.୯ ୦.୩୫
ଗଜପତି ୧୧୦.୬୬ ୧୧୦.୩୧ ୦.୩୫
ଗଞ୍ଜାମ ୧୦୯.୬୭ ୧୦୯.୩୧ ୦.୩୬
ଜଗତସିଂହପୁର ୧୦୮.୩୧ ୧୦୮.୦୭ ୦.୨୪
ଯାଜପୁର ୧୦୮.୯୯ ୧୦୮.୫୪ ୦.୪୫
ଝାରସୁଗୁଡ଼ା ୧୦୮.୨୩ ୧୦୭.୮୬ ୦.୩୭
କଳାହାଣ୍ଡି ୧୧୧.୬୨ ୧୧୧.୨୭ ୦.୩୫
କନ୍ଧମାଳ ୧୧୦.୯୫ ୧୧୦.୨୫ ୦.୭
କେନ୍ଦ୍ରାପଡା ୧୦୮.୧ ୧୦୭.୭୫ ୦.୩୫
କେନ୍ଦୁଝର ୧୧୦.୩ ୧୧୦.୧୬ ୦.୧୪
ଖୋର୍ଦ୍ଧା ୧୦୮ ୧୦୮.୦୨ -୦.୦୨
କୋରାପୁଟ ୧୧୩.୦୪ ୧୧୨.୫୧ ୦.୫୩
ମାଲକାନଗିରି ୧୧୩.୭୮ ୧୧୩.୪୨ ୦.୩୬
ମୟୁରଭଞ୍ଜ ୧୦୯.୭୧ ୧୦୮.୧୮ ୧.୫୩
ନବରଙ୍ଗପୁର ୧୧୨.୪୧ ୧୧୨.୧୪ ୦.୨୭
ନୟାଗଡ଼ ୧୦୮.୬୩ ୧୦୮.୨୧ ୦.୪୨
ନୂଆପଡ଼ା ୧୧୧ ୧୧୦.୬୮ ୦.୩୨
ପୁରୀ ୧୦୮.୪୬ ୧୦୭.୭ ୦.୭୬
ରାୟଗଡ଼ା ୧୧୧.୦୩ ୧୧୦.୬୭ ୦.୩୬
ସମ୍ବଲପୁର ୧୦୮.୭୫ ୧୦୮.୨୩ ୦.୫୨
ସୋନପୁର ୧୦୯.୬୯ ୧୦୯.୨୫ ୦.୪୪
ସୁନ୍ଦରଗଡ ୧୦୯.୭୯ ୧୦୮.୭୬ ୧.୦୩
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୬.୪୮ ୧୦୫.୬୩ ୦.୮୫
ବାଲେଶ୍ୱର ୧୦୪.୯୯ ୧୦୪.୬ ୦.୩୯
ବରଗଡ ୧୦୫.୯୨ ୧୦୫.୨୪ ୦.୬୮
ଭଦ୍ରକ ୧୦୫.୨୩ ୧୦୫.୦୩ ୦.୨
ଭୁବନେଶ୍ୱର ୧୦୪.୫ ୧୦୪.୪୭ ୦.୦୩
ବଲାଙ୍ଗୀର ୧୦୭.୦୩ ୧୦୬.୨୮ ୦.୭୫
ବୌଦ୍ଧ ୧୦୬.୬୧ ୧୦୬.୯ -୦.୨୯
କଟକ ୧୦୫.୫୨ ୧୦୪.୬୪ ୦.୮୮
ଦେବଗଡ଼ ୧୦୫.୫ ୧୦୫.୨୭ ୦.୨୩
ଢେଙ୍କାନାଳ ୧୦୫.୭୧ ୧୦୫.୩୨ ୦.୩୯
ଗଜପତି ୧୦୭.୦୭ ୧୦୬.୬୮ ୦.୩୯
ଗଞ୍ଜାମ ୧୦୬.୧୧ ୧୦୫.୭୨ ୦.୩୯
ଜଗତସିଂହପୁର ୧୦୪.୭୮ ୧୦୪.୫ ୦.୨୮
ଯାଜପୁର ୧୦୫.୪୪ ୧୦୪.୯୬ ୦.୪୮
ଝାରସୁଗୁଡ଼ା ୧୦୪.୭୫ ୧୦୪.୩୫ ୦.୪
କଳାହାଣ୍ଡି ୧୦୮.୦୨ ୧୦୭.୬୩ ୦.୩୯
କନ୍ଧମାଳ ୧୦୭.୩୫ ୧୦୬.୬୩ ୦.୭୨
କେନ୍ଦ୍ରାପଡା ୧୦୪.୫୮ ୧୦୪.୧୯ ୦.୩୯
କେନ୍ଦୁଝର ୧୦୬.୭ ୧୦୬.୫୨ ୦.୧୮
ଖୋର୍ଦ୍ଧା ୧୦୪.୫ ୧୦୪.୪୭ ୦.୦୩
କୋରାପୁଟ ୧୦୯.୩୮ ୧୦୮.୮୩ ୦.୫୫
ମାଲକାନଗିରି ୧୧୦.୦୯ ୧୦୯.୭୧ ୦.୩୮
ମୟୁରଭଞ୍ଜ ୧୦୬.୧୭ ୧୦୪.୬୫ ୧.୫୨
ନବରଙ୍ଗପୁର ୧୦୮.୭୮ ୧୦୮.୪୭ ୦.୩୧
ନୟାଗଡ଼ ୧୦୫.୧୧ ୧୦୪.୬୬ ୦.୪୫
ନୂଆପଡ଼ା ୧୦୭.୪୧ ୧୦୭.୦୭ ୦.୩୪
ପୁରୀ ୧୦୪.୯୪ ୧୦୪.୧୭ ୦.୭୭
ରାୟଗଡ଼ା ୧୦୭.୪୨ ୧୦୭.୦୩ ୦.୩୯
ସମ୍ବଲପୁର ୧୦୫.୨୪ ୧୦୪.୭୧ ୦.୫୩
ସୋନପୁର ୧୦୬.୧୬ ୧୦୫.୬୯ ୦.୪୭
ସୁନ୍ଦରଗଡ ୧୦୬.୨୫ ୧୦୫.୨୧ ୧.୦୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.