Home Coronavirus Outbreak ଦେଶରେ ଆଜିର କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୬,୩୨୬ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ ଆଜିର କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୬,୩୨୬ ନୂଆ ଆକ୍ରାନ୍ତ ଚିହ୍ନଟ, ୬୬୬ ମୃତ

33

ନୂଆ ଦିଲ୍ଲୀ ୨୩-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୬,୩୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୭୩,୭୨୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୫୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୫,୩୨,୧୨୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୭,୬୭୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୧୬% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୧,୫୯,୫୬୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨,୦୧୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୬୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୩,୭୦୮ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୫୧%

ଆରୋଗ୍ୟ ହୋଇଛନ୍ତି ୯୮.୧୬%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୦୧, ୩୦, ୨୮, ୪୧୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୮, ୪୮, ୪୧୭

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୯, ୮୪, ୩୧, ୧୬୨ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୩, ୬୪, ୬୮୧

ରାଜ୍ୟୱାରୀ ସମସ୍ତ ତଥ୍ୟ –

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୧୧ ୧୨୯
ଆନ୍ଧ୍ରପ୍ରଦେଶ ୫୩୯୮ ୨୦୪୩୦୫୦ ୫୭୪ ୧୪୩୩୩
ଅରୁଣାଚଳ ପ୍ରଦେଶ ୧୪୧ ୫୪୬୫୪ ୨୮୦
ଆସାମ ୩୮୬୬ ୫୯୮୨୯୬ ୨୦୯ ୫୯୬୪
ବିହାର ୩୦ ୭୧୬୩୫୪ ୯୬୬୧
ଚଣ୍ଡିଗଡ଼ ୨୮ ୬୪୪୭୨ ୮୨୦
ଛତିଶଗଡ ୨୧୪ ୯୯୨୦୧୩ ୧୮ ୧୩୫୭୨
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୧
ଦିଲ୍ଲୀ ୩୪୦ ୧୪୧୪୦୯୫ ୨୫୦୯୧
୧୦ ଗୋଆ ୬୦୦ ୧୭୩୮୬୨ ୭୨ ୩୩୫୭
୧୧ ଗୁଜୁରାଟ ୧୬୫ ୮୧୬୧୨୬ ୧୬ ୧୦୦୮୭
୧୨ ହରିୟାଣା ୧୨୨ ୭୬୦୯୬୨ ୧୭ ୧୦୦୪୯
୧୩ ହିମାଚଳ ପ୍ରଦେଶ ୧୪୮୩ ୨୧୭୦୯୬ ୧୪୧ ୩୭୩୩
୧୪ ଜାମ୍ମୁ କାଶ୍ମୀର ୮୭୦ ୩୨୬୧୯୫ ୫୨ ୪୪୨୯
୧୫ ଝାଡଖଣ୍ଡ ୧୮୩ ୩୪୩୨୪୪ ୧୯ ୫୧୩୫
୧୬ କର୍ଣ୍ଣାଟକ ୮୯୨୦ ୨୯୩୮୩୧୨ ୪୬୪ ୩୭୯୯୫ ୧୧
୧୭ କେରଳ ୮୧୪୯୦ ୪୭୮୮୬୨୯ ୯୪୦୧ ୨୭୭୬୫ ୫୬୩
୧୮ ଲଦାଖ ୪୦ ୨୦୬୪୮ ୨୦୮
୧୯ ଲକ୍ଷଦୀପ ୧୦୩୧୪ ୫୧
୨୦ ମଧ୍ୟପ୍ରଦେଶ ୮୦ ୭୮୨୧୨୬ ୧୬ ୧୦୫୨୩
୨୧ ମହାରାଷ୍ଟ୍ର ୨୭୭୪୭ ୬୪୩୨୧୩୮ ୧୭୪୪ ୧୩୯୯୬୫ ୪୦
୨୨ ମଣିପୁର ୯୦୬ ୧୨୦୨୯୪ ୪୯୪ ୧୯୦୭
୨୩ ମେଘାଳୟ ୬୯୮ ୮୧୧୨୮ ୯୪ ୧୪୪୩
୨୪ ମିଜୋରାମ ୯୬୩୬ ୧୦୬୬୫୩ ୧୧୪୩ ୪୦୦
୨୫ ନାଗାଲାଣ୍ଡ ୨୪୫ ୩୦୭୬୬ ୨୩ ୬୭୮
୨୬ ଓଡ଼ିଶା ୪୧୯୭ ୧୦୨୫୦୨୫ ୬୦୩ ୮୩୦୧
୨୭ ପୁଡୁଚେରୀ ୪୫୪ ୧୨୫୩୧୪ ୫୬ ୧୮୫୩
୨୮ ପଞ୍ଜାବ ୨୩୦ ୫୮୫୩୮୨ ୨୪ ୧୬୫୫୧
୨୯ ରାଜସ୍ଥାନ ୩୨ ୯୪୫୪୧୦ ୮୯୫୪
୩୦ ସିକ୍କିମ୍ ୧୮୩ ୩୧୨୬୬ ୨୫ ୩୯୩
୩୧ ତାମିଲନାଡୁ ୧୩୫୩୧ ୨୬୪୩୪୩୧ ୧୩୯୨ ୩୫୯୮୭ ୧୯
୩୨ ତେଲେଙ୍ଗାନା ୩୯୬୩ ୬୬୨୦୨୫ ୧୯୬ ୩୯୪୪
୩୩ ତ୍ରିପୁରା ୯୮ ୮୩୪୬୨ ୧୪ ୮୧୬
୩୪ ଉତ୍ତରାଖଣ୍ଡ ୧୬୬ ୩୩୬୨୩୫ ୨୨ ୭୩୯୮
୩୫ ଉତ୍ତରପ୍ରଦେଶ ୮୫ ୧୬୮୭୦୮୫ ୨୩ ୨୨୮୯୯
୩୬ ପଶ୍ଚିମବଙ୍ଗ ୭୫୭୭ ୧୫୫୭୮୮୨ ୭୯୨ ୧୯୦୩୩ ୧୨
ମୋଟ ୧୭୩୭୨୮ ୩୩୫୩୨୧୨୬ ୧୭୬୭୭ ୪୫୩୭୦୮ ୬୬୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.