Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୪,୧୯୪ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୪,୧୯୪ ନୂଆ ଆକ୍ରାନ୍ତ ଚିହ୍ନଟ, ୨୫୫ ମୃତ

30

ନୂଆ ଦିଲ୍ଲୀ ୧୧-୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪,୧୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪୨,୨୧୯ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୦% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୪,୨୬,୩୨୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୬,୨୦୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୦% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୯,୮୪,୨୬୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨,୨୬୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୫୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୧୫,୭୧୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୧୦%

ଆରୋଗ୍ୟ ହୋଇଛନ୍ତି ୯୮.୭୦%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୯, ୭୨, ୦୦, ୫୧୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୬, ୭୩, ୫୧୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୮୯୧ ୧୨୯
ଆନ୍ଧ୍ରପ୍ରଦେଶ ୭୪୯ ୨୩୦୩୨୨୭ ୯୭ ୧୪୭୨୯
ଅରୁଣାଚଳ ପ୍ରଦେଶ ୩୨ ୬୪୧୫୧ ୨୯୬
ଆସାମ ୧୩୭୫ ୭୧୬୧୫୬ ୧୩ ୬୬୩୯
ବିହାର ୧୦୧ ୮୧୭୯୭୮ ୩୯ ୧୨୨୫୫
ଚଣ୍ଡିଗଡ଼ ୫୮ ୯୦୬୧୧ ୧୧୬୫
ଛତିଶଗଡ ୫୦୬ ୧୧୩୭୧୭୭ ୧୦୧ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୬
ଦିଲ୍ଲୀ ୯୩୭ ୧୮୩୫୩୯୦ ୨୬୦ ୨୬୧୪୦
୧୦ ଗୋଆ ୧୦୭ ୨୪୧୨୩୭ ୨୪ ୩୮୩୦
୧୧ ଗୁଜୁରାଟ ୬୦୮ ୧୨୧୧୯୨୯ ୧୧୧ ୧୦୯୩୮
୧୨ ହରିୟାଣା ୮୭୪ ୯୭୨୧୭୦ ୨୨୫ ୧୦୫୮୪
୧୩ ହିମାଚଳ ପ୍ରଦେଶ ୪୬୨ ୨୭୯୩୭୩ ୯୧ ୪୧୨୪
୧୪ ଜାମ୍ମୁ କାଶ୍ମୀର ୨୯୩ ୪୪୮୩୪୦ ୫୪ ୪୭୪୯
୧୫ ଝାଡଖଣ୍ଡ ୩୩୦ ୪୨୯୧୯୧ ୮୩ ୫୩୧୫
୧୬ କର୍ଣ୍ଣାଟକ ୨୮୮୪ ୩୯୦୦୪୨୮ ୩୦୧ ୪୦୦୧୩
୧୭ କେରଳ ୧୧୮୪୦ ୬୪୩୯୪୨୧ ୨୦୫୫ ୬୬୬୮୯ ୨୨୭
୧୮ ଲଦାଖ ୭୫ ୨୭୮୫୦ ୨୨ ୨୨୮
୧୯ ଲକ୍ଷଦୀପ ୧୧୩୪୮ ୫୨
୨୦ ମଧ୍ୟପ୍ରଦେଶ ୮୪୮ ୧୦୨୮୯୦୧ ୧୪୧ ୧୦୭୩୩
୨୧ ମହାରାଷ୍ଟ୍ର ୬୯୬୬ ୭୭୧୯୫୯୪ ୪୯୪ ୧୪୩୭୪୯
୨୨ ମଣିପୁର ୯୪ ୧୩୪୭୩୭ ୧୮ ୨୧୧୬
୨୩ ମେଘାଳୟ ୧୧୨ ୯୧୯୫୦ ୩୭ ୧୫୮୭
୨୪ ମିଜୋରାମ ୩୫୬୦ ୨୧୫୮୦୦ ୫୪୮ ୬୬୬
୨୫ ନାଗାଲାଣ୍ଡ ୬୭ ୩୪୬୧୯ ୭୫୭
୨୬ ଓଡ଼ିଶା ୯୬୫ ୧୨୭୬୨୮୫ ୧୩୫ ୯୧୦୩
୨୭ ପୁଡୁଚେରୀ ୨୭ ୧୬୩୭୬୮ ୧୯୬୨
୨୮ ପଞ୍ଜାବ ୩୦୫ ୭୪୦୫୭୪ ୭୭ ୧୭୭୨୩
୨୯ ରାଜସ୍ଥାନ ୧୨୭୩ ୧୨୭୧୦୮୨ ୨୯୬ ୯୫୪୮
୩୦ ସିକ୍କିମ୍ ୨୬ ୩୮୬୨୯ ୪୪୫
୩୧ ତାମିଲନାଡୁ ୧୬୭୬ ୩୪୧୧୮୯୯ ୩୫୪ ୩୮୦୨୩
୩୨ ତେଲେଙ୍ଗାନା ୧୨୨୩ ୭୮୪୮୦୦ ୧୮୪ ୪୧୧୧
୩୩ ତ୍ରିପୁରା ୯୯୯୪୪ ୯୧୯
୩୪ ଉତ୍ତରାଖଣ୍ଡ ୭୦୬ ୪୨୮୪୩୨ ୬୨ ୭୬୮୯
୩୫ ଉତ୍ତରପ୍ରଦେଶ ୧୫୮୪ ୨୦୪୪୫୪୬ ୨୪୭ ୨୩୪୮୬
୩୬ ପଶ୍ଚିମବଙ୍ଗ ୧୫୪୪ ୧୯୯୩୪୬୪ ୧୧୨ ୨୧୧୮୪
ମୋଟ ୪୨୨୧୯ ୪୨୪୨୬୩୨୮ ୬୨୦୮ ୫୧୫୭୧୪ ୨୫୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.