Home Authors Posts by Bureau

Bureau

17674 POSTS 0 COMMENTS

କ୍ଷମତାକୁ ଜାବୁଡି ଧରିବାର ନିଶା ଶାସକ ବିଜେଡକୁ ହିଂସାମୁହାଁ କରିଛି : ସମୀର ମହାନ୍ତି

0
ଭୁବନେଶ୍ୱର ଏବଂ ବାଣପୁରରେ ଶାସକ ବିଜେଡିର ହିଂସାକାଣ୍ଡ ଅଭ୍ୟାସଗତ ବିଶୃଙ୍ଖଳାକାରୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରତି ରାଜ୍ୟ ସରକାରଙ୍କ କୋହଳ ମନୋଭାବ ପ୍ରଦର୍ଶନ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛିରାଜ୍ୟ ପ୍ରଶାସନ ଏଭଳି ହିଂସାକାଣ୍ଡକୁ...

ବାଣପୁର ଘଟଣା ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ-ଧର୍ମେନ୍ଦ୍ର ପ୍ରଧାନ

0
ଲୋକ ଓ ପୋଲିସ କର୍ମୀଙ୍କ ଉପରେ ଚିଲିକା ବିଧାୟକ ଗାଡ଼ି ଚଢ଼ାଇବା ଘଟଣାକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ - ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ- ଏହା ସ୍ଲୋଗାନ ବଦଳରେ ପ୍ରତିବଦ୍ଧତା ହେବା ଜରୁରୀ - ଆହତ...

ମୁଖ୍ୟ ଶାସନ ସଚିବଙ୍କ ପୁରୀଜିଲ୍ଲା ଗସ୍ତ : ବାତ୍ୟା ନିରୋଧି ବନୀକରଣ ସଘନ କରିବାକୁ...

0
ପୁରୀ ୧୨.୦୩ (ଓଡ଼ିଆ ପୁଅ) - ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ବନୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ପୁରୀ ଏକ ଉପକୂଳବର୍ତ୍ତି...

ଶିଳ୍ପ ବିହୀନ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ହେବାକୁ ଯାଉଛି ସିମେଣ୍ଟ କାରଖାନା

0
ମାଲକାନଗିରି ୧୨-୩ (ଓଡ଼ିଆ ପୁଅ) ମାଲକାନଗିରି ବ୍ଲକସ୍ଥ ମାଟାପେକା ପଞ୍ଚାୟତ କତା ମାଟେରୁରେ ବହୁ ପ୍ରତିକ୍ଷୀତ ସିମେଣ୍ଟ କାରଖାନା ପ୍ରତିଷ୍ଠା ନେଇ ଆଜି ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନଶୁଣାଣିରେ...

ବିଜେଡି ପ୍ରାର୍ଥୀଙ୍କ ଉପରେ ବିଜେପିର ନୃଶଂସ ଆକ୍ରମଣ ନିନ୍ଦନୀୟ : ବିଜେଡ଼ି

0
ଭୁବନେଶ୍ୱର, ୧୨/୦୩ (ଓଡ଼ିଆ ପୁଅ) : ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀଙ୍କ ଉପରେ ବିଜେପି ନେତା ଓ କର୍ମୀଙ୍କ ଦ୍ୱାରା ହୋଇଥିବା ନୃଶଂସ ଆକ୍ରମଣକୁ ବିଜେଡି ଦୃଢ ଭାବେ ନିନ୍ଦା କରୁଥିବା କହିଛନ୍ତି ବିଜେଡି...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୬୧୪ ନୂଆ ଆକ୍ରାନ୍ତ...

0
ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩,୬୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪୦,୫୫୯ କୁ ହ୍ରାସ...

ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ଟର୍ମ ୧ ପରୀକ୍ଷା ଫଳ : ବିଦ୍ୟାଳୟଗୁଡ଼ିକରୁ...

0
ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ଘୋଷିତ ହୋଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଶୁକ୍ରବାର ଦିନ CBSE ଦଶମ ଟର୍ମ ୧ ପରୀକ୍ଷା...

ଉତ୍ତର-ପୂର୍ବ ଦିଲ୍ଲୀର ଝୁଗିରେ ବଡ଼ ଧରଣର ଅଗ୍ନିକାଣ୍ଡ : ୭ ଜଣଙ୍କର ମୃତ୍ୟୁ

0
ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) ଉତ୍ତର-ପୂର୍ବ ଦିଲ୍ଲୀର ଝୁଗିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏହି ଅଗ୍ନିକାଣ୍ଡରେ ପ୍ରାୟ ୬୦ ଟି...

ରାଜ୍ୟରେ ଆଜି ୮୩ ନୂଆ ଆକ୍ରାନ୍ତ

0
ଭୁବନେଶ୍ୱର ୧୨ -୩ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ନୂଆ ଆକ୍ରାନ୍ତ: ୮୩ ୦-୧୮ ବର୍ଷର : ୨୨ - କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୯ - ସ୍ଥାନୀୟ ଅଞ୍ଚଳରୁ୩୪ ୧- ଅନୁଗୁଳ...

ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ପଦ୍ଧତି – ସମୁଦାୟ ତିନୋଟି ପଦ୍ଧତିରେ ପରୀକ୍ଷା ଫଳ ନିର୍ଦ୍ଧାରଣ...

0
ଭୁବନେଶ୍ୱର ୧୨-୩ (ଓଡ଼ିଆ ପୁଅ) କୋଭିଡ ମହାମାରୀ ଯୋଗୁ ମାଟ୍ରିକ ତଥା ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢା ପ୍ରଭାବିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ ଶିକ୍ଷାବିତ, ଅଭିଭାବକ...

୧୨ ମାର୍ଚ୍ଚ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଶାରୀରିକ ତଥା ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ପାରିବାରିକ ବାତାବରଣ ଆନନ୍ଦପ୍ରଦ ରହିବ। ମିତ୍ର ତଥା ସ୍ନେହୀଜନମାନଙ୍କ ସାଥିରେ ସମ୍ବନ୍ଧ ଭଲ ରହିବ, କିନ୍ତୁ ସଂଧ୍ୟାରେ ସ୍ଵାସ୍ଥ୍ୟ ଟିକେ ଖରାପ...

ରାଜ୍ୟରେ ଆଜି ୧୦୪ ନୂଆ ଆକ୍ରାନ୍ତ ଚିହ୍ନଟ

0
ଭୁବନେଶ୍ୱର ୧୧ -୩ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ନୂଆ ଆକ୍ରାନ୍ତ: ୧୦୪ ୦-୧୮ ବର୍ଷର : ୨୪ - କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୬୧ - ସ୍ଥାନୀୟ ଅଞ୍ଚଳରୁ୪୩ ୧- ବାଲେଶ୍ୱର...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୪,୧୯୪ ନୂଆ ଆକ୍ରାନ୍ତ...

0
ନୂଆ ଦିଲ୍ଲୀ ୧୧-୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪,୧୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪୨,୨୧୯ କୁ ହ୍ରାସ ପାଇଛି। ସକ୍ରିୟ...

ମାର୍ଚ୍ଚ ୧୧ ରେ ନାୟବ୍ ସରପଞ୍ଚ ନିର୍ବାଚନ

0
ଭୁବନେଶ୍ୱର, ୧୦/୦୩ (ଓଡ଼ିଆ ପୁଅ) ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତର ନାୟବ୍ ସରପଞ୍ଚ ପଦବୀ ନିମନ୍ତେ ଚଳିତ ମାର୍ଚ୍ଚ ମାସ ୧୧ ତାରିଖରେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ଏଥି ନିମନ୍ତେ ନିଯୁକ୍ତ...

ଅଣ-ବୈଷୟିକ ଲୋକପ୍ରିୟ ବର୍ଗର ପ୍ରାର୍ଥୀଙ୍କ ସମସ୍ୟା ସମାଧାନ କଲା ରେଳ ସମିତି

0
ଅଣ-ବୈଷୟିକ ଲୋକପ୍ରିୟ ବର୍ଗର ପ୍ରାର୍ଥୀଙ୍କ ସମସ୍ୟା ସମାଧାନ କଲା ରେଳ ସମିତି - ଅଣ-ବୈଷୟିକ ଲୋକପ୍ରିୟ ବର୍ଗ (ସିଏନ ୦୧/୨୦୧୯)ରେ ଦ୍ବିତୀୟ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଲାଗି ବେତନ ସ୍ତର ଅନୁଯାୟୀ...

ଚଦର, କମ୍ବଳ ଏବଂ ଟ୍ରେନ ଭିତର ପରଦା ଉପରେ ଲାଗିଥିବା କଟକଣାକୁ ତତ୍କାଳ ପ୍ରଭାବ...

0
ନୂଆ ଦିଲ୍ଲୀ ୧୧-୩ (ଓଡ଼ିଆ ପୁଅ) କୋଭିଡ – ୧୯ ମହାମାରୀ ସଂକ୍ରମଣ ଏବଂ କୋଭିଡ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ରେଳ ଯାତ୍ରୀଙ୍କ ଯାତାୟାତ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ (ଏସଓପି) ଜାରି...

ମାଛ ଚୋରରୁ ସାଧୁ

0
ବିନା ପରିଶ୍ରମରେ ଭଲ ଖାଇବା, ଭଲ ପିନ୍ଧିବା, ଭଲ ଘର ଖଣ୍ଡେ କରିବା ଓ ସର୍ବୋପରି ଖୁସିରେ ରହିବା ପାଇଁ ଅନେକଙ୍କର ଅଭିଳାଷ। ଚୋରି କରିବା ପାପ ଅଟେ, ଚୋରଙ୍କ ସମ୍ପର୍କରେ ଆସିବା...

୧୧ ମାର୍ଚ୍ଚ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆପଣଙ୍କ ଦିନ ଅନୁକୂଳ ରହିବ। ଆପଣ ହୃଦୟ ଏବଂ ମନରେ ସୁସ୍ଥ ରହି କାର୍ଯ୍ୟ କରି ପାରିବେ ଏବଂ ସଶକ୍ତ ଅନୁଭବ କରିବେ। ଆଜି ଆପଣଙ୍କ ଉପରେ ଲକ୍ଷ୍ମୀଙ୍କର କୃପାଦୃଷ୍ଟି...

କଟକ ଛତ୍ରବଜାର ପୋଲ ଭୁଶୁଡ଼ିବା ଘଟଣା : ଆର.ଡି.ସିଙ୍କ ତଦନ୍ତ ନିର୍ଦ୍ଦେଶ

0
କଟକ, ୧୦/୩ (ଓଡ଼ିଆ ପୁଅ /ଅଭୟ ଜେନା ) କଟକ ଛତ୍ରବଜାର ନିର୍ମଣାଧୀନ ପୋଲ ଭୁଶୁଡି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣାର ଆର. ଡି. ସି ସ୍ତରୀୟ ତଦନ୍ତପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।...

୧୦ ମାର୍ଚ୍ଚ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜି ମାନସିକ ଏକାଗ୍ରତାର ଅଭାବ ଅନୁଭବ କରିପାରନ୍ତି। ଶାରୀରିକ ରୂପରେ ଆଳସ୍ୟ ହୋଇପାରେ। ଧନର ନିବେଶ ସମ୍ଭାଳିକରି କରନ୍ତୁ, କମ ଲାଭର ଆଶଙ୍କା ଅଛି। ଆବଶ୍ୟକ କାଗଜପତ୍ରଙ୍କ ଉପରେ ଅଧିକ...