Home ଓଡ଼ିଶା ବିଜେଡି ପ୍ରାର୍ଥୀଙ୍କ ଉପରେ ବିଜେପିର ନୃଶଂସ ଆକ୍ରମଣ ନିନ୍ଦନୀୟ : ବିଜେଡ଼ି

ବିଜେଡି ପ୍ରାର୍ଥୀଙ୍କ ଉପରେ ବିଜେପିର ନୃଶଂସ ଆକ୍ରମଣ ନିନ୍ଦନୀୟ : ବିଜେଡ଼ି

116

ଭୁବନେଶ୍ୱର, ୧୨/୦୩ (ଓଡ଼ିଆ ପୁଅ) : ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀଙ୍କ ଉପରେ ବିଜେପି ନେତା ଓ କର୍ମୀଙ୍କ ଦ୍ୱାରା ହୋଇଥିବା ନୃଶଂସ ଆକ୍ରମଣକୁ ବିଜେଡି ଦୃଢ ଭାବେ ନିନ୍ଦା କରୁଥିବା କହିଛନ୍ତି ବିଜେଡି ମୁଖପାତ୍ର ସୁଶ୍ରୀ ଇପ୍ସିତା ସାହୁ।

ଆଜି ଏଠାରେ ଗଣମାଧ୍ୟମକୁ ସୁଶ୍ରୀ ସାହୁ କହିଛନ୍ତି ଯେ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ନିର୍ବାଚନ ଜିତିବା ପାଇଁ ହିଂସାର ପନ୍ଥା ଗ୍ରହଣ କରୁଥିବା ଲୋକଙ୍କୁ ଓଡ଼ିଶାବାସୀ ନିଶ୍ଚିତ ଭାବେ ପ୍ରତ୍ୟାଖ୍ୟାନ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.